Sign in
Sign in
Recover your password.
A password will be e-mailed to you.
ଖୁବଶୀଘ୍ର ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ ମେଳା…
ଭୁବନେଶ୍ୱର :ଖୁବଶୀଘ୍ର ରାଜ୍ୟର ୩୧୪ ବ୍ଲକରେ କଏନ ଏକ୍ସଚେଞ୍ଜ ମେଳା। ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ତିନି ମାସ ମଧ୍ୟରେ ସରିବ। ୩ ମାସ ମଧ୍ୟରେ ସବୁ ବ୍ଲକ ଓ ବଜାର ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । ଲୋକମାନେ କଏନ ସହ ମଇଳା ଓ ଚିରାଫଟା ନୋଟ୍ ବଦଳାଇପାରିବେ । ଏନେଇ ସୁଚନା…
ଶ୍ରମିକଙ୍କ ଉଦ୍ଧାର ପାଇଁ ଦେଶ ପ୍ରାର୍ଥନା କରୁଥିବା ବେଳେ ‘ପରିବାର’ ନାଚୁଥିଲା : ହିମନ୍ତ ବିଶ୍ୱ ଶର୍ମା…
ସରିଲା ଉତ୍ତରକାଶୀ ସୁଡଙ୍ଗରୁ ଉଦ୍ଧାର କାର୍ଯ୍ୟ, ଆରମ୍ଭ ହେଲା ରାଜନୈତିକ ବୟାନବାଜି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ଭିଡିଓରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ରାଜନୈତିକ ଗୀତରେ ନାଚୁଥିବାର ଦୃଶ୍ୟକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି।…
ଶକ୍ତିମନ୍ତ୍ରୀଙ୍କ କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ବିଦ୍ୟୁତ ସରବରାହ ବ୍ୟବସ୍ଥାର ସମୀକ୍ଷା
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କଟକ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ୍ରେ ବିଦ୍ୟୁତ ସରବରାହ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ପ୍ରକାଶ ଯେ ଦୁଇଟି ଯାକ ମ୍ୟୁନିସିପାଲ କର୍ପୋରେସନରେ ବିଦ୍ୟୁତ ଯୋଗାଣ,…
ଆଉ ୫ ବର୍ଷ ମିଳିବ ମାଗଣା ଖାଦ୍ୟଶସ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୪…
ବାଲିଯାତ୍ରାରେ ବିକ୍ରୀ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ବାସି ଖାଦ୍ୟ, ଚଢାଉ କରି ନଷ୍ଟ କରୁଛି ସିଏମସି…
କଟକ: ବାଲିଯାତ୍ରାରେ ବିକ୍ରୀ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ବାସି ଖାଦ୍ୟ। କଟକ ମହାନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ବାଲିଯାତ୍ରା ପଡିଆରୁ ଦୁଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଯାଇ ଥିବା ବେଳେ ଆଜି ମଧ୍ୟ ଦୁଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଗଲାଣି। ସିଏମସି…
ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗା ଘଟଣାରେ ୨ ଗିରଫ
ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ । ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ଫିଙ୍ଗି ୱିଣ୍ଡୋ ପେନ୍ ନଷ୍ଟ…
ଟନେଲ ଭିତରେ କିପରି କାଟିଲେ ୧୭ ଦିନ..? ମୋଦିଙ୍କୁ କହିଲେ ମନର କଥା
ଉତ୍ତରକାଶୀର ସିଲ୍କାୟାରରେ ନିର୍ମାଣାଧୀନ ଟନେଲ ଭୁଶିଡ଼ିବା ପରେ ସେଠାରେ ଫଶି ଥିବା ୪୧ ଶ୍ରମିକ ମଙ୍ଗଳବାର ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଦୀର୍ଘ ୧୭ ଦିନ ପରେ ଟନେଲ ଭିତରୁ ଏମାନେ ବାହାରିଛନ୍ତି। ତେବେ ସୁଢ଼ଙ୍ଗ ଭିତରୁ ବାହାରି ବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା
ଭୁବନେଶ୍ୱର: ଓଡ଼ିଶା କ୍ୟାଡରରେ ଯୋଗଦେଲେ ୧୯୮୯ ବ୍ୟାଚ୍ IPS ବି. ରାଧିକା । ଲୋକସେବା ଭବନରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ଗୃହ ସଚିବ ଦେଓରଞ୍ଜନ କୁମାର ସିଂଙ୍କୁ ଭେଟି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଡିଜିପି ରେସରେ ଆଗରେ ଅଛନ୍ତି ବି. ରାଧିକା…
ସିଲିଣ୍ଡର ଫାଟି ଭୁଶୁଡ଼ି ପଡ଼ିଲା ୫ ଘର
ଫାଟିଲା ଗ୍ୟାସ୍ ସିଲିଣ୍ଡର। ଦେଖୁ ଦେଖୁ ଭୁଶୁଡ଼ି ପଡିଲା ୫ ଘର। ଅନେକ ଲୋକେ ଭଗ୍ନାଂଶ ତଳେ ଦବି ରହିଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା।
ଆଜି ସକାଳୁ ମମ୍ବାଇର ଚେମ୍ବୁର ସ୍ଥିତ କ୍ୟାମ୍ପ ଅଞ୍ଚଳରେ…
ମଟନ୍, ଚିକେନ୍ ଓ ମାଛ ଦୋକାନରେ ଅସମ୍ଭାଳ ଭିଡ଼
ଭୁବନେଶ୍ୱର: ମଙ୍ଗଳବାରରେ ପଡ଼ିଥିଲା ଏବର୍ଷର ପ୍ରତୀକ୍ଷିତ ଆମିଷ ପର୍ବ ଛାଡ଼ଖାଇ। ତେଣୁ ଜମିନଥିଲା। ଗତକାଲି ଆମିଷ ବଜାର ମାନ୍ଦା ଥିଲା, ହେଲେ ଆଜି ବୁଧବାରରେ ଜମିଛି ଛାଡ଼ଖାଇ। ଆଜି ପ୍ରକୃତରେ ଘରେ ଘରେ ପାଳନ ହେଉଛି ଏହି ଅଘୋଷିତ ଆଇଁସିଆ ପର୍ବ। ଆଜି ଖାସି ମାଂସ,…