Sign in
Sign in
Recover your password.
A password will be e-mailed to you.
ସାଇବର ଅପରାଧ ରୋକିବା ନିମନ୍ତେ ଜିଲ୍ଲାରେ ଅକ୍ଟୋବର ୨ ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ବୁଲିବ ସଚେତନତା ରଥ
ଛତ୍ରପୁର : ଆର୍ଥିକ , ମହିଳା ଓ ଶିଶୁ ମାନଙ୍କ ଉପରେ ଯୌନ ଜନିତ ସହ ବିଭିନ୍ନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଏବଂ ସାଇବର ଅପରାଧରୁ ଲୋକମାନେ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ସାଇବର!-->!-->!-->…
ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ ଅଭିଯୋଗରେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫…
ବରଗଡ଼: ନକଲି ଜାତିଗତ, ନିବାସ ଓ ଚରିତ୍ର ପ୍ରମାଣପତ୍ର ପ୍ରସ୍ତୁତ କରିବା ଅଭିଯୋଗରେ ବରଗଡ଼ ପୁଲିସ ଜଣେ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚଙ୍କ ସମେତ ୫ ଅଭିଯୁକ୍ତଙ୍କୁ ବରଗଡ଼ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ…
ସାଇବର ଅପରାଧ ନେଇ ସଚେତନ କରିବେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ସହିତ ମିସନଶକ୍ତି ମହିଳା…
ଭୁବନେଶ୍ବର: ଆଜିକାଲିର ଯୁବପିଢ଼ି କମ ପରିଶ୍ରମରେ ଶୀଘ୍ର କୋଟିପତି ହେବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନେ ବିକଳ୍ପ ଚିନ୍ତା କରୁଛନ୍ତି। ଅନ୍ୟକୁ ବଡ଼ ସ୍ବପ୍ନ ଓ ଲୋଭ ଦେଖାଇ ସେମାନଙ୍କର ଜାଲରେ ଫସାଉଛନ୍ତି। ଏହି କ୍ରମରେ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି।…
୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଦୁଷ୍କର୍ମ ପରେ ଅର୍ଦ୍ଧନଗ୍ନ ଅବସ୍ଥାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ୧୫ ବର୍ଷୀୟା ପୀଡ଼ିତା ନାବାଳିକା ଜଣକ ଘର ଘର ବୁଲି ସହାୟତା ପାଇଁ…
ମାନସିକ ଚାପ କାରଣରୁ ଭୁଲ ନିଷ୍ପତ୍ତି ନେଇଥିଲେ ତପନ ସାହୁ
ଭୁବନେଶ୍ବର: ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ ନିଖୋଜ ଘଟଣାରୁ ପରଦା ହଟିଛି। ମାନସିକ ଚାପ କାରଣରୁ ଏଭଳି ଭୁଲ ନିଷ୍ପତ୍ତି ନେଇଥିବା ଶ୍ରୀ ସାହୁ ସ୍ୱୀକାର କରିଛନ୍ତି। ପରେ ନିଜେ ହୃଦୟଙ୍ଗମ କଲା ପରେ…
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୩୦ ପ୍ରବଳରୁ ଅତି ପ୍ରବଳ ବର୍ଷିବ..!
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପୂର୍ବରୁ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ୩୦…
୫ ବର୍ଷରେ ରାଜ୍ୟରେ ବୁଡ଼ି ମରିଛନ୍ତି ୭୮୭୪, ସାପ କାମୁଡ଼ାରେ ଯାଇଛି ୫୨୧୯ ଜୀବନ…
ଭୁବନେଶ୍ବର : ଗତ ୫ ବର୍ଷରେ (୨୦୧୮-୧୯ରୁ ୨୦୨୨-୨୩) ରାଜ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ରାଜ୍ୟରେ ୧୬୩୭୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ତଥ୍ୟ…
ତଦନ୍ତ ଦାୟିତ୍ୱ ମାନବଧିକାର ସୁରକ୍ଷା ସେଲ୍କୁ ହସ୍ତାନ୍ତର
ରାଉରକେଲା: ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ (୩୫)ଙ୍କ ସନ୍ଦେହଜନକ ମୃତ୍ୟ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍ ବିଭାଗର ମାନବଧିକାର ସୁରକ୍ଷା…
ସାଂସଦ ଦାନିସ ଅଲ୍ଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମାମଲାର ତଦନ୍ତ କରିବ ଲୋକସଭା ସ୍ବାଧିକାର କମିଟି…
ନୂଆଦିଲ୍ଲୀ: ଲୋକସଭାରେ ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ବିଜେପି ନେତା ରମେଶ ବିଧୁରୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟର ତଦନ୍ତ ଲୋକସଭାର ସ୍ବାଧିକାର କମିଟି କରିବ । ଏ ସଂପର୍କରେ ଲୋକସଭା ବାଚସ୍ପତି ଓମ୍ ବିରଳା ନିର୍ଦ୍ଦେଶ ଦେଇଛନ୍ତି ।
ସେପ୍ଟେମ୍ବର ୨୧ ରେ…
ହତ୍ୟାମାମଲାରେ ତିନିଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସର୍କିଟ କୋର୍ଟ ରେ ଗୁରୁବାର ଦିନ ଛତ୍ରପୁର ଅତିରିକ୍ତ ଜିଲ୍ଲାଦୌରା ଜଜ ମନୋରଞ୍ଜନ ଦାସ ଏକ ହତ୍ୟା ମାମଲାରେ ତିନିଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି | ଘଟଣା ରୁ ପ୍ରକାଶ ଯେ 30/4/2017 ହିଞ୍ଜିଳିକାଟୁ!-->…