୩ ମାସ ହେଲା ଦୁଷ୍କର୍ମ କରୁଥିଲେ ବାପା, ଗୁଳି କରି ଦେଲେ ଝିଅ…

ଗତ ତିନି ମାସ ହେଲା ଜଣେ ବ୍ୟକ୍ତି ତାଙ୍କର ୧୪ ବର୍ଷର ଝିଅକୁ ଦୁଷ୍କର୍ମ କରୁଥିଲେ। ଶେଷରେ ଝିଅ ଗୁଳି କରି ତାଙ୍କ ବାପାଙ୍କୁ ହତ୍ୟା କରିଛି। ଗତକାଲି ପାକିସ୍ତାନର ଲାହୋରର ଗୁଜ୍ଜରପୁରା ଅଞ୍ଚଳରେ ଘଟିଛି ଏହି ଘଟଣା। ନାବାଳିକା ଜଣଙ୍କ ତାଙ୍କ ଦୋଷ ସ୍ୱୀକାର…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ, ଆଜି କଂସ ବଦ୍ଧ ନୀତି…

ପୁରୀ : ଆଜି ଶ୍ରୀମନ୍ଦିରରେ କଂସ ବଦ୍ଧ ନୀତି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାର ଆଜି ଅନ୍ତିମ ଦିବସ । ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥିରେ କଂସ ମହାରାଜଙ୍କୁ ବଦ୍ଧ କରିବେ ଶ୍ରୀକୃଷ୍ଣ । ବଡ଼ଦାଣ୍ଡରେ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ର ପ୍ରଥମ ବୈଠକ…

ପ୍ରସ୍ତାବିତ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆଜି କମିଟିର ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ ୮ ଜଣିଆ କମିଟି…

ସରକାରଙ୍କ ଗାଁ ଗାଁ କୁ ରାସ୍ତା ଯୋଜନା ଏକ ପ୍ରହସନ…

ନିମାପଡ଼ା ୨୪/୯- ନିମାପଡ଼ା ବ୍ଲକ୍ ବାମାନାଳ ପଞ୍ଚାୟତ୍ ଅଧୀନ ବାରୀମୁଣ୍ଡ ର ପୂର୍ବ ସାହି ଅବହେଳିତ ହୋଇ ପଡ଼ିଛି l ଗ୍ରାମରେ ୨୫ରୁ ୩୦ ପରିବାର ବାସ କରୁଥିବା ବେଳେ ସେଇ ରାସ୍ତା ହିଁ ତାଙ୍କର ସବୁକିଛି , ସେଇ ରାସ୍ତା ଦେଇ ପିଲାମାନେ ସ୍କୁଲ ଯିବା ଆସିବା କରନ୍ତି ,ଆଉ ବର୍ଷା ହେଲେ ରାସ୍ତା

ନିଖିଳ ଉତ୍କଳ ଖଡୁରା ସମାଜ ପକ୍ଷରୁ ଡେଙ୍ଗୁ ସଚେତନତା…

ହିଞ୍ଜିଳିକାଟୁ ୨୪!୯ ଡେଙ୍ଗୁ ରୋଗର ଦମନ ଓ ଏହାର ନିରାକରଣ ବିଷୟରେ ଗୋଷ୍ଠୀ ସମୁଦାୟରେ ସଚେତନତା ସୃଷ୍ଟି କରିବା ପାଇଁ ନିଖୁଳ ଉତ୍କଳ ଖଡୁରା ସମାଜ ହିଞ୍ଜିଳିକାଟୁ ପକ୍ଷରୁ ରବିବାର ହିଞ୍ଜିଳିକାଟୁ ମୁନିସିପାଲିଟି ୧୯,୧୬,୧୨,୧୦ ନଂ ୱାର୍ଡ ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭାରତୀୟ ସ୍ୱଚ୍ଛତା ସଚେତନାରେ ଯୋଗ ଦେଲେ ସ୍କୁଲ ଛାତ୍ର ଛାତ୍ରୀ…

ଚିକିଟୀ--ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବିଜ୍ଞାପିତ ଅଞ୍ଚଳ ଦିନକୁ ଦିନ ତାର ଜନମଙ୍ଗଳ ଅଭିଯାନ ବଜାଇ ରଖିଥିବା ବେଳେ ଆଜି ପୂର୍ବାହ୍ନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ କୁ ଆରମ୍ଭ କରିବା ପୂର୍ବରୁ ଏକ ସଚେତନା ରାଲି ଛାତ୍ର,ଛାତ୍ରୀ ମାନକୁ ଧରି ଆରମ୍ଭ କରିଥିଲେ। ଏହି ରାଲି ପରିଷଦର

ପୋଲିସ କଵଜ୍ଜା ରେ ଆନ୍ତଃରାଜ୍ୟ ସାଇବର ଅପରାଧୀ…

ବ୍ରହ୍ମପୁର:୨୩-୯ ଆଜି ବ୍ରହ୍ମପୁର ସାଇବର ପୋଲିସ ହାତରେ ବଡ଼ ମାଛ ପଡିଛି। ଆନ୍ତଃରାଜ୍ୟ ଠକ କଷ୍ଟମର କେୟାର ନାମରେ ଲୋକଙ୍କୁ ଲକ୍ଷାଧିକ ଟଙ୍କା ଚୁନ ଲଗାଇଥିବା ଠକ ଝାଡ଼ଖଣ୍ଡ ରାଜ୍ୟ ଦେଓଘର ଜିଲ୍ଲାର ଅଭିଯୁକ୍ତ ମହମ୍ମଦ ଅଫଜଲ ଅନସାରୀ କୁ ଧରିବାରେ ସଫଳ ହୋଇଛି।ବିଭିନ୍ନ ରାଜ୍ୟର ପୋଲିସ