ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି ୨୫ ଯାଏ ବଢ଼ିଲା

ନୂଆଦିଲ୍ଲୀ : ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଥିବା ମେଡିକାଲ ବେଲ୍‌ ଅବଧିକୁ ଆଜି ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ଆସନ୍ତା ୨୫ ତାରିଖ ଯାଏ ଏହା ବଢ଼ାଇ ଦିଆଯାଇଛି। ମନିଲଣ୍ଡରିଂ ମାମଲାରେ ଇଡି ଶ୍ରୀ ଜୈନଙ୍କୁ ଗିରଫ କରିଥିଲା।

ମୋବାଇଲ ଫୋନ ଦେଖୁଥିବା ବେଳେ ନଦୀକୁ ଖସିପଡିଲେ ଯୁବକ…

ଯାଜପୁର : ପୋଲ ରୁ ଖସିପଡି ଯୁବକ ନିଖୋଜ । ପୋଲ ଉପରେ ବସି ମୋବାଇଲ ଫୋନ ଦେଖୁଥିବାବେଳେ ନଦୀକୁ ଖସିପଡିଲେ ଯୁବକ । ଏଯାଏ ଯୁବକଙ୍କ ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ହଳଦୀବସନ୍ତ ନିକଟ ବ୍ରାହ୍ମଣୀ ନଦୀର ୩ ମୁହାଣି ପୋଲ ନିକଟରେ ଅଘଟଣ ଘଟିଛି। ନିଖୋଜ ଯୁବକ ହେଲେ

ସୌମ୍ୟ ପଟ୍ଟନାୟକଙ୍କୁ ଉପ ସଭାପତି ପଦରୁ ହଟାଇଲା ବିଜେଡି…

ଭୁବନେଶ୍ୱର: ଶେଷରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ତାଙ୍କୁ ଦଳର ଉପସଭାପତି ପଦରୁ ହଟା   ଯାଇଛି ।  ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ନିଜ ଖବରକାଗଜ ସମ୍ବାଦରେ ଏକ ଆଲେଖ୍ୟ ଲେଖି ବିବାଦୀୟ ହୋଇ ପଡିଥିଲେ। ଏଥିରେ ସେ ୫ଟି ସଚିବଙ୍କ

ହରିୟାଣାରେ ଗୋ-ରକ୍ଷକ ମୋନୁ ମାନେସର୍‌ ଅଟକ…

ନୂଆଦିଲ୍ଲୀ: ରାଜସ୍ଥାନରେ ୨ଜଣ ଲୋକଙ୍କୁ ହତ୍ୟା କରାଯିବା ଏବଂ ଜୁଲାଇ ମାସରେ ମାସରେ ନୁହ୍‌ ହିଂସାକାଣ୍ଡକୁ ଉସୁକାଇ ଥିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଖୋଜାପଡ଼ିଥିବା ଗୋ-ରକ୍ଷକ ମୋନୁ ମାନେସର୍‌ଙ୍କୁ ଆଜି ହରିୟାଣା ପୁଲିସ ଅଟକ ରଖିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ

ଚନ୍ଦ୍ରବାବୁ ନାଇଡୁଙ୍କ ଗୃହବନ୍ଦୀ ଆବେଦନ ଖାରଜ

ଦୁର୍ନୀତି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ସେ ନିଜ ଘର ଭିତରେ ପୁଲିସ୍‌ ନଜରରେ ରହିବାକୁ ଚାହୁଁଥିଲେ। ଏଥିପାଇଁ ସେ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ

ସୌରୀନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ

ଭୁବନେଶ୍ୱର : ବଢୁଛି ଜଣାଶୁଣା କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ଅଡୁଆ। ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା କମିଶନରେଟ ପୋଲିସ । ଦୁଇଟି ଯାକ ଆକାଉଣ୍ଟ କୋଲକାତାର ବୋଲି ସୂଚନା ମିଳିଛି । ତାଙ୍କର ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ ବୋଲି କଟକ ଜୋନ୍-୨ ଏସିପି ଅମିତାଭ

ପୂରଣ ହେବ ଖାଲି ପଡ଼ିଥିବା ୧୦୬୫ ଅଧ୍ୟାପକ ପଦବୀ…

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବ । ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ବେସରକାରୀ ଏଡେଡ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଷୟରେ ଖାଲିଥିବା ୧୦୬୫ ପଦବୀ (ସିଧାସଳଖ ପେମେଣ୍ଟ ପୋଷ୍ଟ) ପୂରଣ କରାଯିବ । ଏଥି ପାଇଁ ଓଡିଶା

ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ିବେ ଖଡଗେ..!

ନୂଆଦିଲ୍ଲୀ : ଦିଲ୍ଲୀରେ ମୁକୁଟୁ ପିନ୍ଧିବାକୁ ହେଲେ ଉତ୍ତର ପ୍ରଦେଶ ଦେଇ ଆସିବାକୁ ପଡ଼ିବ। ଏକଥା କଂଗ୍ରେସ ଠାରୁ ଆରମ୍ଭ କରି ବିଜେପି ଭଳି ରାଜନୀତିକ ଦଳ ବେଶ ଭାବେ ଜାଣନ୍ତି। ଉତ୍ତର ପ୍ରଦେଶରେ ଯିଏ ଯେତେ ଭଲ ପ୍ରଦର୍ଶନ କରିବ, ସେହି ଦଳ କେନ୍ଦ୍ରରେ ସରକାର ଗଠନ କରିବାକୁ ସେତେ ଭଲ

ବ୍ରିଟିସ ସମୟର ରାଜଦ୍ରୋହ ଆଇନର ବୈଧତା ଯାଞ୍ଚ କରିବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ…

ନୂଆଦିଲ୍ଲୀ: ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଅଧୀନରେ ଉପନିବେଶକାଳୀନ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ସୁପ୍ରିମ୍ କୋର୍ଟ ମଙ୍ଗଳବାର ୫ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠକୁ ପଠାଇଦେଇଛନ୍ତି । ସାମ୍ବିଧାନିକ

ହାତୀ ଘଉଡାଇବା ପାଇଁ ଯାଇଥିବା ବନକର୍ମଚାରୀଙ୍କୁ ପିଟିଲେ ଗାଁ ଲୋକ

ସୁନ୍ଦରଗଡ଼: ହାତୀ ପାଇଁ ବନକର୍ମଚାରୀଙ୍କୁ ମାଡ଼ । ହାତୀ ଘଉଡାଇବା ପାଇଁ ଯାଇଥିବା ବନକର୍ମଚାରୀଙ୍କୁ ମାଡ ମାରିଛନ୍ତି ଗାଁ ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବାଙ୍କୀ ରେଞ୍ଜର ସମରଦରି ନିକଟ ତାଳବାହାଳି ଗାଁରେ ଗତ କିଛି ଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ୨ଟି ଦନ୍ତା ହାତୀ ଗାଁରେ ପଶି