Sign in
Sign in
Recover your password.
A password will be e-mailed to you.
ପତ୍ନୀଙ୍କ ସହ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ…
ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ । ବୁଧବାର ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ…
ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା…
ଦିନେ ପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ତା ପରେ ହୋଇପାରେ ଲଘୁଚାପ । ବାୟୁମଣ୍ଡଳରେ ୧.୫ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।୨୪…
କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ମହିଳା ଆଟେଣ୍ଡାଣ୍ଟ ସସପେଣ୍ଡ…
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟ ନିଲମ୍ବିତ ହୋଇଛନ୍ତି । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍ପେଣ୍ଡ କରିଛନ୍ତି । ଆବଶ୍ୟକ ପଡିଲେ ଦୋଷୀଙ୍କ ବିରୋଧରେ ମଧ୍ୟ କଡା…
୬ ରାଜ୍ୟର ୫୧ଟି ସ୍ଥାନରେ ଚଢ଼ାଉ…
ନୂଆଦିଲ୍ଲୀ: ଭାରତରେ ସକ୍ରିୟ ଥିବା ଅପରାଧୀ ସିଣ୍ଡିକେଟ୍ ଏବଂ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଏବଂ ପାକିସ୍ତାନ ଓ କାନାଡା ଭଳି ଦେଶରେ ରହୁଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଖୋଜି ବାହାର କରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକ…
କଣ୍ଟେନର ଦୁର୍ଘଟଣାଗ୍ରସ୍ତ, ଲୁହା ବାଡ଼ ଭାଙ୍ଗି ରେଲୱେ ଟ୍ରାକ ଉପରେ ଚଢ଼ିଗଲା…
ବାଲେଶ୍ବର: ଟେଷ୍ଟ ଡ୍ରାଇଭ୍ କାରକୁ ବଞ୍ଚାଇବାକୁ ଯାଇ ରେଳ ଲାଇନ୍ ଉପରେ ଚଢିଗଲା କଣ୍ଟେନର। ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ବାମପଦା ନିକଟରେ ଦୁର୍ଘଟଣା। ଲୁହା ବାଡ଼ ଭାଙ୍ଗି ଟ୍ରାକ ଉପରେ କଣ୍ଟେନରଟି ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟିଥିବା ସ୍ଥାନ…
ଫ୍ଲିପକାର୍ଟ ଦେଲା କ୍ଷତିପୂରଣ…
ରିହାତିରେ ଦ୍ରବ୍ୟ ଦେବା ପାଇଁ ବିଜ୍ଞାପନ ଓ ବିକ୍ରି କରିବା ପାଇଁ ପ୍ରତିଶ୍ରୁତି ପରେ ଇ-କମର୍ସ ପୋର୍ଟାଲ ଉକ୍ତ ଦ୍ରବ୍ୟ କୁ ବାତିଲ କରିବା ଏବଂ ଅନଲାଇନ ବିକ୍ରେତା ର ସଠିକ୍ ଠିକଣା ନଦେବା ମାମଲା ରେ - ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ଙ୍କ ନିର୍ଦ୍ଦେଶ ପରେ - ଫ୍ଲିପକାର୍ଟ ଦେଲା କ୍ଷତିପୂରଣ!-->…
ଇରାକରେ ଜଳିଗଲା ବିବାହ ମଣ୍ଡପ:୧୦୦ ମୃତ, ୧୫୦ରୁ ଉର୍ଦ୍ଧ୍ବ ଆହତ…
ଇରାକର ଏକ ବିବାହ ସମାରୋହରେ ଘଟିଲା ଭୟଙ୍କର ଅଘଟଣ । ବିବାହ ଭୋଜି ବେଳେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବର ଓ କନ୍ୟା ବି ଥିବା…
୩ ଟଙ୍କା ପାଇଁ ଗ୍ରାହକଙ୍କୁ ଅପମାନିତ କଲେ ଦୋକାନୀ, ଏବେ ଗଣିବେ ୨୫ ହଜାର…
ସମ୍ବଲପୁର : ଟଙ୍କେ/ଦୁଇ ଟଙ୍କା ବା ୫ ଟଙ୍କା ପାଇଁ ଅନେକ ସମୟରେ ଦୋକାନୀ-ଗ୍ରାହକ ମୁହାଁମୁହିଁ ହେଉଥିବା ଘଟଣା ପ୍ରାୟ ସମସ୍ତଙ୍କ ନଜରକୁ ଆସିଥିବ । ହେଲେ ଏଇ ଝଗଡା ଯେ କେତେ ମହଙ୍ଗା ପଡିପାରେ ତାହାର ଏକ ଉଦାହାରଣ ଏବେ ଦେଖିବାକୁ ମିଳିଛି । ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ…
ସଂସଦରେ ଅଭଦ୍ର ବ୍ୟବହାର କରିଥିବା ସାଂସଦଙ୍କୁ ବିଜେପି ଦେଲା ନିର୍ବାଚନୀ ଦାୟିତ୍ୱ…
ସଂସଦରେ ବିଏସପି ସାଂସଦ ଡାନିଶ ଅଲୀଙ୍କୁ ଅତ୍ୟନ୍ତ ଅଭଦ୍ର ବ୍ୟବହାର କରିବା ସହ ମୁସଲିମ ବିରୋଧୀ ବୟାନ ଦେଇଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି। ବିଜେପି ପକ୍ଷରୁ ଆଜି ତାଙ୍କୁ ରାଜସ୍ଥାନର ଟୋଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ଇନଚାର୍ଜ…
ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ଆବାହନ…
ରାଜନଗର (୨୭/୦୯) : ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ଆବାହନ ସ୍ବରୂପ ପବିତ୍ର ସୁନିଆଁ ରାଜନଗର ବ୍ଲକ୍ ରେ ଏକ ଉତ୍ସବର ରୂପ ନେବାରେ ଲାଗିଛି। ଦଶହରା ଉପଲକ୍ଷେ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ପୂଜାକମିଟି ମାଧ୍ଯମରେ ଏହିଦିନ ଦେବୀଙ୍କ ପୂଜାର୍ଚ୍ଚନା ପାଇଁ ମାଟିଉଠାଣ ବିଧି ଶାରଦୀୟ ଆନନ୍ଦ ଉଲ୍ଲାସର!-->…