୪୩% ଶିକ୍ଷକ, ୫୧% ଅଣଶିକ୍ଷକ ପଦବି ଖାଲି…

ଭୁବନେଶ୍ବର: ବୈଷୟିକ ଶିକ୍ଷା ପ୍ରତି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଯୋଜନା ପରେ ଯୋଜନା ହେଉଛି। କେତେବେଳେ ଆଇଟିଆଇ, ଡିପ୍ଲୋମା ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷାର ବ୍ୟବସ୍ଥା ହେଉଛି ତ ଆଉ କେବେ ନିଯୁକ୍ତି ମେଳା କରାଯାଉଛି। ବାହାର କମ୍ପାନିରେ ଭଲ…

ବେଆଇନ ଭାବେ ବୋଟ୍‌ରେ ଭାରତ ଆସୁଥିଲେ ତାମିଲନାଡୁ ବ୍ୟକ୍ତି…

ଚେନ୍ନାଇ : ତାମିଲନାଡୁର ଦୁଇ ଇଞ୍ଜୟରିଂ ଭ୍ରାତା କରିଥିବା ଯୋଜନା ଫସର ଫାଟିଛି। ଦୁଇ ଭାଇ ଓମାନରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟ ବଡ଼ ଜଣଙ୍କ ସମୁଦ୍ର ପଥରେ ବେଆଇନ ଭାବେ ଭାରତରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଗୁଜରାଟର ଦେବଭୂମି ଦ୍ୱାରକା ପୁଲିସ୍‌…

ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାଦର…

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତି ବାରମ୍ବାର ଅନାଦର ଦେଖିବାକୁ ମିଳିଛି। କିଛି ଦିନ ତଳେ ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପକୁ ଭାଙ୍ଗି ଦିଆଯିବା ପରେ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର…

ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ମୁସଲମାନ ଭାଇ ମାନଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଖଡୁରା ସାମାଜ ଫୁଲବାଣୀ ପକ୍ଷରୁ ସାମାଜର ସଭାପତି ଓ ସମ୍ପାଦକଙ୍କ ସହଯୋଗ ରେ ପବିତ୍ର ଇଦ ମିଳାଦୁନ ନବୀ ତଥା ମହାପୁରୁଷ ହଜରତ ମହମ୍ମଦଙ୍କ ଜୟନ୍ତୀ ଅବସରରେ ହାଟପଦା ସ୍ଥିତ ମୁସଲିମ ବସ୍ତିରୁ ସାମୁହିକ ପାର୍ଥନା ସାରିବା ପରେ ଶତାଧିକ ମୁସଲମାନ ଭାଇ

ସମ୍ମତି ବୟସ ୧୮ରୁ ୧୬ କରିବା ବିରୋଧରେ ଆଇନ କମିଶନ…

ନୂଆଦିଲ୍ଲୀ : ପୋକସୋ ଅଧୀନରେ ସମ୍ମତି ବୟସ ୧୮ରୁ ୧୬ କରିବାକୁ କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରିଥିଲେ ହେଁ ଏହାକୁ ବିରୋଧ କରିଛନ୍ତି ଆଇନ କମିଶନ। ୨୨ତମ ଆଇନ କମିଶନ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିକଟରେ ଆଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ସମ୍ମତି ବୟସକୁ ୧୮ରୁ ୧୬ କରିବା…

ଲାଇଭ ଟିଭି ବିତର୍କ ବେଳେ ପିଟାପିଟି ହେଲେ ଦୁଇ ପ୍ୟାନେଲିଷ୍ଟ…

ଇସଲାମାବାଦ : ଟିଭି ବିତର୍କ ବେଳେ ହାତାହାତି ହୋଇଛନ୍ତି ଦୁଇ ଜଣ ନେତା। କ୍ୟାମେରା ଆଗରେ ସେମାନେ ପରସ୍ପରକୁ ଆକ୍ରମଣ କରିବା ସହ ଅତ୍ୟନ୍ତ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି। ଏହି ମାରପିଟର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ପାକିସ୍ତାନର ଗୋଟିଏ ଘରୋଇ ଚ୍ୟାନେଲରେ ଏପରି ଘଟଣା…

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିି ଶାନ୍ତିପୂର୍ଣ୍ଣ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭାରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ସହଯୋଗ ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା…

ଲୋକାର୍ପଣ ପୂର୍ବରୁ ଭାଙ୍ଗିଦେଲେ ବିଜୁ ସେତୁ ଫଳକ, ଅଧା ବାଟରୁ ଫେରିଗଲେ ମନ୍ତ୍ରୀ…

କେନ୍ଦ୍ରାପଡ଼ା : ଲୋକାର୍ପଣ ପୂର୍ବରୁ ବିଜୁ ସେତୁ ଫଳକ ଭାଙ୍ଗିଦେଲେ। ଯେଉଁଥିପାଇଁ ଥାଟବାଟ ନେଇ ଯାଇଥିବା ମନ୍ତ୍ରୀ ଅଧା ବାଟରୁ ଫେରିଲେ। ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ…

ଭାରତ ପାଇଲା ଦୁଇ ସ୍ୱର୍ଣ୍ଣ, ପଦକ ସଂଖ୍ୟା ୩୦ ଛୁଇଁଲା

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ାରେ ଭାରତ ଆଜି ହାସଲ କରିଛି ଦୁଇଟି ସ୍ୱର୍ଣ୍ଣ ପଦକ । ୫୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟ ଓ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ହାସଲ କରିଛି ଏହି ପଦକ । ୫୦ ମିଟର…

ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ କଡ଼ା ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠାରୁ ବଡ଼ ଜନ ବିରୋଧୀ। ମୁଖ୍ୟମନ୍ତ୍ରୀ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି। ତାଙ୍କ ଦୟାରେ ଆମେ ବିଧାନସଭାକୁ…