ଫୁଲବାଣୀରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ ଆଲୋଚନା

ଫୁଲବାଣୀ - ଫୁଲବାଣୀ ସହର ରେ ବର୍ତ୍ତମାନ୍ ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବା ରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଟ୍ୟାକ୍ସ ସଂଗ୍ରହ

ନିଖୋଜ ଥିଲେ ଟ୍ରଲର କର୍ମଚାରୀ, ମିଳିଲା ମୃତଦେହ

ପାରାଦୀପ : ୭ ଦିନ ହେଲା ନିଖୋଜ ଥିଲେ ଟ୍ରଲର କର୍ମଚାରୀ। ଆଜି ସକାଳେ ପାରାଦୀପ ନେହରୁବଙ୍ଗଳା ଫିସିଙ୍ଗ ହାର୍ବରରୁ ମିଳିଲା ମୃତଦେହ। ମୃତ ଟ୍ରଲର କର୍ମଚାରୀ ଜଣଙ୍କ ହେଲେ ହେମନ୍ତ ମଲ୍ଲିକ। ତାଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ। ହେମନ୍ତ ପାରାଦୀପର ଏକ ମାଛଧରା ଟ୍ରଲରରେ…

ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲ ନାହାକ କୁ ହତ୍ୟା :ହତ୍ୟା କରିବାକୁ ଯାଇ ନିଜେ ହତ୍ୟା ର ଶିକାର ହେଲା ସୁନିଲ.. !

ବ୍ରହ୍ମପୁର: ୨୮-୯ ଆସିକା ଥାନା ଇଲାକାର ବରଗାଁ ର ଦୁର୍ଦ୍ଧାନ୍ତ ଅପରାଧୀ କୁ ଆଜି ସନ୍ଧ୍ୟା ରେ କୋଦଳା ବ୍ଲକ ଅନ୍ତର୍ଗତ ଖଲିକୋଟ ଥାନା ର ଦାନପୁର ରେ ହତ୍ୟା କରାଯାଇଛି। ସୁନିଲ କୁଆଡ଼େ ସୁପାରୀ ନେଇଅନ୍ୟ ଜଣେ ବ୍ୟକ୍ତି କୁ ହତ୍ୟା କରିବାକୁ ଯାଇ ନିଜେ ହତ୍ୟାର ଶିକାର ହେଲା ବୋଲି ଚାର୍ଚ୍ଚା

ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ହତ୍ୟା …

ଢେଙ୍କାନାଳ : ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ହତ୍ୟା କଲେ ଅଭିଯୁକ୍ତ। ରେଲୱେ ଓଭରବ୍ରିଜ ନିକଟରୁ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଆଳତୁମା ରେଲୱେ ଓଭରବ୍ରିଜ୍ ପାଖ ସଉରିଆ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ନିରଞ୍ଜନ ସାହୁ। ୨୦୨୧ ମସିହା…

ସିବିଆଇ କିଛି ନ ପାଇଲେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ କି..?

ନୂଆଦିଲ୍ଲୀ : ବାସଭବନ ନବୀକରଣରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ନୀରବତା ଭାଙ୍ଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଅଭିଯୋଗର ତଦନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିବିଆଇକୁ ହସ୍ତାନ୍ତର କରିବା ପରେ ଆଜି କେଜ୍ରିୱାଲ ଆଟାକିଂ ମୁଡକୁ…

ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ,ବାଟରେ ପଡ଼ିଛି ବାଇକ୍ ଓ ଚପଲ…

କେନ୍ଦ୍ରାପୋଡ଼ା : ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆ ପାଳ ସାମୁଦ୍ରିକ ଥାନା ଆନ୍ତର୍ଗତ ବାବର ଅଞ୍ଚଳରେ। ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ରାଜଗଡ଼ ଗ୍ରାମର ସ୍ୱାଗତ ସାମଲ। ଗତକାଲି ସ୍ୱାଗତ…