Sign in
Sign in
Recover your password.
A password will be e-mailed to you.
ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରାଧୀନ ବନ୍ଦୀ…
ଭଦ୍ରକ : ପତ୍ନୀ ନିର୍ଯାତନା ଅଭିଯୋଗରେ ଜେଲ୍ ଯାଇଥିଲେ। ହେଲେ ଆଜି ସେ ଜେଲ୍ ଭିତରେ ନିଜ ହାତ, ଗୋଡ଼ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା କାରାଗାରରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ପରେ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।…
ବର୍ଜ୍ୟବସ୍ତୁ ରେ ସୁନ୍ଦର ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ…
ଚିକିଟୀ:--ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଜକବି ରାଧାମୋହନ ବିଦ୍ୟାପୀଠ ଠାରେ ସ୍ୱଚ୍ଛତା ହିଁ ସେବା ଆନୁକୂଲ୍ୟରେ ଶୁକ୍ରବାର ଦିନ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁ କୁ ନେଇ ଏକ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଯାଇଛି।ଏହି ମେଳାରେ ତହସିଲଦାର!-->…
ଗଣମାଧ୍ୟମ ବିରୋଧରେ ସରକାରୀ ରୋଷ ସମ୍ପର୍କରେ ଆଲୋଚନା…
ଫୁଲବାଣୀ : ସ୍ଥାନୀୟ ବନାନୀ କଳା ସଙ୍ଗମ ଠାରେ ଜିଲ୍ଲା ସାମ୍ବାଦିକ ସଂଘ କନ୍ଧମାଳ ଆନୁକୁଲ୍ୟରେ ଆୟୋଜିତ ଆଲୋଚନା ଚକ୍ର "ଗଣମାଧ୍ୟମ ବିରୋଧରେ ସରକାରୀ ରୋଷ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ବନାନୀର ସଭାପତି ଡଃ ଅରୂପ କୁମାର!-->!-->!-->…
ବହୁ ଚର୍ଚ୍ଚିତ ସୁନିଲ ହତ୍ୟା ଘଟଣା…ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ନେଇ ଥାନାରେ ମାମଲା…
ବ୍ରହ୍ମପୁର:୩୦-୯ ବହୁ ଚର୍ଚ୍ଚିତ ସୁନିଲ ନାହାକ ହତ୍ୟା ଘଟଣା ରେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଙ୍କ ସମ୍ପୃକ୍ତି ନେଇ କୋଦଳା ଥାନା ରେ ମାମଲା। ଆସିକା ବରଗାଁ ର ଦୁର୍ଦ୍ଧାନ୍ତ ଅପରାଧି ସୁନିଲ ନାହାକ କୁ ଗୁରୁବାର ଦିନ କୋଦଳା ଥାନା ର ଦାନପୁର ଗ୍ରାମରେ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ହତ୍ୟା!-->…
ସାଇବେର କ୍ରାଇମ ର ନୂଆ ନୂଆ ତରିକାରେ ଲୋକଙ୍କୁ ଠକେଇ : ସଚେତନ ହିଁ ମୁଖ୍ୟ ଚାବି…
ବ୍ରହ୍ମପୁର: ଏହି ଡିଜିଟାଲ ଯୁଗରେ ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ।ଏହାର ସୁଯୋଗ ନେଇ ବିଭିନ୍ନ ଠକ ମାନେ ନୂଆ ନୂଆ ତରିକାରେ ଲୋକଙ୍କୁ ଭୁଆଁ ବୁଲାଇ ଠକୁ ଥିବା ଘଟଣା ଦିନକୁ ଦିନ ବଢ଼ିବା ରେ ଲାଗିଛି। କେତେବେଳେ ନିଜ ଜମିରେ ମୋବାଇଲ ଟାୱାର ନିର୍ମାଣପାଇଁ ଆପଣଙ୍କ ଜମି!-->…
ନେତା ମଧ୍ୟ ସୁରକ୍ଷିତ ନାହାନ୍ତି: ପୂର୍ବତନ ମେୟର ପିଣ୍ଟୁ ଦାସ ଗାଡ଼ି ଉପରକୁ ବୋମା ମାଡ଼..
ବ୍ରହ୍ମପୁର:୨୯-୯ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଙ୍କ ଗାଡି ଉପରକୁ ବୋମା ମାଡ଼।ଗୋଶାଣୀ ନୂଆ ଗାଁ ଥାନା ରେ ଘଟିଛି। ରାତ୍ର ୧୧ ଘଣ୍ଟା ସମୟରେ ସେ ନିଜ ଘରକୁ ଫେରୁଥିବା ବେଳେ କାଳୁଆ ମନ୍ଦିର ନିକଟରେ ତାଙ୍କର ଗାଡ଼ିରେ ଆସୁଥିବା ବେଳେ ବୋମା ମାଡ଼ ହୋଇଛି। ସେ!-->…
ସୁସ୍ମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ: ଶରତ ପଟ୍ଟନାୟକ
ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲା ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବାକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି। ଖୋଦ୍ ଗୃହ ମନ୍ତ୍ରୀ ଥିବା ନବୀନ…
ବିକ୍ଷୋଭଗାରୀଙ୍କ ଉପରକୁ ପୁଲିସ୍ ର ଲୁହବୁହା ଗ୍ୟାସ ପ୍ରୟୋଗ ଓ ଫାଙ୍କା ଗୁଳିଚାଳନା…
ଇମ୍ଫାଲ : ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଲାଣି ମଣିପୁର। ରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଲୋକେ। ଆରମ୍ଭ ହେଲାଣି ବିକ୍ଷୋଭ । ଗତକାଲି ରାତିରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପୈତୃକ ବାସଭବନ…
ରାଧାନାଥ ଜୟନ୍ତୀ ପାଳିତ
ଫୁଲବାଣୀ : ଜିଲ୍ଲା ଲେଖକ ସାମୁଖ୍ୟ ଫୁଲବାଣୀ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ସାହିତ୍ୟ ସଭା ଓ ବିଶିଷ୍ଟ ଲେଖକ ମାନଙ୍କର ଜୟନ୍ତୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ସେହି କ୍ରମରେ ଚଳିତ ମାସ ୨୮ ତାରିଖ ଗୁରୁବାର ଦିନ ପଂଚାୟତ ମହାବିଦ୍ୟାଳୟ, ଫିରିଙ୍ଗିଆ ଠାରେ ରାଧାନାଥ ଜୟନ୍ତୀ!-->…
ପାଣି ସୁଅରେ ଭାସିଯାଉଥିବା ୧୦ଜଣ ମହିଳାଙ୍କୁ ବଞ୍ଚାଇଲେ ଦୁଇ ଗାଈଆଳ ପିଲା..
ରାୟଗଡ଼ା : ନଦୀ ପାର ହେଲା ବେଳେ ଘୁ ଘୁ ଗର୍ଜନ କରି ପାଣି ମାଡ଼ି ଆସିଲା। ଏହି ପାଣି ସୁଅରେ ଭାସିଯାଉଥିଲେ ୧୦ଜଣ ମହିଳା। ଆମକୁ ବଞ୍ଚାଓ, ଆମକୁ ବଞ୍ଚାଓ କରୁଥିଲେ ଚିତ୍କାର। ଏହି ସମୟରେ ଦୁଇ ଗାଈଆଳ ପିଲା ନଈ ତଳ ମୁଣ୍ଡରେ ବସି ଚରାଉଥିଲେ ଗାଈ। ହଠାତ୍ ମହିଳାଙ୍କ ଡାକ…