ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଆଜି ସାର୍ଥକ ହେବାକୁ ଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନାଦେଶ ସହ ପଶ୍ଚିମବଙ୍ଗରେ ସରକାର ଗଢିବାକୁ ଯାଉଛି ବିଜେପି। ପ୍ରଥମ ଥର ପାଇଁ ବଙ୍ଗରେ ବିଜେପିର ଏହି ବିପୁଳ ବିଜୟ ପାଇଁ ଦଳୀୟ କର୍ମକର୍ତ୍ତା, ନେତାଙ୍କୁ ଏହାର ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ନୂଆଦିଲ୍ଲୀସ୍ଥିତ

ଦିଦିଙ୍କୁ ଶକ୍ତ ଧକ୍କା, ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ

କୋଲକତା : ପଶ୍ଚିମବଙ୍ଗ ରାଜନୀତିରେ ବିଜେପିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ଦଳୀୟ ଶିବିର ଉତ୍ସବ ମୁଖର । ୧୫ ବର୍ଷ ପରେ କ୍ଷମତା ପରିବର୍ତ୍ତନ । ପଶ୍ଚିମବଙ୍ଗରେ ପ୍ରଥମ ଥର ଫୁଟିଲା ପଦ୍ମ। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି

ଆସାମରେ ବିଜେପିର ଝଡ ଭିତ​‌ରେ ଗୋଟିଏ ଆସନରୁ ବାଜି ମାରିନେଇଛି ଟିଏମସି

ଆସାମ:କାମ କଲା ମୋଦି ମ୍ୟାଜିକ। ବିଫଳ ହେଲା କଂଗ୍ରେସ । ଆସାମରେ ପୁଣିଥରେ ସରକାର ଗଢ଼ିବ ବିଜେପି। ବହୁମତ ହାସଲ କରିଛି ଭାଜପା। ଆସାମରେ ଭାଜପା ସପକ୍ଷରେ ଯାଇଛି ଜନାଦେଶ। ବିଜେପିର ଝଡ ଭିତରେ ଗୋଟିଏ ଆସନରୁ ବାଜିମାରିନେଇଛି ଟିଏମସି। ମିୟାଁ ପଲିଟିକ୍ସ ଉପରେ ଭାରି ପଡ଼ିଲା

ତଲପତିଙ୍କ ହାରିବା ଗୁଜବ ଶୁଣି ପ୍ରଶଂସକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଆଜି ତାମିଲନାଡୁ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ତଲପତି ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ ଶୁଣି ଜଣେ ୨୮ ବର୍ଷୀୟ ଯୁବକ

କେରଳରେ ପୁଣି ଫେରିଲା UDF

କେରଳ : କେରଳରେ କଂଗ୍ରେସର ବାଜିମାତ୍ । ବାମପନ୍ଥୀଙ୍କ ୧୦ ବର୍ଷର ଶାସନରେ ପଡ଼ିଲା ପୂର୍ଣ୍ଣଛେଦ । ପୁଣି ଫେରିଲା UDF । କେରଳ ରାଜନୀତିରେ ପୁଣି ଥରେ ପରିବର୍ତ୍ତନର ଧାରା । ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ବାମପନ୍ଥୀ ଗୋଷ୍ଠୀ (LDF) କୁ ଶକ୍ତ ଝଟକା ଦେଇ କଂଗ୍ରେସ ନେତୃତ୍ୱାଧୀନ

ତାମିଲନାଡୁ ନିର୍ବାଚନ ଫଳାଫଳ : ହାରିଗଲେ ଷ୍ଟାଲିନ, ବିଜୟ ବିଜୟୀ

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ଏଠାରେ ନୂଆକରି ଗଠନ ହୋଇଥିବା ଟିଭିକେ ସରକାର ଗଠନ କରିବା ସ୍ଥିତିରେ ରହିଛି । ହେଲେ ସବୁଠାରୁ ବଡ଼ କଥା ଓ ଆଶ୍ଚର୍ଯ୍ୟକର କଥା ହେଉଛି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍ କେ ଷ୍ଟାଲିନଙ୍କୁ

ଆସାମରେ ପୁଣି ଫୁଟିଲା ପଦ୍ମ

ଆସାମ : ଆସାମରେ ପୁଣି ବିଜେପି ସରକାର । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ ରହିଛନ୍ତି । ୩ୟ ଥର ପାଇଁ ଆସାମରେ ବିଜେପି ସରକାର ହେବାକୁ ଯାଉଛି । ଭୋଟ ଗଣତି ଜାରି ରହିଛି । ବିଜେପି ଆଗୁଆ ରହିଛି । ହିମନ୍ତ ବିଶ୍ବଶର୍ମା

ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ଘରେ ପହଞ୍ଚିବ ଭତ୍ତା

ଭୁବନେଶ୍ବର: ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଉ ଖରାରେ ବାହାରକୁ ଆସିବାକୁ ପଡ଼ିବ ନାହିଁ । ଏଣିକି ସେମାନଙ୍କୁ ସେମାନଙ୍କ ଘର ଦୁଆରମୁହଁରେ ଭତ୍ତା ଯୋଗାଇ ଦିଆଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର

ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିବା ଘଟଣା: କଣାସ ଥାନାର ୩ ଏଏସ୍‌ଆଇଙ୍କ ବଦଳି, ୪ ଗିରଫ

ପିପିଲି : ପୁରୀ ଜିଲ୍ଲା କଣାସରେ ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିବା ଘଟଣା। କଣାସ ଥାନାର ୩ ଏଏସ୍‌ଆଇଙ୍କୁ ପୁରୀ ଏସ୍‌ପି ବଦଳି କରିଛନ୍ତି। ଜୁମର ବିଶ୍ଵାଳ, ସଞ୍ଜୟ ପାଟ୍ଟଶାଣୀ ଓ ସନ୍ତୋଷ ଉଦୟସିଂହଙ୍କୁ ଅସ୍ତରଙ୍ଗ, କାକଟପୁର ଓ କୃଷ୍ଣପ୍ରସାଦ ଥାନାକୁ ବଦଳି କରାଯାଇଛି।

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ବାଲିଗୁଡା, ତା, ୦୪/୦୫ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ର ବିପୁଳ ବିଜୟ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନଗର ବିଜେପି ପକ୍ଷରୁ ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥ ଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି l ଏ ନେଇ ସୋମବାର ସନ୍ଧ୍ୟା ରେ ସ୍ଥାନୀୟ