ବରଯାତ୍ରୀ ଗାଡିକୁ ପିଟିଲା ହାଇୱା, ୫ ମୃତ

ଯାଜପୁର : ବିବାହ ସାରି ବରଯାତ୍ରୀ ଗାଡି ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ପଛପଟେ ପିଟିଲା ବୋଲେରୋ । ଚାଲିଗଲା ୫ଜଣଙ୍କ ଜୀବନ । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ଅନ୍ୟ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି ସକାଳ ସମୟରେ ଯାଜପୁର ଜିଲ୍ଲା

ଥାନା ଭିତରେ ପଶି ଭଙ୍ଗାରୂଜା କଲା ଦନ୍ତା

ଜଳେଶ୍ବର: ଥାନା ଭିତରେ ପଶି ଭଙ୍ଗାରୂଜା କଲା ଦନ୍ତା ହାତୀ । ବାଲେଶ୍ବର ଜିଲ୍ଲା ବାହାବଳପୁର ସାମୁଦ୍ରିକ ଥାନା ଭିତରେ ଏକ ଦନ୍ତା ହାତୀ ପଶି ଗଛ ଉପାଡିବା ସହ ଗାଡି ମଟର ଭଙ୍ଗାରୂଜା କରିଛି । ଗତ ୪ ଦିନ ଧରି ଚାନ୍ଦିପୁର ଅଞ୍ଚଳରୁ ଏହି ଦନ୍ତା ହାତୀଟି ପଶି ଆସି ବାହାବଳପୁର

ଶିକ୍ଷକ ତଥା ସ୍ତମ୍ଭକାର ଡ଼ ଦ୍ବିତୀଚନ୍ଦ୍ର ସାହୁ ପାଇଲେ ଗେଟ୍‌ୱେ ଓଡ଼ିଶା ସାରସ୍ୱତ ପ୍ରତିଭା ସମ୍ମାନ…

ରାୟଗଡା : ( ଯୋଗେଶ୍ୱର ଦାସଙ୍କ ରିପୋର୍ଟ ) ସ୍ତମ୍ଭକାର ଡ଼ ଦ୍ବିତୀ ଚନ୍ଦ୍ର ସାହୁ ପାଇଲେ ଗେଟ୍‌ୱେ ଓଡ଼ିଶା ସାରସ୍ୱତ ପ୍ରତିଭା ସମ୍ମାନ। ଭୁବନେଶ୍ୱରସ୍ଥ ଉତ୍କଳ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡିଷ୍ଟ୍ରୀ ଲିମିଟେଡ଼ ସମ୍ମିଳନୀ କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ମାରୁତି ମିଡ଼ିଆ ପ୍ରାୟୋଜିତ

ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ …

ରାୟଗଡା : ତା : ୦୪/୯୫/୨୬ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ

“ନିଃସର୍ତ୍ତ ” ର ପ୍ରଭାବ ଶଯ୍ୟାଶାୟୀ ହେମଲତା ବିଷୋୟୀ ଙ୍କୁ ଶେଷରେ ଘରକୁ ଯାଇ ବ୍ୟାଙ୍କ କର୍ମଚାରୀ ଭତ୍ତା…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଓଡ଼ିଆ ସାହିର ୮୦ ବର୍ଷିଆ ଶଯ୍ୟାଶାୟୀ ବୃଦ୍ଧା ଙ୍କୁ ଆଜି ଆସିକା ୟୁନିୟନ ବ୍ୟାଙ୍କ କର୍ମଚାରୀ ମାନେ ଓଡ଼ିଆ ସାହି ରେ ପହଞ୍ଚି ହେମଲତାଙ୍କ ଭତ୍ତା ଟଙ୍କା ଦେଇଛନ୍ତି। ଗତ ଶନିବାର ଦିନ ନିସର୍ତ୍ତ ରେ ଜିତୁ ମୁଣ୍ଡାଙ୍କ ଭଉଣୀର କଙ୍କାଳ ବୁହା ଘଟଣା ପରେ ବି

ମେ’ ୫ରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ ରାଘବ ଚଢ଼ା

ନୂଆଦିଲ୍ଲୀ: ଆଗାମୀ ମେ ୫ରେ ଆପ ଛାଡି ବିଜେପିରେ ମିଶିଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ା ରାଷ୍ଟ୍ରପତି ଦ୍ରୌପଡା ମୁର୍ମୁଙ୍କୁ ଭେଟିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ରାଜନୈତିକ ପ୍ରତିଶୋଧ ପାଇଁ ପଞ୍ଜାବ ସରକାର ସରକାରୀ କଳ ଅପବ୍ୟବହାର କରି ଆପ ଛାଡି ବିଜେପିରେ ମିଶିଥିବା

ଭୋଟ ଗଣତି ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ଘର ଉପରେ ଗୁଳିମାଡ

କଲକତା: ଶନିବାର ରାତିରେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ନୁଆପାରା ଅଞ୍ଚଳରେ ଥିବା ବିଜେପି ଜିଲ୍ଲା ସମ୍ପାଦକ କୁନ୍ଦନ ସିଂହଙ୍କ ବାସଭବନ ଉପରେ ଦୁଇଜଣ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ସିସିଟିଭିରେ କଏଦ ହୋଇଥିବା ଏହି ଘଟଣା ଭୋଟ ଗଣନା ପୂର୍ବରୁ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।

ସମୁଦ୍ର ମଝିରେ ତ୍ରିରଙ୍ଗା ଉଡ଼ାଇ ବିଶ୍ୱ ରେକର୍ଡ କଲା ଭାରତ

ନୁଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସମୁଦ୍ର ତଳେ ସର୍ବବୃହତ ଭାରତୀୟ ଜାତୀୟ ପତାକା ଉଡ଼ାଇ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛି। ଯାହା ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି। ଏହି ରେକର୍ଡ ରାଧାନଗର ବେଳାଭୂମିରେ ହାସଲ କରାଯାଇଛି। ଯେଉଁଠାରେ ନୌସେନା, ପୋଲିସ ଏବଂ

ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ଉଦ୍ଧାର କଲା ବାୟୁସେନା

ଉତ୍ତରପ୍ରଦେଶ:ବାୟୁସେନାର ଦୁଃସାହସିକ ରେସକ୍ୟୁ । ପାଣି ଟାଙ୍କି ଉପରୁ ୨ ଜଣଙ୍କୁ ବଞ୍ଚାଇଲା ବାୟୁସେନା । ପାଣି ଟାଙ୍କି ଉପରେ ଫସିଥିବା ଦୁଇଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର । କେବଳ ଦେଶର ଆକାଶମାର୍ଗକୁ ସୁରକ୍ଷା ଦିଏନାହିଁ, ବରଂ ବିପତ୍ତି

ଦିଲ୍ଲୀ ବିବେକ ବିହାରରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ:ଦିଲ୍ଲୀର ବିବେକ ବିହାରର ଏକ ଫ୍ଲାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ ଟା ୪୭ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ