Sign in
Sign in
Recover your password.
A password will be e-mailed to you.
ମୃତ ସାମ୍ବାଦିକାଙ୍କ ମା’ଙ୍କ ଇଚ୍ଛା ପୂରା ହେଲା ; ସୌମ୍ୟାଙ୍କ ହତ୍ୟାକାରୀଙ୍କୁ ହେଲା ଆଜୀବନ ଜେଲ
ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ହତ୍ୟାକାରୀଙ୍କର ଆଜି ଦଣ୍ଡର ଶୁଣାଣି ହୋଇଛି। ୪ଜଣ ହତ୍ୟାକାରୀ ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଓ ଅଜୟ କୁମାରଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜୀବନ ଜେଲଦଣ୍ଡ…
ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଭଟିଣ୍ଡା ଏସପି ସସପେଣ୍ଡ୍…
ନୂଆଦିଲ୍ଲୀ: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ତତ୍କାଳୀନ ଫିରୋଜପୁର ଆରକ୍ଷୀ ଅଧୀକ୍ଷକ (ଏସପି) ଗୁରବିନ୍ଦର ସିଂହ। ଗୁରବିନ୍ଦର…
ଦେଶର ୩ବଡ ବ୍ୟାଙ୍କ ଉପରେ ୧୦କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ…
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶର ୩ବଡ ବ୍ୟାଙ୍କ ଉପରେ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ରେଗୁଲେଟୋରୀ ନିୟମର ଉଲ୍ଲଘଂନ ନେଇ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ଆରବିଆଇ।
ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ…
ନିର୍ବାଚନ ପୂର୍ବରୁ ଭୂପେଶ ବାଘେଲଙ୍କ ନାଁ ନେଇଥିଲେ, ଏବେ ସ୍ୱର ବଦଳାଇଲେ…
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିବା ଜଣେ କୋରିୟର ଏପରି ଦାବି କରିଥିଲେ। ଏହାକୁ ନେଇ ରାଜନୀତିକ…
ଛୁଟିରେ ବିଚାରପତି, ନିରାଶ ହେଲେ ସଞ୍ଜୟ ସିଂହ…
ନୂଆଦିଲ୍ଲୀ : ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍ ନେତା ସଞ୍ଜୟ ସିଂହଙ୍କୁ ମିଳିନି ଆଶ୍ୱସ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ବିଚାରପତି ଛୁଟିରେ ଚାଲି ଯାଇଛନ୍ତି। ଫଳରେ ସଞ୍ଜୟ…
ତେଜସ୍ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ : ଲଢ଼ୁଆ ବିମାନରେ ଚଢ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଲେ। ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତେଜସ୍ ବିମାନରେ ବସି ଉଡାଣ…
ଉପ ବାଚସ୍ପତି ଙ୍କୁ ଗାଁ ମାଟିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ବାଣ ଫୁଟାଇ ଖୁସି ମନାଇଲା ଅଞ୍ଚଳ ବାସୀ…
ଦାରିଙ୍ଗବାଡ଼ି, ୨୪/୧୧ (ନିପ୍ର) ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ଉପ ବାଚସ୍ପତି ନିର୍ଦ୍ୱନ୍ଦର ନିର୍ବାଚିତ ହୋଇ ଗାଁ ମାଟିର ପହଞ୍ଚିବା ପରେ ଦାରିଙ୍ଗବାଡି ବ୍ଲକ ବାସୀ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପଢୌକନ ଏବଂ ଫୁଲ ତୋଡ଼ା ଦେବା ସହିତ ବାଣ ଫୁଟାଇ ଖୁସି!-->!-->!-->…
ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ…
ଛତ୍ରପୁର ତା.୨୫.୧୧.୨୩ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ନିର୍ଭୁଲ ସଂଶୋଧନ କାର୍ଯ୍ୟ ଚାଲିଛି । ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଶେଷ ଥର ପାଇଁ ଭୋଟର ତାଲିକା ସଂଶୋଧନ ଯେପରି ତୃଟିଶୂନ୍ୟ ରହିବ ସେଥି ସକେଶେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଗଞ୍ଜାମ!-->…
ରାଇଘର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା , ପ୍ରଶାସନ ଜାଣିଶୁଣି ନିରବ…
ଉମରକୋଟ ( ୨୫/୧୧/୨୦୨୩) ଦିନକୁ ଦିନ ରାଇଘର ମୁଖ୍ୟ ରାସ୍ତାର ଟ୍ରାଫିକ ସମସ୍ୱା ବୃଦ୍ଧି ପାଇବାକୁ ଲାଗୁଛି ଏହି ଟ୍ରାଫିକ ସମସ୍ୱାର ସମାଧାନ ନାହିଁ କି ? ରାଇଘର ବ୍ଲକଟି ଅନ୍ତର ରାଜ୍ୟ ଛତିଶଗଡ଼ ସୀମାରେ ଥିବା ଜଗୁ ନୀତି ଦିନ ଶହ ଶହ ବାରି ଜାନ ବାହନ ଚଲାଚଲ ଦୃଷ୍ଟି ଗୋଚର l ରାଇଘରରେ ବସ!-->…
ଜଙ୍ଗଲ ମଧ୍ୟରେ ୧୦୦ କିଲୋ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ…
ଦେବଗଡ଼,୨୫|୧୧:ଅବକାରୀ ବିଭାଗ ପକ୍ଷରୁ ବାରକୋଟ ଥାନା ଅନ୍ତର୍ଗତ ଦମିତା ଗ୍ରାମ ନିକଟସ୍ଥ ଘଂଚ ଜଙ୍ଗଲ ମଧ୍ୟରେ ଚଢଉ କରାଯାଇ ଏକ ନାଳ କଡରେ ଦେଶୀ ମଦ ରାନ୍ଧିବା ପାଇଁ ୩ଟି ଆଲୁମିନିୟମ ଡେକଚିରେ ପ୍ରସ୍ତୁତ କରି ରଖାଯାଇଥିବା ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ!-->!-->!-->…