Sign in
Sign in
Recover your password.
A password will be e-mailed to you.
ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ କଲା ସୁନ୍ଦରଗଡ଼ ବିଜୁ ଜନତା ଦଳ
ସୁନ୍ଦରଗଡ଼- ୧୩/୦୯/୨୩ ଆଜି ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ଼ର ନୂତନ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଭାବେ ଦାୟିତ୍ଵ ନେଇଥିବା ଅଭିମନ୍ୟୁ ମାଝୀଙ୍କୁ!-->!-->!-->…
ହିଞ୍ଜିଳିକାଟୁ ରେ ଡରାଇଲାଣି ଡେଙ୍ଗୁ, ଏ ବର୍ଷର ପ୍ରଥମ ଡେ଼ଙ୍ଗୁ ମୃତ୍ୟୁ…
ପ୍ରଶାସନ ପାଖରେ ଖବର ନାହିଁ....
ମାଛ ତେଲ ରେ ମାଛ ଭାଜିଲା ଭଳି ଚାଲିଛି – ସରକାର ଙ୍କ ଚାଉଳ ଯୋଗାଣ ବ୍ୟବସ୍ଥା..
ଯୋଗାଣ ବିଭାଗ ଆଶିର୍ବାଦ ରେ ଗରିବ ଓ ପିଲାଙ୍କ ଚାଉଳ ବାଟ ମାରଣା...
ବ୍ରହ୍ମପୁର:୧୪ -୯ ଯୋଗାଣ ବିଭାଗ-ମିଲ ମାଲିକ-ଏଲ ଟୁ ଠିକାଦାର ଙ୍କ ଭାଗୁଆଳି ବେପାର ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ହରିଲୁଟ ହେଉଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସରକାର ଙ୍କ ପକ୍ଷରୁ!-->!-->!-->!-->!-->…
ମାନବିକତା ଦେଖାଇଲେ ମାନବାଧିକାର ମିସନ ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା…
ଫୁଲବାଣୀ : ସରକାରଙ୍କ ତରଫରୁ କୋୖଣସି ହୋମ ଗାର୍ଡଙ୍କ ପରିବାରକୁ ମୃତ୍ୟୁ ପରବର୍ତ୍ତୀ ସହାୟତା ମିଳୁନଥିବାରୁ ସଂଘ ପକ୍ଷରୁ ସମସ୍ତ ସଦସ୍ଯ ନିଜ ନିଜ ସ୍ଵଳ୍ପ ଦରମାରୁ କିଛି କିଛି ସଞ୍ଚୟ କରି ସଙ୍ଘ କୁ ଦେଇଥାନ୍ତି l ଯାହାକି ପରବର୍ତ୍ତୀ ସମୟରେ ସୁବିଧା ଅସୁବିଧାରେ ହୋମଗାର୍ଡ ଭାଇ ଭଉଣୀ!-->!-->!-->…
ଅପରାଧକୁ ପ୍ରଶୟ ଦିଆଯିବନି – ନିମାପଡ଼ା ଥାନା
ନିମାପଡା : ନିମାପଡ଼ା ଥାନାରେ ନୂତନ ଆଇ.ଆଇ.ସି ଭାବେ ବାମଦେବ ସ୍ବାଇଁ ଯୋଗ ଦେବା ପରେ ନିଶା ବେପାରୀ ଏବଂ ଅପରାଧୀ ମାନଙ୍କର ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିବା ଜଣାପଡିଛି । କାର୍ଯ୍ୟଭାର ସମ୍ଭାଳିବାର ଦେଢ଼ମାସ ଭିତରେ ନିମାପଡ଼ାରେ ଚୋରି, ଡକାୟତିକୁ ନିୟନ୍ତ୍ରଣ କରିବା ସହ ଅନେକ ନିଶା!-->!-->!-->…
ଗଞ୍ଜାମରେ ବଳ ଗୋଟାଇ ସକ୍ରିୟ ହେଉଛି କଂଗ୍ରେସ…
ଆଗୁଆ ନିର୍ବାଚନ ସମ୍ଭାବନା , ଓଡିଶା ପହଞ୍ଚିଲେ ନିର୍ବାଚନ ଅଧିକାରୀ....
ଫୁଲବାଣୀ ଟାଉନଥାନା ପୋଲିସକୁ ମିଳିଛି ସଫଳତା ଅଭିଯୁକ୍ତ ଗିରଫ…
ଫୁଲବାଣୀ - ଫୁଲବାଣୀ ଟାଉନ୍ ଥାନା ପୋଲିସକୁ ପୁଣି ମିଳିଛି ସଫଳତା l ଫୁଲବାଣୀ ବ୍ଲକ ଛକ ନିକଟସ୍ଥ ମା ବରାଳଦେବୀ ଷ୍ଟୋରରୁ ଗତ ମାସ ବୁଧବାର 30 ଅଗଷ୍ଟ ରାତିରେ ଦୁଇ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଫୁଲବାଣୀ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ୍!-->!-->!-->…
ଯୁବଶିକ୍ଷକଙ୍କ ଅକାଳ ବିୟୋଗ…
ଚିକିଟୀ : ମାଉନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୁବ ସହକାରୀ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ(୩୨) ଙ୍କ ବିୟୋଗରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଗତ ରବିବାର ଦିନ ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତକାଲି ରାତି!-->…
ଓଡିଶା ମୋ ପରିବାର ରକ୍ତଦାନ ଶିବିର ଅନୁଷ୍ଠିତ…
ଫୁଲବାଣୀ : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଥ ରେଡ୍ କ୍ରସ୍ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନ ଉଦ୍ଧଘାଟନ କରିଥିଲେ l ସେହିପରି ସମ୍ମାନିତ!-->…
ବିଜୁ ଯୁବ ଜନତା ଦଳର ନଗର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ
ଫୁଲବାଣୀ : ବିଜୁ ଯୁବ ଜନତା ଦଳର ନଗର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଯୁବ ନଗର ସଭାପତି ରାକେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି!-->!-->!-->…