କୁଅରେ ପଡ଼ି ଯୁବକ ମୃତ

ହିଞ୍ଜିଳିକାଟୁ (୧୭।୭) : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଘର ନିକଟରେ ଥିବା କୂଅ ଚାନ୍ଦିନୀରେ ଜୈନିକ ଵ୍ୟକ୍ତି ଅସାବଧାନତା କାରଣରୁ ଗଳି ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ଉକ୍ତ

ଜାଗୃତି ଏକାଡେମୀ ପକ୍ଷରୁ  ରାଜ୍ୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା…

ବ୍ରହ୍ମପୁର //ଭୁବନେଶ୍ୱର(୧୬/୦୭) : ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। । ଆଜି ଅର୍ଥାତ ରବିବାର ଭୁବନେଶ୍ୱରର ସତ୍ୟନଗର ଦୁର୍ଗାପୂଜା ମଣ୍ଡପ ନିକଟ ଦି ପାର୍କ ପ୍ରିମିୟମ ଠାରେ ଜାଗୃତି ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।

ଆଲକାରାଜଙ୍କୁ ୱିମ୍ବଲଡନ୍‌ ଟ୍ରଫି

ଲଣ୍ଡନ୍: ୱିମ୍ବଲଡନ୍‌ ଟେନିସ୍ ପ୍ରତିଯୋଗିତାକୁ ମିଳିଛି ନୂଆ ଏକକ ପୁରୁଷ ବିଜେତା। ୨୦ ବର୍ଷୀୟ ଯୁବ ସ୍ପେନୀୟ ତାରକା କାର୍ଲୋସ୍‌ ଆଲକାରାଜ ଗାର୍ଫିଆ ରବିବାର ୫ ସେଟ୍‌ର ଫାଇନାଲ୍‌ରେ ୧-୬, ୭-୬ (୮-୬), ୬-୧, ୩-୬, ୬-୪ରେ ସର୍ବିୟା କିଂବଦନ୍ତି ନୋଭାକ ଜୋକୋଭିକ୍‌ଙ୍କ ରେକର୍ଡ ସ୍ବପ୍ନକୁ

ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତା: ମାର୍କେଟାଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ମୁକୁଟ

ଲଣ୍ଡନ୍‌ : ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଚେକ୍‌ ଗଣରାଜ୍ୟ ଖେଳାଳି ମାର୍କେଟା ଭନ୍ଦ୍ରୋସୋଭା ପ୍ରଥମ ଥର ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ଜିତିଛନ୍ତି। ୱିମ୍ବଲଡନ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ୍‌ରେ ଶନିବାର ବିଶ୍ବର ୪୨ ନମ୍ବର ଭନ୍ଦ୍ରୋସୋଭା ୬-୪, ୬-୪ ସିଧାସଳଖ

ବିରୋଧୀ ଦଳ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର। 24 ଟି ବିରୋଧୀ ଦଳ ସହ ଏନସିପି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା। ଆଜି ବେଙ୍ଗାଲୁରୁରେ ଏକ ଅନୌପଚାରିକ ଆଲୋଚନା ହେବା ପରେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିରୋଧୀ ଦଳ

ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ କେ ପୋନମୁଡୀଙ୍କ ଘରୁ ଇଡ଼ି ଜବତ କଲା ୬୦ ଲକ୍ଷ

ଚେନ୍ନାଇ : ତାମିଲନାଡୁର କ୍ଷମତାସୀନ ଡିଏମକେର ବରିଷ୍ଠ ନେତା ତଥା ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡୀଙ୍କ ଘରେ ହଠାତ୍‌ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତାଙ୍କ ଘରେ ସମେତ ଏକାଧିକ ସ୍ଥାନରେ ରେଡ୍‌ କରି ଇଡିର ଅଧିକାରୀମାନେ ନଗଦ ୬୦ ଲକ୍ଷ ଟଙ୍କା ଜବତ

କୁନୋ ଚିତା ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଛି: ଏନ୍‌ଟିସିଏ

ନୂଆଦିଲ୍ଲୀ : ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରୀକରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛନ୍ଦ ବିଚରଣ ଓ ଖାଦ୍ୟ ଶିକାର ପାଇଁ ମଧ୍ୟ ଏହି

ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ଟି ପୂର୍ବରୁ ହବିବଗଞ୍ଜ ଷ୍ଟେସନ ଭାବେ ଜଣା ଯାଉଥିବା ରାନୀ କମଲାପତି ଷ୍ଟେସନ୍‌ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।ବ୍ୟାଟେରି

୨୦୨୪ ଫାଇଟ୍, ୩୫୦+ ଆସନ ପାଇଁ ବିଜେପିର ବିଶେଷ ରଣନୀତି

ନୂଆଦିଲ୍ଲୀ : ୨୦୧୪ ନିର୍ବାଚନ ପରଠାରୁ ବଦଳିଯାଇଛି ଦେଶର ରାଜନୈତିକ ସମୀକରଣ। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶାସନରେ ଥିବା କଂଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲା ଭାରତୀୟ ଜନତା ପାର୍ଟି। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରି ଦ୍ୱିତୀୟ ଥର ପାଇଁ ଗାଦିରେ

ଆପ୍‌କୁ କଂଗ୍ରେସ ସମର୍ଥନ: ତଥାପି ଦିଲ୍ଲୀ ବିଲ୍‌କୁ ପାସ୍‌ କରାଇବାକୁ ସକ୍ଷମ ହେବେ କେନ୍ଦ୍ର ସରକାର..!

ନୂଆଦିଲ୍ଲୀ :  ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସଂସଦର ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର ବିଲ୍‌ ଆଣିବେ। ଲୋକସଭାରେ ଏହି ବିଲ୍‌କୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହଜରେ ପାରିତ କରାଇ