Sign in
Sign in
Recover your password.
A password will be e-mailed to you.
5-T ଙ୍କ ବିରୋଧରେ ମୁହଁ ଖୋଲିଲେ ବୋଲି ମିଶନ ଶକ୍ତି ମହିଳାଙ୍କ ଚାକିରି ଗଲା…
ଭୁବନେଶ୍ବର : ୫-ଟି ସଚିବଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ଜଣେ ମହିଳାଙ୍କୁ ପଡ଼ିଲା ମହଙ୍ଗା। ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ…
ଅନ୍ୟମାନଙ୍କଠାରୁ ବାକ୍ସ୍ବାଧୀନତା ଶିଖିବାର ଆବଶ୍ୟକତା ନାହିଁ: ଜୟଶଙ୍କର…
ନୂଆଦିଲ୍ଲୀ: ବାକ୍ସ୍ବାଧୀନତା କ’ଣ ତାହା ଆମର ଅନ୍ୟମାନଙ୍କ ପାଖରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି ଆଜି ଭାରତ ଓ କାନାଡା କୂଟନୈତିକ ତିକ୍ତତା ପ୍ରସଙ୍ଗରେ କହିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।
ଏ ପ୍ରସଙ୍ଗରେ ନିଜର ବିବୃତି…
୯ ମାସରେ ୧୪୬ ବାଘ ମୃତ; ଗତ ୧୧ ବର୍ଷରେ ଚଳିତ ବର୍ଷର ମୃତ୍ୟୁସଂଖ୍ୟା ସର୍ବାଧିକ: ‘ଏନ୍ଟିସିଏ’…
ପୁଣେ: ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ୨୮ ତାରିଖ ମଧ୍ୟରେ ଭାରତ ୧୪୬ଟି ବାଘମୃତ୍ୟୁ ପଞ୍ଜିକୃତ କରିଛି ବୋଲି ‘ନ୍ୟାସ୍ନାଲ୍ ଟାଇଗର୍ କଞ୍ଜର୍ଭେସନ୍ ଅଥରିଟି’ ତଥ୍ୟାବଳିରୁ ଜଣାପଡ଼ିଛି। ୨୦୧୨ ପରଠାରୁ ଚଳିତ ବର୍ଷର ବାଘ ମୃତ୍ୟୁସଂଖ୍ୟା ସର୍ବାଧିକ ବୋଲି…
ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଗଡ଼କରୀଙ୍କ ରଣନୀତି
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍ କି, ପୋଷ୍ଟର୍ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ…
ମଞ୍ଚରେ ବାଟ ପାଉନାହାନ୍ତି… ଝୁଣ୍ଟି ପଡୁଥିବା ବାଇଡେନ୍ଙ୍କୁ ଉପହାସ କଲେ ଟ୍ରମ୍ପ୍
ଆନ୍ହାଇମ୍: ଆମେରିକାର ଆନ୍ହାଇମ୍ରେ ଆୟୋଜିତ ‘କାଲିଫର୍ଣ୍ଣିଆ ଷ୍ଟେଟ୍ ରିପବ୍ଲିକାନ୍ ପାର୍ଟି କନ୍ଭେନ୍ସନ୍’ରେ ଡୋନାଲ୍ଡ୍ ଟ୍ରମ୍ପ୍ ରାଷ୍ଟ୍ରପତି ଜୋ ବାଇଡେନ୍ ବିଭିନ୍ନ ସମୟରେ ଝୁଣ୍ଟି ପଡୁଥିବା ଘଟଣାରେ ଉପହାସ କରି କହିଛନ୍ତି କି, ସେ (ବାଇଡେନ୍)…
ସଂରକ୍ଷଣ ନାଁରେ ଆଗକୁ ଆସିବେ ଲିପଷ୍ଟିକ୍ ଓ ବବ୍ କଟ୍ ହେୟାର ଷ୍ଟାଇଲ୍ ମହିଳା: ଆରଜେଡି ନେତା
ମୁଜାଫର୍ପୁର୍: ମହିଳା ସଂରକ୍ଷଣ ବିଲ୍ ନାଁରେ ଲିପ୍ଷ୍ଟିକ୍ ଲଗାଇଥିବା ଓ ବବ୍-କଟ୍ କେଶବିନ୍ୟାସ କରିଥିବା ମହିଳାମାନେ ଆଗେଇ ଆସିବେ ବୋଲି କହି ବରିଷ୍ଠ ‘ଆର୍ଜେଡି’ ନେତା ଅବ୍ଦୁଲ୍ ବାରି ସିଦ୍ଦିକି ବିବାଦର ସୂତ୍ରପାତ କରିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’…
ବିଶ୍ୱକପ ଆଉ ୫ ଦିନ – ଆଇସିସି ଜାରି କଲା ମାସ୍କଟ ବ୍ଲେଜ୍ ଓ ଟୋଙ୍କ୍…
ନୂଆଦିଲ୍ଲୀ : ୨୦୨୩ ବିଶ୍ୱକପ କ୍ରିକେଟକୁ ଆଉ ୫ ଦିନରୁ କମ ସମୟ ରହିଛି। ଆଜି ଆଇସିସି ବିଶ୍ୱକପ ୨୦୨୩ ଲାଗି ଦୁଇଟି ମାସ୍କଟ ଜାରି କରିଛି। ମାସ୍କଟ ଦୁଇଟିର ନାଁ ରହିଛି ବ୍ଲେଜ୍ ଓ ଟୋଙ୍କ୍। ମିଳିଥିବା ତଥ୍ୟ ଅନୁଯାୟୀ ଅକ୍ଟୋବର ୫ରୁ ଏହି ବିଶ୍ୱକପ ଆରମ୍ଭ ହୋଇ…
ଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ, ଜାତିଗତ ଗଣନା କରାଯିବ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଦେଶରେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ପ୍ରଥମେ ଜାତିଗତ ଗଣନା କରାଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଶନିବାର ମଧ୍ୟ ପ୍ରଦେଶର ଶାଜାପୁରଠାରେ ଜନଆକ୍ରୋଶ ରାଲିରେ ଯୋଗ ଦେଇ ସେ କହିଛନ୍ତି, ଯଦି କୌଣସି ଆଘାତ ଲାଗିଥାଏ, ତେବେ…
ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଗୁରୁଦ୍ୱାର ପ୍ରବେଶ ବାରଣ, ପ୍ରଶ୍ନ କଲା ଭାରତ…
ନୂଆଦିଲ୍ଲୀ : ସ୍କଟଲ୍ୟାଣ୍ଡରେ ଭାରତୀୟ ଉଚ୍ଚ ଆୟୁକ୍ତ(ହାଇ କମିଶନର୍)ଙ୍କୁ ପ୍ରବେଶ ଅନୁମତି ନ ଦେବାକୁ ନେଇ ଉପୁଜିଛି ବିବାଦ। ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ ଖାଲିସ୍ତାନୀ ଉଗ୍ରବାଦୀମାନେ ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରରେ ପ୍ରବେଶ କରାଇ…
ଫାଶୀ ଦେବାକୁ ଦାବି କଲେ ଅଭିଯୁକ୍ତର ବାପା…
ନୂଆଦିଲ୍ଲୀ : ଉଜ୍ଜୈନରେ ଦୁଷ୍କର୍ମ ମାମଲା ଅଭିଯୁକ୍ତର ବାପାଙ୍କ ବୟାନ। ପୁଅକୁ ଫାଶୀ ଦେବାକୁ ଦାବି କଲେ ଅଭିଯୁକ୍ତର ବାପା। ସେ ଅପରାଧ କରିଛି, ନା ତାକୁ ଭେଟିବାକୁ ପୁଲିସ ଷ୍ଟେସନ ଯାଇଛି, ନା କୋର୍ଟକୁ ଯିବି। ତାକୁ ଫାଶୀ ଦଣ୍ଡ ଦେବା ଉଚିତ୍ ବୋଲି ଅଭିଯୁକ୍ତର ବାପା…