ଉଦ୍ଧାର ହେଲେ ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି

ସମ୍ବଲପୁର: ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର  । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ସେଲଫି ନେବାବେଳେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ଖସି ପଡିଥିଲେ  । ସୂଚନାନୁସାରେ, ଆଜି ସକାଳେ ସମ୍ବଲପୁରରୁ ଏକ  ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା ।   

ଦେଶର ସର୍ବନାଶ ଘଟାଇଥିବା ମୋଦି ସରକାରକୁ ପରାସ୍ତ କରି ଗଣତନ୍ତ୍ର ଓ ସଂବିଧାନକୁ ରକ୍ଷା କରିବାକୁ ଆହ୍ବାନ…

ବ୍ରହ୍ମପୁର, (୧୨/୯) : ଗଂଜାମ ଜିଲ୍ଲାର ସିପିଆଇ ଶାଖା ସଂପାଦକମାନଙ୍କର ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ବ୍ରହ୍ମପୁର ପ୍ରକାଶମ ହଲ୍ ଠାରେ କାମଦେବ ନାହାକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନରେ ପ୍ରକାଶମ୍ ହଲ୍ ସମ୍ମୁଖରେ ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଷୀ

ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ସଂଖ୍ୟା 26818କୁ ବୃଦ୍ଧି…

ରାଜନଗର: ,12.09.023:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଵ୍ଲକ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧,୨୩, ୮୬୭କୁ ବୃଦ୍ଧି ପାଇଛି। ଗତ ବର୍ଷଠାରୁ

୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଜବତ : ଜଣେ ଗିରଫ୍..

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରୁ ବେଆଇନ ଭାବେ ଗଚ୍ଛିତ ଥିବା ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି ଛତ୍ରପୁର ଥାନା ପୋଲିସ୍ । ବାଣ ବିକ୍ରି କରିବା ପାଇଁ ରଖାଯାଇଥିବା ବେଳେ ପୋଲିସ୍ ବାଣ ଜବତ କରିବା ସହିତ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ଜଣକ ହେଲେ ସୁନ୍ଦରପୁର

ଅଭିନବ ଉପାୟରେ ଅଟୋ ସିଟ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ…

ମାଲକାନଗିରି : ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦେଶ କ୍ରମେ ଆଜି ମାଲକାନଗିରି ମୋବାଇଲ ଟିମ ପକ୍ଷରୁ ସକାଳ ୮ଘଟିକା ସମୟରେ ବାଲିମେଳା ଅଞ୍ଚଳରେ ପଇଁତରା ମାରୁଥିବା ବେଳେ। ଏକ ଅଟୋ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଦେହ ହୋଇବାରୁ, ଅବକାରୀ ମୋବାଇଲ ଟିମ ପକ୍ଷରୁ

୩ ଦଫା ଦାବୀ ନେଇ ଧାରଣାରେ ବସିଲେ ଶିକ୍ଷକ ସଂଘ…

ନିମାପଡା : ପ୍ରାଥମିକ ଶିକ୍ଷକ ୟୁନିଅନ ନିମାପଡ଼ା ବ୍ଲକ ଶାଖା ତରଫରୁ ୩ ଦଫା ଦାବୀ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣାରେ ବସି ରହିବେ ଏବଂ ସରକାର ଦାବୀ ଗୁଡିକୁ ମାନିବାକୁ ବାଧ୍ୟ ହେବେ ବୋଲି

ରେଳବାଇ କ୍ରିୟାନୁଷ୍ଠାନ କମିଟି ବୈଠକ…

ଫୁଲବାଣୀ - ସୋମବାର ସନ୍ଧ୍ୟାରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ସାମ୍ବାଦିକ ଡଃ

ଅଯୋଧ୍ୟା ରୁ ଶ୍ରୀଲଙ୍କା ପଦଯାତ୍ରା କରୁଥିବା ଯବକଙ୍କୁ ଭବ୍ଯ ସ୍ୱାଗତ…

ମାଲକାନଗିରି : ଅଯୋଧ୍ୟାରୁ ଶ୍ରୀଲଙ୍କା ଯାତ୍ରା । ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ବନବାସ ଯିବା ପଥକୁ ଅନୁସରଣ କରି କରୁଛନ୍ତି ପାଦଚଲା ଯାତ୍ରା । ଅଯୋଧ୍ୟାର ବାଲିଆରୁ ସୌମେନ୍ଦ୍ର ସିଂ ରାଠୋଡ କୋଣ ଅନୁକୋଣରେ ଶ୍ରୀରାମ ବନବାସ କାଟିଥ‌ିବା ସ୍ଥାନକୁ ପରିଦର୍ଶନ କରୁଛନ୍ତି । ରାମଙ୍କ ପାଦ