ଏମକେଏସପି ପକ୍ଷରୁ ଦୁଇ ଦିନିଆ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ଅନ୍ୟତମ ପୁରାତନ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦରେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଏବଂ ବାର୍ଷିକ ଉତ୍ସବ ପାଳନ ଅବସରରେ ଦୁଇଦିନ ବ୍ୟାପୀ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଳିତ

ବେକରେ ଦଉଡ଼ି ଦେଇ ଯୁବକ ଆତ୍ମହତ୍ୟା…

ଦାରିଙ୍ଗବାଡି,୧/୧୦, ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିଆଙ୍ଗବାଲି ଗ୍ରାମ ପଞ୍ଚାୟତ ପେଟେଡ଼ାବାଡ଼ି ଗ୍ରାମରେ ଜଣେ ଯୁବକ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣକ ହେଲେ ପେଟେଡ଼ାବାଡ଼ି ଗ୍ରାମର ରୁବେନ ପ୍ରଧାନ(୩୮)। ରୁବେନ ପ୍ରଧାନ କୌଣସି କାରଣରୁ ଗତ ମାସ ୩

ଚିକିଟୀ ପ୍ରେସକ୍ଳବର ସାଧାରଣ ବୈଠକ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀପେଣ୍ଠ ଶ୍ରୀ ଶ୍ରୀ ଶ୍ରୀ ମା ମୁକ୍ତାଦେବୀ ମନ୍ଦିର ପ୍ରାଙ୍ଗଣରେ ପ୍ରେସକ୍ଳବ ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପାଦକ ତ୍ରିପତି ସାହୁ, କୋଷାଧ୍ୟକ୍ଷ ଅକ୍ଷୟ

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ଦଫା ଦାବୀନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର…

ମାଲକାନଗିରି : ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟରେ ବାରମ୍ବାର ହେଉଥିବା ଆକ୍ରମଣ, ପ୍ରଶାସନିକ ଅବହେଳା କୁ ନେଇ ରାଜ୍ୟସରକାର ତଥା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଗୋଚର ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଏହି ଦାବି ଗୁଡ଼ିକ ହେଲା ସାମ୍ବାଦିକ ସୁରକ୍ଷା ଆଇନ୍,

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ମାଲକାନଗିରି ଆନୁକୁଲ୍ୟରେ ଅଧ୍ୟକ୍ଷଙ୍କ ନିମନ୍ତେ ବିଦାୟକାଳୀନ ସମ୍ବର୍ଦ୍ଧନା…

ମାଲକାନଗିରି/ଚିତ୍ରକୋଣ୍ଡା: ଶ୍ରୀମଦ୍ ଭାଗବତ ଗୀତାର ଦ୍ଵିତୀୟ ଅଧ୍ୟାୟର ସପ୍ତବିଂଶତମ ଶ୍ଲୋକ କହେ "ଜାତସ୍ୟ ହି ଧ୍ରୁବୋ ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ"। ଅର୍ଥାତ୍, ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ନିଶ୍ଚିତ । ଯାହାର ମୃତ୍ୟୁ ହୋଇଛି ତାର ପୁର୍ନଜନ୍ମ ନିଶ୍ଚିତ । ତେଣୁ ଏହି

ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର ପାଇଁ କ୍ଷମା ମାଗୁ କଂଗ୍ରେସ, ଦାବି କଲା ବିଜେଡ଼ି

ରାଜନଗର,: 30.09.023: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସଦର ମହକୁମାରେ ଭିତରକନିକା ଦ୍ୱରା ଦେଶରେ ଜଙ୍ଗଲ ଜମିରେ ଗଢି ଉଠିଥିବା ସ୍ୱାଦ ହୋଟେଲ କୁ ନେଇ ବିରୋଧୀ କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁ ଏଥିରେ ସମ୍ପୃକ୍ତ ଥିବାନେଇ ରାଜରାସ୍ତାକୁ ଅହ୍ଲାଇ ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବିଜୁ ଜନତା ଦଳର ଜନସମ୍ପର୍କ ଓ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ…

ଫୁଲବାଣୀ : ଫୁଲବାଣୀ ଜିଲ୍ଲା ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଏବଂ ମୁନିସିପାଲିଟିକୁ ନେଇ ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା

ମା ବାଳକୁମାରୀଙ୍କ ଶିଖର ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିକିଟୀ--ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବ୍ଲକର ମା ବାଳକୁମାରୀଙ୍କ ଶିଖର ପୀଠ ରେ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୂଳଦୀପ କୁମାରଙ୍କ ମିଳିତ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି

ଶିଶୁଙ୍କ ପାଇଁ ଦିନଟିଏ ’’ ଶୀର୍ଷକ ଆଲୋଚନା କର୍ମଶାଳା ଅନୁଷ୍ଠିତ…

ଫୁଲବାଣୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ‘' ଶିଶୁଙ୍କ ପାଇଁ ଦିନଟିଏ ’’ ଶୀର୍ଷକ ଆଲୋଚନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମାନଙ୍କର ସମସ୍ୟା- ଏହାର ତର୍ଜମା ଓ ସମାଧାନ ପାଇଁ ଅତିଥିମାନେ

ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍…

ସୁନ୍ଦରଗଡ଼:, ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି।। ତାଙ୍କ ସହ ରାଜ୍ଯର ୨ ଜଣ ସଦସ୍ଯ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ…