Sign in
Sign in
Recover your password.
A password will be e-mailed to you.
ପାକିସ୍ତାନକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ…
ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ। ସ୍କ୍ୱାଶ୍ର ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ଜିତିଛି ଏହି ସ୍ୱର୍ଣ୍ଣ ପଦକ। ଭାରତ ପକ୍ଷରୁ ଅଭୟ ସିଂହ ଓ ସୌରଭ ଘୋଷାଲ…
ସହିଦ ନଗର ଶାନ୍ତିନଗର ଆବାସ ଯୋଜନା ବିବାଦ ପହଞ୍ଚିଲା ହାଇକୋର୍ଟରେ…
ଭୁବନେଶ୍ବର: ସହିଦନଗର ଶାନ୍ତିନଗର ଆବାସ ଯୋଜନାରେ ବିଡିଏ କଳିମଞ୍ଜି ପୋତିଛି। ୨୦୧୦ ମସିହାରେ (ରାଜୀବ ଆବାସ ଯୋଜନା)ରେ’ ଅଧୀନରେ ହିତାଧିକାରୀ ଚିହ୍ନଟ ହୋଇଥିଲେ ମଧ୍ୟ ବିଡିଏ ୧୩ ବର୍ଷ ପରେ ପୁନଃ ସର୍ଭେ କରି ପାଖାପାଖି ଶହେଜଣଙ୍କୁ କାଟି ଦେଇଛି। କେବଳ କାଟି ଦେଇ…
ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି…
ନୂଆଦିଲ୍ଲୀ : ବଢିଲା 2000 ଟଙ୍କିଆ ନୋଟ୍ ବଦଳ ଅବଧି। ପାଖରେ 2000 ଟଙ୍କିଆ ନୋଟ୍ ଥିଲେ ଆଗକୁ ବଦଳାଇ ପାରିବ। ଆଜି ବଦଳ କରାଇବାର ଶେଷ ତାରିଖ ଥିଲା। କିନ୍ତୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅବଧିକୁ ଅକ୍ଟୋବର 7 ପର୍ଯ୍ୟନ୍ତ ବୃଦ୍ଧି କରିଛି।
ଏକ ସୂଚନା ଅନୁସାରେ, 2000 ଟଙ୍କିଆ ନୋଟ୍…
ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ…
ଭୁବନେଶ୍ବର: ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡ଼ିଛି। ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦେବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଶନିବାର ଘୋଷଣା କରିଛନ୍ତି। ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିଧାନସଭା ଗୃହରେ ଏହି ଶବ୍ଦ…
ଏମ୍ସ ଭୁବନେଶ୍ୱରକୁ ପ୍ରତିବର୍ଷ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ : କାର୍ଯ୍ୟନିର୍ବାହୀ…
ଭୁବନେଶ୍ୱର: ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ…
ମାଟ୍ରିକ ପରୀକ୍ଷା ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ଅବଧି ବଢ଼ିଲା
କଟକ : ମାଟ୍ରିକ ପରୀକ୍ଷା ପାଇଁ ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଏନେଇ ଆଜି ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି।
ମାଟ୍ରିକ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ…
ମହିଳା ଏସଏଚଜିଙ୍କ ସଂକ୍ରାନ୍ତରେ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ତାଳମେଳ ନାହିଁ…
ଭୁବନେଶ୍ବର : ମହିଳା ଏସଏଚଜିଙ୍କ ସଂକ୍ରାନ୍ତରେ ଆଜି ଗୋଟିଏ ଦିନରେ ବିଧାନସଭାରେ ବିଧାୟକମାନେ ଯେତିକି ଲିଖିତ ପ୍ରଶ୍ନ ପଚାରିଛନ୍ତି, ସେଥିରୁ ଅଧିକାଂଶର ପ୍ରଶ୍ନ ଓ ଉତ୍ତର ମଧ୍ୟରେ ତାଳମେଳ ନାହିଁ । ଏପରିକି ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଉତ୍ତର କେବଳ…
ଖୁବ୍ ଶିଘ୍ର ଓଡ଼ିଶା ହେବ ନିଶାଡ଼ିଙ୍କ ଚରାଭୂଇଁ…
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ସଂଗ୍ରହ କରିବାର ନିଶା ଏବେ ଓଡ଼ିଶାକୁ ଖୁବକମ୍ ଦିନରେ ନିଶାଡ଼ିଙ୍କ ଚରାଭୂଇଁ କରାଇବ । ପ୍ରତିବର୍ଷ ସ୍ୱତନ୍ତ୍ର ଅବକାରୀ ନୀତି ଆଣି ମଦ କାରବାରକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ସରକାରଙ୍କ ବେପରୁୱା ନୀତି ଯୋଗୁ ଓଡ଼ିଶାରେ…
କ୍ରୀଡା ମାଧ୍ୟମରେ କିଶୋରୀ ସଶକ୍ତିକରଣର ପ୍ରୟାସ
ବ୍ରହ୍ମପୁର : ,୩୦.୦୯.୨୩ ଜିଲ୍ଲା ପ୍ରଶାସନ ଗଞ୍ଜାମ, ୟୁନିସେଫ, ଆକ୍ସନଏଡ଼ ର ମିଳିତ ଆନୁକୁଲ୍ଯରେ କ୍ରୀଡା ମାଧ୍ୟମରେ କିଶୋରୀ ମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ସ୍ଥାନୀୟ ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ଜିଲ୍ଲାର ଚାରୋଟି ବ୍ଲକ ତଥା ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା!-->…
ବ୍ରିଜ୍ରେ ବାଇକ୍ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ
ଜଗତସିଂହପୁର : ଘରକୁ ଫେରୁଥିଲେ। ହେଲେ ଘରକୁ ଯିବା ପରିବର୍ତ୍ତେ ବ୍ରିଜ୍ ଉପରେ ବାଇକ୍ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଦେବୀ ନଦୀରେ ଘଟିଛି। ତେବେ ସେ କ’ଣ ପାଇଁ ନଦୀକୁ ଡେଇଁ…