Sign in
Sign in
Recover your password.
A password will be e-mailed to you.
ଆଇଆରଇଏଲ ଲିମିଟେଡ୍ ତରଫରୁ କର୍ମଶାଳା…
ଛତ୍ରପୁର : ଆଇଆରଇଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର, ମଧ୍ୟମ ଏବଂ ଲଘୁ ଉଦ୍ୟୋଗ ଗୁଡିକର ବିକାଶ ଲାଗି ଅନୁସୂଚିତ ଜାତି, ଜନଜାତି ଏବଂ ମହିଳା ଉଦ୍ୟୋଗୀ ମାନଙ୍କର ଦକ୍ଷତାର ବିକାଶର ପଦୋନ୍ନିତ ଏବଂ ଅଭିବୃଦ୍ଧି କରିବା ଲକ୍ଷ୍ୟ ନେଇ ଏକ କର୍ମଶାଳା ଆଇଆରଇଏଲ କମ୍ପାନୀ ପରିସରରେ!-->!-->!-->…
ବାଲିଗୁଡାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡାବିତ ଚୟନ କାର୍ଯ୍ୟକ୍ରମ ୧୧ ଓ ୧୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୪ ରୁ ୧୭ ବର୍ଷ ବର୍ଗ!-->!-->!-->…
ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍ ସେକ୍ସନ ଅଫିସର
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆସିଣ୍ଟାଣ୍ଟ୍ ସେକ୍ସନ ଅଫିସର(ଏଏସଓ) ସୌମ୍ୟରଞ୍ଜନ ଦାଶ। ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଏସଓ ସୌମ୍ୟରଞ୍ଜନ ଦାଶ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୃହ ଋଣ ଅନୁମୋଦନ କରାଇଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ!-->…
ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ, ନିର୍ବାଚନ ପ୍ରସ୍ତୁତି ନେଇ ହେବ ସମୀକ୍ଷା
ଭୁବନେଶ୍ବର: ଆଜି ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ନିର୍ବାଚନ ପ୍ରସ୍ତୁତି ନେଇ ଆସନ୍ତାକାଲି କେନ୍ଦ୍ର ନିର୍ବାଚନ!-->…
ଲାଲୁ ଯାଦବଙ୍କ ବିରୋଧରେ ମାମଲା ଚଳାଇବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଅନୁମତି
ନୂଆଦିଲ୍ଲୀ : ଚାକିରି ପାଇଁ ଜମି ଦୁର୍ନୀତି (ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ୍) ମାମଲାରେ ଲାଲୁ ଯାଦବଙ୍କ ବିରୋଧରେ କେସ୍ ଚଳାଇବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିବିଆଇକୁ ଅନୁମତି ମିଳିଛି। ସିବିଆଇ ରାଉସ୍ ଆଭେନ୍ୟୁ କୋର୍ଟଙ୍କୁ ଏହି ସୂଚନା ଦେଇଛି। ତେବେ ଏହି ମାମଲାରେ ଅଭିଯୁକ୍ତ ତିନି!-->…
ମଣିପୁରରେ ଥମୁନି ହିଂସା! କୁକି ସମ୍ପ୍ରଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା…
ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ୩ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ମୁତାବକ, ଆକ୍ରମଣକାରୀମାନେ ଏକ ଗାଡ଼ିରେ ଆସିଥିଲେ। ସେମାନେ ଇମ୍ଫାଲ ପଶ୍ଚିମ ଏବଂ ଜିଲ୍ଲାର!-->…
କୃଷି ବିଜ୍ଞାନ କେନ୍ଦ୍ର ମାଲକାନଗିରି ଦ୍ୱାରା ଉଦ୍ୟାନ କୃଷି ଓ ମୃତ୍ତିକା ପରିଚାଳନା ତାଲିମ ଶିବିର
ମାଲକାନଗିରି,୧୨।୯ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା କୃଷକ ଓ କୃଷିଜୀବି ମହିଳାମାନଙ୍କ ପାଇଁ ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତ ଏମଭି ୯ ଗ୍ରାମରେ ଏକ ତାଲିମ କାର୍ଯ୍ୟକ୍ରମ ଓ ରୋଗ ପୋକ ପରିଚାଳନା ପାଇଁ ରାଶି ଫସଲରେ ଔଷଧ ପ୍ରୟୋଗ ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
ଭୁବନେଶ୍ୱରରେ ଡାକ୍ତରଙ୍କୁ ଅପହରଣ କରି ଟଙ୍କା ମାଗିବା ଘଟଣାରେ ୪ ଗିରଫ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ!-->…
ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି ନା ନକଲି ସନ୍ଦେହ କଲେ ସୌମ୍ୟ…
ଭୁବନେଶ୍ୱର: ବିଜେଡି ଉପସଭାପତି ପଦରୁ ବାହାରିବା ପରେ ମୁହଁ ଖୋଲିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ । ଏହି ଦସ୍ତଖତ ଅସଲି ନା ନକଲି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।
ଆଜି ବିଜୁ!-->!-->!-->…
ଆଉ ଚାଲିବନି କି ଡିଜେଲ୍ ଗାଡ଼ି! ୧୦% GST ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ ନୀତିନ ଗଡକରୀ
ଦେଶରେ ଡିଜେଲ୍ ଗାଡ଼ି ଉପରେ ଲଗାମ୍ ଲାଗିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି। ବାୟୁ ପ୍ରଦୂଷଣକୁ କମ୍ କରିବା ଲକ୍ଷ୍ୟରେ ଦେଶରେ ଗଡ଼ୁଥିବା ଡିଜେଲ୍ ଗାଡ଼ିଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଗଡକରୀ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ!-->…