Sign in
Sign in
Recover your password.
A password will be e-mailed to you.
ଓଡ଼ିଆ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ନବାଗତ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା ଜଣାଇବା ଅବସରରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର!-->…
ଜନ ପ୍ରତିନିଧିମାନଙ୍କର ଜିଲ୍ଲାସ୍ତରୀୟ ବୈଠକ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କଂଜାମେଣ୍ଡି ସ୍ଥିତ ଦିବ୍ୟ ଜ୍ୟୋତି ସଭା ଗୃହ ପରିସରରେ କନ୍ଧମାଳ ଜିଲ୍ଲା ନାଏବ ସରପଞ୍ଚ ଓ ୱାର୍ଡ଼ ମେମ୍ବର ମହାସଂଘର କନ୍ଧମାଳ ଜିଲ୍ଲା ଉପଦେଷ୍ଟା ପରମାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ଜିଲ୍ଲା ସ୍ତରୀୟ ବୈଠକ!-->…
ଜିଲ୍ଲାକୁ କୁପୋଷଣମୁକ୍ତ କରିବାକୁ ହେଲେ ବିଭାଗୀୟ ଅଧିକାରୀମାନଙ୍କର ସହଯୋଗ ନିହାତି ଦରକାର: ଜିଲ୍ଲା ପରିଷଦ…
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସକୁ ମହାସମାରୋହର ସହିତ ପାଳନ କରାଯାଇଛି । ଜିଲ୍ଲାକୁ କୁପୋଷଣମୁକ୍ତ କରିବାକୁ ହେଲେ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ ନିହାତି ଦରକାର ବୋଲି ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା!-->…
ଡିକି ଭାଙ୍ଗି ଏକଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ…
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରୁ ଜଣେ ପ୍ରଧାନ ଶିକ୍ଷକ ଙ୍କ ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଘଟଣାରୁ ପ୍ରକାଶ ଯେ ବେଲଘର ସେବାଶ୍ରମର ପ୍ରଧାନଶିକ୍ଷକ ପ୍ରମୋଦ ମହାପାତ୍ର ମଙ୍ଗଳବାର!-->…
ଦ୍ୱିତୀୟ ଦିନରେ ବାଲିଗୁଡା କାରାଗାର କର୍ମଚାରୀଙ୍କ ଆମରଣ ଅନଶନ…
ବାଲିଗୁଡା : ନିଖିଳ ଓଡ଼ିଶା କାରା କର୍ମଚାରୀ ମହାସଂଘ ନିଷ୍ପତ୍ତିକ୍ରମେ ସୋମବାରଠାରୁ ବାଲିଗୁଡା ମଣ୍ଡଳ କାରାଗାରର କର୍ମଚାରୀମାନେ ଆମରଣ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି । ଏହା ପୂର୍ବରୁ ୫ଦଫା ଦାବି ନେଇ ସମସ୍ତ କର୍ମଚାରୀ ଗତ ୧୩ ତାରିଖରୁ କଳାବ୍ୟାଜ୍ ପରିଧାନ କରିଥିଲେ। ଦାବି!-->…
ଭୁଲ ଇଞ୍ଜେକ୍ସନ ଦେଇ ବାଛୁରୀର ମୃତ୍ୟୁ ଅଭିଯୋଗ : ଚିକିତ୍ସାରେ ଅବହେଳା କରୁଥିବା ଡାକ୍ତରଙ୍କ ବିରୁଦ୍ଧରେ…
ବ୍ରହ୍ମପୁର (୨୬/୦୯) : ଭୁଲ ଇଞ୍ଜେକ୍ସନ ଦେଇ ବାଛୁରୀ ଛୁଆଟିକୁ ମାରି ଦେଇଥିବା ଆମ୍ବୁଲାନ୍ସ ଡାକ୍ତର ଓ ଏଲଆଇଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚର କର୍ମୀ ମନୋଜ କୁମାର ତରାଇ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ!-->…
ଗଣେଶ ପୂଜା ଭସାଣୀରେ ଗୋଷ୍ଠୀ ସଂଘର୍ଷ : ଆକ୍ରମଣରେ ଓ୍ବାର୍ଡ ସଭ୍ୟ ଗୁରୁତର, ୨ ମାମଲା ରୁଜୁ
ହିଞ୍ଜିଳିକାଟୁ (୨୬/୯): ହିଞ୍ଜିଳି ଥାନା ତହଁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣେଶ ପୂଜା ଭସାଣୀରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ସଂପୃକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟ ପିଣ୍ଟୁ ଗୌଡ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ!-->…
ମହାବିଦ୍ୟାଳୟ, ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ବ୍ୟାପାର ବିଭାଗ ଉପଦେଷ୍ଟା ପୃଥୀବିରାଜ…
ବ୍ରହ୍ମପୁର : ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ପଛୁଆ ବର୍ଗ ବିଦ୍ୟାର୍ଥୀଙ୍କ ନିମନ୍ତେ ମେଧା ବୃତ୍ତି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ନେଇ ନୈରାଶ୍ୟଜନକ ଫଳ ପ୍ରକାଶ ପାଇଛି। ଏହି!-->!-->!-->…
ଗୃହରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ୍-୨୦୨୩…
ଭୁବନେଶ୍ବର: ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବଲି ପାରିତ ହୋଇଯାଇଛି। ସେଗୁଡ଼ିକ ହେଲା ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍, ଓଡ଼ିଶା ଚକବନ୍ଦୀ ବିଲ୍, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍, ଦ୍ରବ୍ୟ ଓ ସେବା କର ବିଲ୍ ଏବଂ ପୌର…
ଜାଗ୍ରତ କନ୍ଧମାଳ ଓଡିଶାର ନୂତନ କର୍ମକର୍ତ୍ତା ଚୟନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଅଡାବାଡ଼ି ଶାଳବଣ ଠାରେ ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ ପଦକ୍ଷେପ!-->…