ଅଭିଯୁକ୍ତ ସୁଦାନ କହଁର କୁ ୫ବର୍ଷ ସଶ୍ରମ କାରାଦଣ୍ଡ ୫ ହଜାର ଜରିମାନା…

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାରପତି ସତ୍ୟପିର ମିଶ୍ର ଏକ ହତ୍ୟା ମାମଲା ର ବିଚାରଣା କରି ଘଟଣାର ୧୮ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମାଲାର ଅଭିଯୁକ୍ତ ସୁଦାନ କହଁରକୁ ଆଇ ପି ସି ୩୦୪(କ) ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର

ସାରୁ ଗ୍ରାମର ସୁକଦେବଙ୍କୁ ହତ୍ୟା ଘଟଣା : ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ହିଞ୍ଜିଳିକାଟୁ (୨୮/୯): ହିଞ୍ଜିଳି ଥାନା ସାରୁ ଗ୍ରାମରେ ଗତ ୨୦୧୭ ମସିହା ଏପ୍ରିଲ ୩୦ ତାରିଖରେ ତାସଖେଳକୁ କେନ୍ଦ୍ର କରି ହତ୍ୟା ଘଟଣା ଘଟିଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଗ୍ରାମର ଶୁକଦେବ ନାଇକଙ୍କ ମୃତ୍ୟୁ ଘଟିଥିଲା । ଘଟଣା ନେଇ ମୃତକଙ୍କ ସ୍ତ୍ରୀ ଝିଲି ନାଇକ ୨୦୧୭ ମେ ୧ ତାରିଖରେ

ଅନ୍ତରଙ୍ଗ ଯୁବ ମହାସଂଘ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି (୨୮/୯) : କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଗୀର୍ଜା, ମନ୍ଦିର, ମସଜିଦ ଓ ଜନଗହଳି ତଥା ଗ୍ରାମାଞ୍ଚଳଗୁଡିକରେ ଅଳିଆ ଆବର୍ଜ୍ଜନା, ପଲିଥିନ, ପ୍ଲାଷ୍ଟିକ ବୋତଲ ଇତ୍ୟାଦି ଏଣେତେଣେ ପକାଇବା ଦ୍ଵାରା ପରିବେଶ, ଜଳ ଓ ବାୟୁ ପ୍ରଦୂଷଣ ହେଉଥିବା ନେଇ ସୁସ୍ଥ ପରିବେଶ

ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ : ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ…

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମରେ ଅଜଣା ରୋଗକୁ ନେଇ ଆତଙ୍କ ଖେଳିଯାଇଛି। ପ୍ରଥମେ ଜ୍ୱର କିଛିଦିନ ହେବା ପରେ ଦେହରେ ପାଣି ଫୋଟକା ହେବା ସହ ତାହା ଫାଟିଯାଇ ଦେହସାରା ଘା ହେଇଯାଉଛି। ପ୍ରଚଣ୍ଡ ଯନ୍ତ୍ରଣାରେ

ସିଆରପିଏଫ ବାଟାଲିୟନ ତରଫରୁ “ମୋ ମାଟି, ମୋ ଦେଶ ” କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା : ସ୍ୱାଧୀନତାର ଅମୃତ ମହୋତ୍ସବ ଅଭିଯାନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଅଞ୍ଚଳରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ ଜି-୧୨୭ ସିଆରପିଏଫ ବାଟାଲିୟନ ତରଫରୁ 'ମୋ ମାଟି, ମୋ ଦେଶ 'କାର୍ଯ୍ୟକ୍ରମ ରେ ଅମୃତ କଳସ ଯାତ୍ରା ବେଲଘର ସ୍ଥିତ

ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି କହିଲେ ବିଜେପି ବିଧାୟକ…

ବେଙ୍ଗାଲୁରୁ : ଚର୍ଚ୍ଚାରେ କର୍ଣ୍ଣାଟକା ବିଜେପି ବିଧାୟକ ବାସନଗୌଡ଼ା ପାଟିଲ ୟାତନାଲ। ଜବାହରଲାଲ ନେହରୁ ଦେଶର ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି ସେ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଗୋଟିଏ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ “ନେହରୁ ଦେଶର ପ୍ରଥମ…

ରକ୍ତଦାନ କରି ନୂତନ ଜୀବନ ପ୍ରଦାନ କଲେ ଡ୍ରାଇଭର ମହାସଂଘର ଦୁଇ ଯୁବକ…

ଉମରକୋଟ ( ୨୮/୦୯) : ରକ୍ତ ଦାନ କରି ଦୁଇ ଯୁବକ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ଗୋପବନ୍ଧୁଙ୍କ ବାଣୀରେ ଅଛି "ମୋ ଜୀବନ ପଛେ ନର୍କେ ଯାଉ ହେଲେ ଜଗତ ଉଦ୍ଧାର ହେଉ " କବିଙ୍କ ଏହି ବାଣୀ ପାଥେୟ କରି ମହାନତାର ପରିଚୟ ଦେଲେ ଉମରକୋଟ ବ୍ଲକର ବଡ଼କୁମାରୀ ପଞ୍ଚାୟତର ବଡ଼କୁମାରୀ ଗ୍ରାମର

ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା-୨୦୨୩-୨୪ ଉଦଯାପିତ…

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା -୨୦୨୩-୨୪ ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଣୀ ଅମିତା ପଟ୍ଟନାୟକଙ୍କ

ଗୁଗଲରେ ସର୍ଚ୍ଚ କରୁଥିଲେ ଆତ୍ମହତ୍ୟାର ଉପାୟ, ତୁରନ୍ତ ଯୁବକଙ୍କ ପାଖରେ ପହଞ୍ଚିଲା ପୁଲିସ୍‌…

ମୁମ୍ବାଇ : ମା’ ଅପରାଧିକ ମାମଲାରେ ଜେଲରେ। ତାଙ୍କର ଜାମିନ ପାଇଁ ପୁଅ ପାଖରେ ଟଙ୍କା ନାହିଁ। ଦୀର୍ଘ ୬ ମାସ ହେଲା ଚାକିରି ଖଣ୍ଡେ ବି ମିଳୁନି। ଖାଇବାକୁ ଠିକ ଭାବେ କେହି ଦେଉ ନାହାନ୍ତି। ଏମିତି ଜୀବନ ରଖିବାର ଆଉ କୌଣସି କାରଣ ହିଁ। ସବୁଆଡ଼ୁ ନିରାଶ ହେବା ପରେ…

ଆର୍ଯ୍ୟପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟିତ…

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି । ପୂର୍ବରୁ ଥିବା ପଞ୍ଚାୟତ କାର୍ଯ୍ୟାଳୟ କୁ ପୁନଃଉଦ୍ଧାର କରାଯାଇ ନୂତନ ଧରଣ ରେ ହୋଇଥିବା ଏହି କାର୍ଯ୍ୟାଳୟ କୁ ସରପଞ୍ଚ ତତ୍ରୋଲଚନ ବେହେରା ରିବନ କାଟି ଉଦଘାଟନ