Sign in
Sign in
Recover your password.
A password will be e-mailed to you.
ନୂଆ ସଂସଦ ଭବନରେ ବଦଳିବ କର୍ମଚାରୀ ଏବଂ ମାର୍ଶଲଙ୍କ ୟୁନିଫର୍ମ
୧୯ ତାରିଖ ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ନୂଆ ସଂସଦ ଭବନରେ ପ୍ରବେଶ ସହିତ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ପୋଷାକ ମଧ୍ୟ ପରିବର୍ତ୍ତନ ହେବ । ଏହାଛଡା ଦୁଇ ସଦନର ମାର୍ଶଲଙ୍କ ୟୁନିଫର୍ମ ମଧ୍ୟ ବଦଳିଯିବ । ଗଣେଶ ଚତୁର୍ଥ ଅବସରରେ ବିଧିବିଧନ ସହିତ!-->…
ଫେରୁଛି ମୌସୁମୀ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା
ଭୁବନେଶ୍ୱର : ସ୍ଵାଭାବିକ ସ୍ଥିତି କୁ ଫେରୁଛି ମୌସୁମୀ ।ବର୍ତ୍ତମାନ ସକ୍ରିୟ ଘୂର୍ଣ୍ଣିବଳୟ ଟି ପୂର୍ବକେନ୍ଦ୍ରୀୟ ବୋଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୩.୧ ରୁ ୭.୬ କିମି ମଧ୍ୟରେ ସକ୍ରିୟ ରହିଛି। ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି!-->…
ପ୍ରସ୍ତୁତ ହେଲା ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା
ପୁରୀ: ଶ୍ରୀମନ୍ଦିରର ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆନନ୍ଦବଜାର ଶୃଙ୍ଖଳା କମିଟି ଓ ସୁଆର ମହାସୁଆର ନିଯୋଗର ମିଳିତ ଉଦ୍ୟମରେ କରାଯାଇଛି ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦରତାଲିକା । ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା!-->…
ବ୍ଲକ୍ ଓ ଗ୍ରାମ ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ସଚେତନତା କର୍ମଶାଳା
“ଉଚିତ୍ ସମୟରେ ସଠିକ୍ ପରିଚାଳନା କରିପାରିଲେ ବିପର୍ଯ୍ୟୟର ମୁକାବିଲା ସମ୍ଭବ”
ଛତ୍ରପୁର (୧୨.୦୯) : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସଡମା) ତରଫରୁ ଜିଲ୍ଲା ପରିଷଦ ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲ୍ଲାପାଳ!-->!-->!-->…
ଅପେକ୍ଷା କରନ୍ତୁ, ଆପେ ଆପେ ଭାରତରେ ମିଶିଯିବ ପାକ୍ ଅଧିକୃତ କଶ୍ମୀର: କେନ୍ଦ୍ରମନ୍ତ୍ରୀ…
ପାକିସ୍ତାନ ଅଧିକୃତ କଶ୍ମୀର, ଯାହାକୁ ନେଇ ଦୀର୍ଘଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି, ଏହି ଅଞ୍ଚଳକୁ ନେଇ ବଡ଼ ବୟାନ୍ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଆର୍ମି ଚିଫ୍ ଜେନେରାଲ୍ ଭିକେ ସିଂହ। ଖୁବ୍ ଶୀଘ୍ର ଏହା ଆପେ ଆପେ ଭାରତରେ ମିଶିଯିବ ବୋଲି ସେ!-->…
ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଉମରକୋଟ(୧୨/୦୯) : ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଶା ସାରା ଚାଲିଛି ପୋଷଣ କାର୍ଯ୍ୟକ୍ରମ | ଅଙ୍ଗନୱାଡି କେନ୍ଦ୍ର ଅଧୀନରେ ଥିବା ସମସ୍ତ ଗର୍ଭବତୀ ମା, ପ୍ରସୂତି ମା, କୁମାରୀ, ବାଳକବାଳିକା ମାନଙ୍କୁ ନେଇ ପୁଷ୍ଟି କର ଖାଦ୍ୟ ବିଷୟରେ ସଚେତନ କରିବା କାର୍ଯ୍ୟକ୍ରମ ହେଉଛି | ଜଣାଯାଇଛି!-->…
୪୮ଘଣ୍ଟା ଫସି ରହିବା ପରେ ନିଜଦେଶକୁ ଫେରିଲେ କାନାଡା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତରବିବାର କାନାଡା ଫେରିବାର ଥିଲା। ତେବେ ସେ ଯେଉଁ ବିମାନରେ ଯାତ୍ରା କରିଥାଆନ୍ତେ ସେହି ବିମାନଟିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ସେ ଆଉ କାନାଡ଼ା ଯାଇ ନପାରି ଦିଲ୍ଲୀରେ ରହିଥିଲେ। ପ୍ରକାଶିତ ରିପୋର୍ଟ!-->…
ଯୁବକଙ୍କୁ ଗୁଳିମାଡ଼ ଘଟଣା: ସାମାନ୍ୟ ବଚସାରୁ ହୋଇଥିଲା ଫାୟାରିଂ, ୪ ଅଟକ…
ବାଲେଶ୍ଵର : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ରାତିରେ ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ କଥା କଟାକଟିରୁ ଏହି ଗୁଳି କାଣ୍ଡ!-->…
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ଦାବି। ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀମାନେ ମତ ରଖିଥିବାବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠାଇବା ପାଇଁ ଆଜି!-->…
ନେପାଳୀ ଯୁବତୀଙ୍କୁ ପ୍ରେମ ପରେ ହତ୍ୟା କଲେ ବିବାହିତ ସେନା ଅଧିକାରୀ…
ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ଆସିଛି ଏକ ଦୁଃଖଦ ଖବର। ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣେ ନେପାଳୀ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି ଡେରାଡୁନ୍ ପୁଲିସ। ସୋମବାର ଦିନ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ!-->…