Sign in
Sign in
Recover your password.
A password will be e-mailed to you.
ଆରମ୍ଭ ହେଲା ତୃତୀୟ ସୁନ୍ଦରଗଡ କ୍ରିକେଟ୍ ଲିଗ୍…
ସୁନ୍ଦରଗଡ (୦୧/୧୦) : ଆଜି ସୁନ୍ଦରଗଡ ଭବାନୀ ଭବନ ବହୁମୁଖି ଖେଳ ପଡିଆରେ ତୃତୀୟ ସୁନ୍ଦରଗଡ କ୍ରିକେଟ୍ ଲିଗ୍ ଆରମ୍ଭ ହୋଇ ଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍ ଭଳି ୧୨୦ ବରିଷ୍ଠ , ଅଭିଜ୍ଞ ଓ ଯୁବ ପ୍ରତିଭାଙ୍କୁ ପଞ୍ଜିକରଣ କରି ୬ଟି ଦଳରେ ଅଙ୍କଭିତ୍ତିକ ନିଲାମ ମାଧ୍ୟମରେ ଦଳଭୁକ୍ତ କରାଯାଇଥିଲା।!-->…
ନିଯୁକ୍ତି ପ୍ରକ୍ରିୟାରେ ଓପିଏସସିର ଭେଦଭାବ ନୀତି, ବର୍ଷିଲେ ହାଇକୋର୍ଟ
କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ନିଯୁକ୍ତି ସମୟରେ ସରକାରୀ କର୍ମଚାରୀ ଓ ପୂର୍ବତନ ସେନା ଅଧିକାରୀଙ୍କ ଏନ୍ଓସି ଓ ଡିସଚାର୍ଜ ସାର୍ଟିଫିକେଟ୍ ଦାଖଲ ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଭିନ୍ନ ଭିନ୍ନ ନିୟମ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।
ଓଡ଼ିଶା ସିଭିଲ…
ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୬ ଜଣ…
ଦକ୍ଷିଣ ପୂର୍ବ ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ। ଅତି କମରେ 6 ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଲୋକେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ ନାଇଟ୍ କ୍ଲବ୍ ଚାଲିଥିଲା। ଆଜି ଭୋଅରୁ ଭୋଅରୁ…
ଲୋକସଭା ନିର୍ବାଚନ ପାଇଁ ବିଏସପି କୌଣସି ବି ମେଣ୍ଟରେ ଯୋଗ ଦେବେ ନାହିଁ : ମାୟାବତୀ
ଲଖନଉ: ଲୋକସଭା ନିର୍ବାଚନ ପାଇଁ ବିଏସପି ସୁପ୍ରିମୋ ମାୟାବତୀ କୌଣସି ବି ମେଣ୍ଟରେ ଯୋଗ ଦେବେ ନାହିଁ। ବାସ୍ତବରେ ବିଜେପି ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳମାନେ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଥିବାବେଳେ…
ଗୋସାଇଁ ନୂଆଗାଁ ମଣ୍ଡଳ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ଅଭିଯାନ…
ବ୍ରହ୍ମପୁର, ୧/୧୦ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ପୂଜ୍ୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ସ୍ୱଛତା ମାଧ୍ୟମରେ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ଦେବା ଓ ନିଜ ଅଞ୍ଚଳରେ ୧ ଘଣ୍ଟାର ସ୍ୱଛତାର ଆହୂତି ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ!-->…
ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ…
ବରଗଡ଼ : ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ। ବରଗଡ଼ରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବରଗଡ଼…
ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଖଲିସ୍ତାନୀ ଉଗ୍ରବାଦୀଙ୍କ ବ୍ୟବହାର ବିଶୃଙ୍ଖଳିତ ଆଚରଣ କହିଲା ଗ୍ଲାସଗୋ ଗୁରୁଦ୍ୱାର…
ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତ(ହାଇକମିଶନର)ଙ୍କୁ ଶୀଖ୍ ଉଗ୍ରବାଦୀଙ୍କ ଅସମ୍ମାନକୁ ନିନ୍ଦା କଲା ‘ଗୁରୁଦ୍ୱାର ଗୁରୁ ଗ୍ରନ୍ଥ ସାହି ଶିଖ୍ ସଭା’। ବ୍ରିଟେନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀଙ୍କୁ ଶୁକ୍ରବାର କିଛି ଖଲିସ୍ତାନୀ ଉଗ୍ରବାଦୀମାନେ…
କେନାଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର
ଯାଜପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି । ଖରସ୍ରୋତା କେନାଲ ରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ…
ଏମ୍ସ ଭୁବନେଶ୍ବରରେ ଶିଶୁ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ବଢ଼ାଇଲା ଚିନ୍ତା…
ଭୁବନେଶ୍ୱର: ରାଜ୍ୟରେ ଏମ୍ସ ଏକମାତ୍ର ସରକାରୀ ହସ୍ପିଟାଲ ଯେଉଁଠି କର୍କଟ ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତେବେ ଆଶାଠାରୁ ଅଧିକ ବେଗରେ କ୍ୟାନସର ରୋଗୀ ଏହି ଅନୁଷ୍ଠାନକୁ ଆସୁଛନ୍ତି ଯାହା ଏବେ ଚିନ୍ତାଜନକ ଏବଂ କେବଳ ପ୍ରାପ୍ତ ବୟସ୍କ…
୩୫୦ ବର୍ଷ ପରେ ଭାରତ ଫେରିବ ଛତ୍ରପତି ଶିବାଜୀଙ୍କ ‘ବାଘ ନଖ’…
ନଭେମ୍ବରରେ ଫେରିବ ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘ ନଖ’। ଶିବାଜୀଙ୍କ ୩୫୦ତମ ରାଜ୍ୟାଭିଶେଷକ ଉତ୍ସବ ପାଳନ ଅବସରରେ ଏହି ଅସ୍ତ୍ର ବ୍ରିଟେନରୁ ଫେରିବ। ପୂର୍ବରୁ ଏନେଇ ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ସରିଥିଲା।
ଆସନ୍ତା ମଙ୍ଗଳବାର ମହାରାଷ୍ଟ୍ରର…