Sign in
Sign in
Recover your password.
A password will be e-mailed to you.
ସଡ଼କ ଦୁର୍ଘଟଣା ରେ ମୃତ ଓ ଆହତ ବ୍ୟକ୍ତି ଙ୍କ ପରିବାର ଙ୍କୁ ଚେକ୍ ପ୍ରଦାନ କଲେ ବିଧାୟକ
ବ୍ରହ୍ମପୁର : ଗତ କିଛି ଦିନ ତଳେ ବ୍ରହ୍ମପୁର ର ବିଭିନ୍ନ ୱାର୍ଡ ର ଯାତ୍ରୀ ହରିଶଙ୍କର ଦର୍ଶନ କରିବାକୁ ଯାଉଥିବା ବେଳେ ନୟାଗଡ ଜିଲ୍ଲା ରେ ସଡ଼କ ଦୁର୍ଘଟଣା ରେ ମୃତ ଓ ଆହତ ହୋଇଥିଲେ ଏହି ଦୁଖଃଦ ଖବର ଶୁଣିବ ପରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ସେମାନଙ୍କ ଘରକୁ ଯାଇ ସମବେଦନା!-->…
ନିଆରା ବିବାହ, କଏଦୀଙ୍କୁ ବାହା ହେଲେ ଜେଲର
ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଭୋଗିସାରିଥିବା ଜଣେ କଏଦୀଙ୍କୁ ଉକ୍ତ ଜେଲ୍ ଦାୟିତ୍ବରେ ଥିବା ଜଣେ ମହିଳା ଜେଲର ବିବାହ କରିଥିବା ଘଟଣା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଜଣେ!-->!-->!-->…
ହଣ୍ଟାଭାଇରସ୍ ବ୍ୟାପିଥିବା ଜାହାଜରେ ଅଛନ୍ତି ଦୁଇ ଭାରତୀୟ
ନୂଆଦିଲ୍ଲୀ,: ଆଟଲାଣ୍ଟିକ ମହାସାଗରରେ କେପ୍ ଭର୍ଡେ ନିକଟରେ ଅଟକି ରହିଥିବା କ୍ରୁଜ ଜାହାଜ ‘ଏମ୍ଭି ହଣ୍ଡିୟସ୍’ରେ ହଣ୍ଟାଭାଇରସ୍ ବ୍ୟାପିବା ଘଟଣା ଏବେ ସମସ୍ତଙ୍କୁ ଭୟଭୀତ କରିଛି। ଜାହାଜରେ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଅଛନ୍ତି। ଜାହାଜରେ ହଣ୍ଟାଭାଇରସ୍!-->…
ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଓ ଭିସିକେ: ମୁଖ୍ୟମନ୍ତ୍ରୀ ହେବ ବିଜୟ
ତାମିଲନାଡୁ : ବିଜୟଙ୍କ ସରକାର ଗଠନ କରିବା ନେଇ ତୁଟିଲା ସବୁ ଦ୍ବନ୍ଦ୍ବ । ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ । ଏହାସହିତ ଟିଭିକେ ବହୁମତ ସଂଖ୍ୟା ପାର୍ କରିଛି । ସିପିଆଇ, ସିପିଏମ୍ ଏବଂ ଭିସିକେର ୨ଟି ଲେଖାଏ ମିଶି ୬ ସିଟ୍ ରହିଛି । କଂଗ୍ରେସର ୫ ସିଟ୍ ରହିଛି!-->…
କାର୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଜଳିଗଲା ୪୦୦ରୁ ଅଧିକ ଗାଡ଼ି
ନାଗପୁର : ମହାରାଷ୍ଟ୍ର ନାଗପୁର ଜିଲ୍ଲାରେ ଜଳିଗଲା କାର୍ ଗୋଦାମ । ଖେରୀ ଗାଁ ସ୍ଥିତ ପୁରୁଣା କାର୍ ଗୋଦାମରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଯୋଗୁଁ ଅତିକମରେ ୪୦୦ରୁ ଅଧିକ ପୁରୁଣା କାର୍, ପାର୍ଟସ, ଟାୟାର ଏବଂ ଅନ୍ୟ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ଭୟଙ୍କର ନିଆଁ ଅନେକ ଦୂର ଯାଏଁ!-->…
ସମୁଦ୍ର ମଝିରେ ମହାମାରୀ ଆତଙ୍କ, WHO ର ବଡ଼ ବୟାନ
ନୂଆଦିଲ୍ଲୀ : ସମୁଦ୍ର ମଝିରେ ମହାମାରୀ ଆତଙ୍କ । ହାଣ୍ଟାଭାଇରସ୍ ସ୍ଥିତି ଉପରେ WHO ର ବଡ଼ ବୟାନ। ଡଚ୍ କ୍ରୁଜ୍ ସିପ୍ MV Hondius ରେ ହାଣ୍ଟାଭାଇରସ୍ ର ସଂକ୍ରମଣ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଉଛି । WHOର ମହାମାରୀ ନିରୋଧ ବିଭାଗ!-->…
ଶିକ୍ଷକ ଆଶାୟୀଙ୍କ ଉପରେ ଲାଠିଚାର୍ଜ, ଅନେକ ଛାତ୍ର ଆହତ
ପାଟନା: ବିହାରର ରାଜଧାନୀ ପାଟନାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ଦାବିରେ ଆନ୍ଦୋଳନ କରୁଥିବା ଶହ ଶହ ପ୍ରାର୍ଥୀଙ୍କ ଉପରେ ପୋଲିସ ନିର୍ମମ ଭାବେ ଲାଠିଚାର୍ଜ କରିଛି । ଶୁକ୍ରବାର ଦିନ ପାଟନା କଲେଜରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରାରେ ହଜାର ହଜାର ପୁରୁଷ ଓ ମହିଳା!-->…
ନିଶାସକ୍ତ ଅବସ୍ଥାରେ ନାରକୀୟ କାଣ୍ଡ, ଯୁବକଙ୍କୁ ପିଟିପିଟି ହତ୍ୟା
ବାଲିପାଟଣା : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜାରି ଥିବା ବେଳେ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମରେ ଆଜି ଏକ ସମାନ ପ୍ରକାରର ଘଟଣା ଘଟିଛି। ଅଠାନ୍ତର ଛକରେ ଶୁକ୍ରବାର ଏହି ଜଘନ୍ୟ ହତ୍ୟାକାଣ୍ଡ!-->…
ଅଙ୍ଗନବାଡ଼ି କେନ୍ଦ୍ର ବିକାଶରେ ସହଯୋଗ ପାଇଁ ବିଧାୟକଙ୍କୁ ଚିଠି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ସହଯୋଗ କରିବାକୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ବିଧାୟକଙ୍କୁ ଚିଠି ଲେଖିଛନ୍ତି। ମହିଳା ଓ ଶିଶୁ!-->…
ବସକୁ ପଛପଟୁ ଧକ୍କା ଦେଲା ହାଇୱା, ୧୫ ଯାତ୍ରୀ ଆହତ
କେନ୍ଦୁଝର : ଓଲଟିଲା ଯାତ୍ରୀବାହୀ ବସ । ୧୫ ଯାତ୍ରୀ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ମସିଣାବିଲା ଛକରେ ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଲା ଦ୍ରୁତଗାମୀ ହାଇୱା । ଦୁର୍ଘଟଣାରେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି l!-->…