୩୦ ଘଣ୍ଟା ପରେ ମିଳିଲା ଚନ୍ଦନଙ୍କ ମୃତଦେହ; କୁନି ଝିଅର ମିଳୁନି ପତ୍ତା

ଭଦ୍ରକ : ପ୍ରାୟ ୩୦ ଘଣ୍ଟା ପରେ ମିଳିଲା ଭଦ୍ରକ ଜିଲ୍ଲା ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ନିଖୋଜ ଚନ୍ଦନ ସାହୁଙ୍କ ମୃତଦେହ। ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢ଼ାନଦୀରୁ ଅଗ୍ନିଶମ ବାହିନୀ ମୃତଦେହ…

ତିନି ମହଲା କୋଠାରେ ଲାଗିଗଲା ନିଆଁ, କାରଣ ଅସ୍ପଷ୍ଟ…

କଟକ: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ପଢିଆରି ପାଠାଗାର ସାମ୍ନାରେ ଥିବା ତିନି ମହଲା କୋଠାରେ ନିଆଁ ଲାଗିଗଲା | ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ। ପାଖରେ ଥିବା ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନଥିବା ଜଣାଯାଇଛି। ତେବେ ସର୍ବଶେଷ ସମ୍ବାଦ ଅନୁସାରେ ଚାରି ଘଣ୍ଟା ପରେ…

ସ୍କ୍ରଵ ଟାଇଫସରେ ବଲାଙ୍ଗୀରର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ…

ବଲାଙ୍ଗୀର: ସ୍କ୍ରଵ ଟାଇଫସରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ଵାଗଡୋର ଗ୍ରାମର ହିମାଂଶୁ ସାହୁ। (୩୬)। ହିମାଂଶୁ ଟାଇଫସ କୀଟ ଆକ୍ରମଣରେ ଗୁରୁତର ହୋଇ ପ୍ରଥମେ ଟିଟିଲାଗଡ଼ ଓ ପରେ…

ଧାରଣାରେ ବ୍ୟବସାୟୀ; ୪ ଦିନ ଯାଏଁ ବନ୍ଦ ରହିବ ଭୁବନେଶ୍ବର ୧ ନମ୍ବର ହାଟ…

ଭୁ‌ବନେଶ୍ବର: ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଙ୍ଘ ଭୁବନେଶ୍ୱରର ସବୁଠୁ ବଡ଼ ହାଟ ‘ଏକ ନମ୍ବର ହାଟ’କୁ ମଙ୍ଗଳବାର ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପାର୍କିଂ ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଯେ…

ଆସୁଛି ଏୟାର ଇଣ୍ଡିଆ କର୍ମଚାରୀଙ୍କ ନୂଆ ୟୁନିଫର୍ମ; ଡିଜାଇନ କରିବେ ମନୀଷ ମଲହୋତ୍ରା…

ନୂଆଦିଲ୍ଲୀ :ବଲିଉଡର ସେଲିବ୍ରିଟି ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିବେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ୟୁନିଫର୍ମ। ମନୀଷଙ୍କ ଦ୍ୱାରା ଡିଜାଇନ ହୋଇଥିବା ୟୁନିଫର୍ମ ପିନ୍ଧିବେ ଏୟାର ଇଣ୍ଡିଆର ୧୦ ହଜାର କର୍ମଚାରୀ। ଏୟାର ଇଣ୍ଡିଆ ନିଜ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ସମ୍ପର୍କରେ…

୨୦୨୪ରେ ହେବନି ଏକକ ନିର୍ବାଚନ…

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିମ୍ବା ସାଧାରଣ ନିର୍ବାଚନ ବେଳେ ଦେଶରେ ଏକକ ନିର୍ବାଚନ ହେବ ନାହିଁ ବୋଲି ଆଇନ କମିଶନ ସୂତ୍ରରୁ ଖବର ମିଳିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୱାନ ନେଶନ, ୱାନ ଇଲେକସନ ବ୍ୟବସ୍ଥା ଲାଗୁ କରିବା ଆଦୌ ସମ୍ଭବ ନୁହେଁ କିମ୍ବା…

ଭୁଲ ଇଞ୍ଜେକସନ ନେଲା ନାବାଳିକାଙ୍କ ଜୀବନ, ମୃତଦେହ ବାହାରେ ପକାଇ ଚାଲିଗଲେ କର୍ମଚାରୀ

ମୈନପୁର : ଅବହେଳା ଓ ଅମାନବିକତାର ନିଚ୍ଛକ ଘଟଣା ଉତ୍ତର ପ୍ରଦେଶର ମୈନପୁରରେ ଘଟିଛି। ଏଠାରେ ଗୋଟିଏ ଘରୋଇ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା। ହସ୍ପିଟାଲର ଜଣେ ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ଚାଲି ଯାଇଛି…

ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ…

କଟକ: ଓଡ଼ିଶା ହାଇକୋର୍ଟରେ ଶୁକ୍ରବାର ଅପରାହ୍‌ଣରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ। ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏନେଇ…

ଆମ ଖେଳାଳିଙ୍କୁ ଗୋମାଂସ କାହିଁକି ଦଉନ? ପିସିବିର ପ୍ରଶ୍ନକୁ ନେଇ ବିବାଦ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଦଳ ଭାରତ ଆସିଛି। ଏଠାରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା, କିନ୍ତୁ ଖେଳାଳିଙ୍କ ମେନ୍ୟୁରେ ଗୋମାଂସ ନଥିବାକୁ ନେଇ…

ଅଭିନବ ଢଙ୍ଗ ରେ ଭାଗବତ ଜନ୍ମ ପାଳନ

ରାଜନଗର(୨୯/୦୯) : କେନ୍ଦ୍ରାପଡା ଜିଲ୍ଲା ରାଜନଗର /ଆଳି ଅଞ୍ଚଳରେ ଦେଖିବାକୁ ମିଳିଛି ଆଜି ଥିଲା ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥି । ଯାହା ଆମ ଓଡ଼ିଆ ଘର ର ପୁର ପଲ୍ଲୀରେ ଇନ୍ଦୁ ପୂର୍ଣ୍ଣମୀ ଭାବେ ପରିଚିତ। ପୁରାଣ ଶାସ୍ତ୍ର ଅନୁଯାୟୀ ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଭାଗବତ ଙ୍କ