Sign in
Sign in
Recover your password.
A password will be e-mailed to you.
ଜାତୀୟ ରାଜପଥ ଉପରେ ବୁଲିଲା ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ
ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜାଗୃତିକଲୋନିରେ ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ।ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ଭୋର ପ୍ରାୟ ତିନିଟା…
ରାଜନଗର ବ୍ଲକ କଂଗ୍ରେସ ତରଫରୁ ବିଧାୟକ ଧ୍ରୁବ ସାହୁଙ୍କ କୁଶ ପୁତ୍ତଳିକା ଦାହ
ରାଜନଗର(୨୯/୦୯) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵ୍ଲକ ସଦର ମହକୁମାରେ ଦେଖା ଦେଇଛି ନିଆରା ଦୃଶ୍ୟ । ରାଜନଗର ବିଧାୟକ ଧ୍ରୁବ ସାହୁ ମହିଳାମାନଙ୍କୁ ସ୍ବାବଲମ୍ବି କରିଵାକୁ ଆଜି ରାଜନଗର ଥାନା ସମ୍ମୁଖରେ ମିଶନ ଶକ୍ତିର ମିଲ୍କ୍ ଶକ୍ତି ଭେରାଇଟି ଷ୍ଟୋରକୁ ବିଧାୟକ ଉଦ୍ଘାଟନ କରିଛନ୍ତି।!-->…
୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଇଞ୍ଜିନିୟର…
ରାୟଗଡ଼ା : ରାୟଗଡ଼ା ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) ରମାକାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଠିକାଦାରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି।
ସୂଚନା…
ବିଜେଡି ନେତାଙ୍କୁ ହତ୍ୟା…
ବ୍ରହ୍ମପୁର : ରକ୍ତ ରଞ୍ଜିତ ହୋଇଛି ଗଞ୍ଜାମର ମାଟି। ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ! ଆଜି ଅତି ବୀଭତ୍ସ ଭାବେ ଜଣେ ଯୁବ ବିଜେଡି ନେତାଙ୍କୁ ହତ୍ୟା କରାଯାଇଛି। ପାଖ ଗାଁରୁ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଯୁବ ନେତାଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲିରେ ହାଣି ହତ୍ୟା କରିଥିବା…
୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସହ ୨୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା…
ଭୁବନେଶ୍ୱର: ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ସଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ…
ଆପ୍ ଇଣ୍ତିଆ ମେଣ୍ଟ ପ୍ରତି ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ : କେଜ୍ରିୱାଲ…
ନୂଆଦିଲ୍ଲୀ : ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁଖପାଲ ଖଇରାଙ୍କ ଗିରଫଦାରୀକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଖଇରାଙ୍କୁ ପଞ୍ଜାବ ପୁଲିସ୍ ଗିରଫ କରିବା ପରେ ରାଜ୍ୟର କ୍ଷମତାସୀନ ଆପ୍ ଓ କଂଗ୍ରେସ ମଧ୍ୟ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହାର…
ବିଜେପି ସାଂସଦ ମାନେକାଙ୍କୁ ୧୦୦ କୋଟିର ମାନହାନୀ ନୋଟିସ ପଠାଇଲା ଇସ୍କନ…
ନୂଆଦିଲ୍ଲୀ : ବିଜେପି ସାଂସଦ ମାନେକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛି ଇସ୍କନ। ଇସ୍କନ ଦୁନିଆର ସବୁଠୁ ବଡ଼ ଠକ ଓ ଏହି ଧାର୍ମିକ ସଂସ୍ଥା କଂସେଇ ହାତକୁ ଗାଈ ଟେକି ଦେଉଛି ବୋଲି ମାନେକା କହିଥିଲେ। ଏହାକୁ ଇସ୍କନ ଖଣ୍ଡନ କରିଥିଲା। ତେବେ ଆଜି ଇସ୍କନ ପକ୍ଷରୁ…
ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ…
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇଥିବା ଐତିହାସିକ ମହିଳା ସଂରକ୍ଷିତ ବିଲ୍ ଆଜି ଆଇନରେ ପରିଣତ ହୋଇ ଯାଇଛି। ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା।…
ବିଜେଡ଼ିରେ ସାମିଲ ହେଲେ ୩ ବିଜେପି କର୍ମୀ…
ମାଲକାନଗିରି : ତୃଣମୂଳସ୍ତରରେ ବଳିଷ୍ଠ ହେଉଛି ବିଜୁ ଜନତା ଦଳ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ ବିଜୁ ଜନତା ଦଳର ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା ସଭାପତି ତଥା ପୁର୍ବତ୍ତନ ବିଧାୟକ!-->…
୫ମ ଦିନରେ ଜାତୀୟ ମୁକବଧିର ଟି-୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ…
ଭୁବନେଶ୍ବର(୨୯/୦୯) : ଓଡିଶାରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି -୨୦ କ୍ରିକେଟ ଟୁର୍ନାମେଣ୍ଟ । ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି । ଏହି ଖେଳ ଭୁବନେଶ୍ବରର ଇଷ୍ଟକୋଷ୍ଟ ରେଲ ଷ୍ଟାଡିୟମ୍, ହାଇଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩!-->…