Sign in
Sign in
Recover your password.
A password will be e-mailed to you.
୧.୨୩ ଲକ୍ଷ ବଞ୍ଚିତ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା
ଭୁବନେଶ୍ଵର: ବଞ୍ଚିତ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା ଟଙ୍କା । ୩ୟ କିସ୍ତିରୁ ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି। ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏହି ମହିଳା ମାନେ ଗତ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା!-->…
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ : ଦୁଇ ଦେଶୀ ବନ୍ଧୁକ ଜବତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧୀନ ସାପେରି ଗ୍ରାମରେ କାମଦେବ ମାଝୀ (୩୩) ଙ୍କୁ ଶିକାର କରିବାକୁ କହି ଘରୁ ଡାକି ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ବାଲିଗୁଡା ଏସଡିପିଓ ଶୁଭମ ଭୋଶଲେ ଓ ବେଲଘର ଥାନା ଅଧିକାରୀ ସୌମ୍ୟରଞ୍ଜନ ପତି ଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ କରି!-->…
୬ ଦିନ ହେଲା ଜଳ ଯୋଗାଣ ଠପ, ରାସ୍ତାରୋକ କଲେ ମହିଳା
ଟିଟିଲାଗଡ଼: ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ବ୍ଲକର ଦେଶିଲ ଏବଂ ବାନ୍ଧୁପଳା ଗାଁରେ ଦୀର୍ଘ ୬ ଦିନ ହେଲା ପାନୀୟ ଜଳ ଯୋଗାଣ ଠପ ହୋଇପଡିଛି । ଏହାକୁ ନେଇ ଅଭିଯୋଗ ସତ୍ବେ ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ!-->…
ରାଜ୍ୟରେ ଆତଙ୍କ ଖେଳାଇଛନ୍ତି ସୁପାରି କିଲର….
ଭୁବନେଶ୍ୱର : ରାଜ୍ୟରେ ପୁଣି ଆତଙ୍କ ଖେଳାଇଛନ୍ତି ସୁପାରିକିଲର (ଭଡ଼ାଟିଆ ହତ୍ୟାକାରୀ)। ସୁପାରିକିଲରଙ୍କ ସହାୟତାରେ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ରଚୁଛନ୍ତି ଷଡ଼ଯନ୍ତ୍ରକାରୀ। ବ୍ୟବସାୟିକ ଶତ୍ରୁତା, ରାଜନୈତିକ ଛକାପଞ୍ଝା, ଜମିବାଡ଼ି ବିବାଦ, ପ୍ରେମରେ ପ୍ରତାରଣା ଘଟଣାକୁ ନେଇ!-->…
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରୁଛି ଓଡ଼ିଶା ପରିବାର
ଭୁବନେଶ୍ବର : ଇଂଲଣ୍ଡରୁ ଜାପାନ ଆଉ ଦୁବାଇରୁ ଘାନା। ନିକଟରେ ଦକ୍ଷିଣ ଆଫ୍ରିକା ଏବଂ କୁଏତରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଡ଼ି ହୋଇଛି ଓଡ଼ିଶା ପରିବାର ନିର୍ଦେଶାଳୟ। ଏହା ରାଜ୍ୟ ତଥା ଦେଶ ବାହାରେ ଥିବା ପ୍ରତିଟି ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ତଥା ଓଡ଼ିଆ ଭାଷା,!-->…
ପରିଚୟ ହରାଇବାକୁ ବସିଲାଣି ଚିଲିକା, ସଙ୍କଟରେ ୫ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା…
ଛତ୍ରପୁର : ପ୍ରକୃତିର ଅନନ୍ୟ ବରଦାନ ଏସିଆର ସର୍ବବୃହତ ତଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲବଣାକ୍ତ ଚିଲିକା ହ୍ରଦ ଏବେ ପରିଚୟ ହରାଇବାକୁ ବସିଲାଣି। ବିଭିନ୍ନ କାରଣରୁ ଏହି ହଦ୍ର ପୋତି ହେବା ସହ ଅନେକ ପ୍ରଜାତିର ମାଛବଂଶ ମଧ୍ୟ ବିଲୁପ୍ତ ହେବାରେ!-->…
ସଂସ୍କୃତି ବିଭାଗକୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗ
ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଛି ଅନେକ କାର୍ଯ୍ୟାଳୟ, ସ୍ବୟଂଶାସିତ ସଂସ୍ଥା ଏବଂ ପ୍ରେକ୍ଷାଳୟ। ହେଲେ ଏସବୁର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବେ ଦିଗହରା। ବିଭିନ୍ନ ଏକାଡେମୀର ଥିବା ବାଇ-ଲ’ ଅନୁସାରେ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ ହେଉଛି। ବିଭାଗ!-->…
ପିକଅପ ଭ୍ୟାନ-ବାଇକ ମୁହାଁମୁହିଁ ଧକ୍କା: ଦୁଇ ମୃତ
ଟିଟିଲାଗଡ଼ : ଟିଟିଲାଗଡ଼ରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟ ଘଟିଛି । ପିକଅପ ଭ୍ୟାନ (ନମ୍ବର OD03AE 5918) ଏବଂ ଟିଭିଏସ ବାଇକ ( ନମ୍ବର OD17W5241 ) ମଧ୍ୟରେ ମୁହାଁ ମୁହିଁ ଧକ୍କା!-->…
ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ଧୁମ ପିଟିଲେ ଲୋକେ
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଳିଆ ଗ୍ରାମର ଜନୈକା ବିବାହିତା ମହିଳାଙ୍କୁ ଦୀର୍ଘ ବର୍ଷ ଧରି ଗୁଣି ଗାରେଡି କରି ହଇରାଣ କରୁଥିବା ଅଭିଯୋଗରେ ସମ୍ପୃକ୍ତ ଗୁଣିଆକୁ ଅଟକ ରଖି ନିର୍ଧୁମ ପିଟିଲେ ଲୋକେ । ସୂଚନା ଅନୁଯାୟୀ, ସିଂଲା ଥାନା କଇନଗରୀ ପଞ୍ଚାୟତ ଅନ୍ତର୍ଗତ!-->…
ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ, ଜଣେ ମୃତ
ଯାଜପୁର ଟାଉନ୍ : ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଜଣେ ମୃତ ହୋଇଥିବା ବେଳେ ଉଭୟ ପରିବାରର ୭ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ମୃତକ ହେଲେ ଗୋବିନ୍ଦ ଘଡାଇ। ସମସ୍ତ ଆହତ ବ୍ୟକ୍ତି ଯାଜପୁର ଜିଲ୍ଲା ମୁଖ୍ୟ ଚିକିଶ୍ଚାଳୟରେ ଭର୍ତ୍ତି କରାଯାଇଛି । ଏଭଳି!-->…