Sign in
Sign in
Recover your password.
A password will be e-mailed to you.
ମାଲକାନଗିରି ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…
ବାଲିମେଳା (୨୮/୦୯) : ସାଇବର କ୍ରାଇମ ରୁ ମୁକ୍ତ ହେବ ଓଡିଶା। ପ୍ରସ୍ତୁତ ହେଉଛି ନୂତନ ରଣନୀତି । ଅନଲାଇନ ସିଷ୍ଟମ ଠାରୁ ବ୍ୟାଙ୍କ ଏବଂ ମୋବାଇଲ ଆପ ମାଧ୍ୟମରେ ଆଉ ସାଇବର ଠକଙ୍କ ଜାଲରେ ପଡିବେ ନାହିଁ ଓଡିଶା ବାସୀ । ଯାହାର ପରିକଳ୍ପନା କରି ସାଇବର କ୍ରାଇମ କୁ ରୋକିବା ଲାଗି ଓଡିଶା ପୋଲିସ!-->…
କ୍ରାଇମବ୍ରାଞ୍ଚ ଦ୍ଵାରା ଓଡ଼ିଶାରେ ସାଇବର ସୁରକ୍ଷା ଅଭିଯାନ- ୨୦୨୩…
ଫୁଲବାଣୀ : ସାଇବର ଅପରାଧ ଏବେ ଖୁବ୍ ଦୃତ ଗତିରେ ବଢ଼ିଚାରେ ଲାଗିଛି । ସମାଜରେ ବିଶେଷ କରି ବରିଷ୍ଠ ନାଗରିକ, ମହିଳା, ଯୁବଗୋଷ୍ଠୀ ତଥା ଛାତ୍ର ସମାଜ ମଧ୍ୟରେ ଏହି ସାଇବର ଅପରାଧ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର ଓ ସୁରକ୍ଷା ଅଭ୍ୟାସ ଉପରେ!-->…
ଜାତୀୟ ମୁକବଧିର ଟି -୨୦ କ୍ରିକେଟ ଟୁର୍ନାମେଣ୍ଟର ୪ ର୍ଥ ଦିନରେ ୩ଟି ଷ୍ଟାଡିୟମରେ ୭ଟି ମ୍ୟାଚ…
ଭୁବନେଶ୍ବର(୨୮/୦୯/୨୩) : ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳଟି ଭୁବନେଶ୍ବରର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍, ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ!-->…
ଫୁଲବାଣୀ ଠାରେ ମହମ୍ମଦ ଜୟନ୍ତୀ ପାଳିତ
ଫୁଲବାଣୀ : ଆଜି ପବିତ୍ର ଇଦ ମିଳାଦୁନ ନବୀ ତଥା ମହାପୁରୁଷ ହଜରତ ମହମ୍ମଦଙ୍କ ଜୟନ୍ତୀ ଅବସରରେ ଫୁଲବାଣୀ ଜାମିଆ ମସଜିଦ ଓ ନୁରାନି ୟୁଥ କ୍ଲବ ତରଫରୁ ସଭାପତି ଅବଦୁଲ ରାଜାକ ଖାଁ ଙ୍କ ସଭାପତିତ୍ୱରେ ହାଟପଦା ସ୍ଥିତ ମୁସଲିମ ବସ୍ତିରୁ ସାମୁହିକ ପାର୍ଥନା ସାରିବା ପରେ ଏକ ଶୋଭାଯାତ୍ରା ମେନରୋଡ଼!-->…
ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇନି ଚନ୍ଦ୍ରଯାନ-୩, ଚୀନ ବୈଜ୍ଞାନିକଙ୍କ ବିବାଦୀୟ ଦାବି…
ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩କୁ ନେଇ ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ବିବାଦୀୟ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିନଥିଲା। ଭାରତୀୟ ବୈଜ୍ଞାନିକମାନେ ଏବେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ…
‘ଜମ୍ବୁଲୋକ’ ପାଇଁ ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର…
ଭୁବନେଶ୍ବର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ସୁଖ୍ୟାତ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯିବ। ୨୦୧୭ ମସିହାରେ ପ୍ରକାଶିତ ‘ଜମ୍ବୁଲୋକ’…
ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗି ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ସସ୍ପେଣ୍ଡ…
ଭୁବନେଶ୍ବର : ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗି ସସ୍ପେଣ୍ଡ ହୋଇଛନ୍ତି ୨ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ମୋହନ ମାଝୀ ବିଧାନସଭାରେ ବିରୋଧୀ ଦଳର…
ଆସିକା ବିଜେଡି ରେ ଫାଟ : ବିଧାୟିକା ବିରୋଧୀ ଗୋଷ୍ଟି ଶଙ୍ଖ ଭବନରେମେଳି…
ସାକ୍ଷାତ କଲେ ମାନସ ମଙ୍ଗରାଜ ଙ୍କ ସହିତ...
ଘୋରଇ ଫାଇନାନ୍ସ କମ୍ପାନୀର ମଟର ସାଇକଲ ପୋଡ଼ିଦେଲେ ଅଜଣା ଦୁବୁର୍ତ୍ତ…
ଟିକିରି ୨୮/୯/୨୩- ରାୟଗଡ ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ସ୍ପନ୍ଦନା ଫାଇନାନ୍ସ,ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀ ର ଅଫିସ ସାମ୍ନାରେ ଥିବା କର୍ମଚାରୀଙ୍କ ୧୨ ଟି ମଟର ସାଇକଲକୁ ରାତିରେ ଦୁର୍ବୁତ୍ତ ପୋଡ଼ି ଦେଇଛନ୍ତି । ରାତି ରେ କର୍ମଚାରୀ ମାନେ ସୋଇଥିବା ବେଳେ ଗେଟ ବାହାର ପଟୁ ଗେଡା!-->!-->!-->…
ଜିଲ୍ଲା ସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ…
ମାଲକାନଗିରି : ଜିଲ୍ଲା ଡ଼ି.ଆର.ଡ଼ି.ଏ ସଭା ଗୃହ ଠାରେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଅନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ ଏବଂ!-->!-->!-->!-->!-->…