Sign in
Sign in
Recover your password.
A password will be e-mailed to you.
ଗୋପାଳପୁର ବନ୍ଦର ପକ୍ଷରୁ ପଣ୍ୟ ଲୋଡିଂରେ ସର୍ବକାଳୀନ ରେକର୍ଡ ହାସଲ…
୪୦ ଘଂଟାରେ ୮୬,୭୦୦ ମେଟରିକ୍ ଟନ୍ ଲୁହାପଥର ଲୋଡିଂ
ଗୋପାଳପୁର : ରାଜ୍ୟର ଗଭୀରତମ ସବୁଦିନିଆ ଓ ଚବିଶ ଘଂଟା ପରିଚାଳିତ ହେଉଥିବା ବନ୍ଦର ଗୋପାଳପୁର ବନ୍ଦର ଶୁଭାରମ୍ଭ ହେବା ପରଠାରୁ ମାନୁଆଲ୍ ମାଧ୍ୟମରେ ଦ୍ରୁତତମ ଲୁହାଥର ଲମ୍ପ୍ସ ଲୋଡିଂ ହାସଲ କରିଛି।
ଜେଏସ୍ଡବ୍ଲୁ ଷ୍ଟିଲ୍ ଦ୍ୱାରା!-->!-->!-->!-->!-->…
କନ୍ଧମାଳର ନୃତ୍ୟଶିଳ୍ପୀମାନେ ଭୁବନେଶ୍ଵରରେ ସମ୍ବର୍ଦ୍ଧିତ
ଫୁଲବାଣୀ : ଭୁବନେଶ୍ଵର ସ୍ଥିତ ଓଡିଶୀ ଗବେଷଣା କେନ୍ଦ୍ର ଠାରେ ତ୍ରିଧାରା ଅନୁଷ୍ଠାନ ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଓଡିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ ଡ ଦେବପ୍ରସାଦ ଦାସ ଙ୍କ ୩୭ ତମ ଶ୍ରଦ୍ଧାଞ୍ଜଳି ଉତ୍ସବରେ କନ୍ଧମାଳର ଅଗ୍ରଣୀ ନୃତ୍ୟ ସଙ୍ଗୀତ!-->…
ଦାରିଙ୍ଗବାଡ଼ି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଫାଟକ ସମ୍ମୁଖରେ ଧାରଣା
ଦାରିଙ୍ଗବାଡ଼ି (୧୭/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷାଗାରରେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନଥିବା ନେଇ ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏହି!-->…
ଚୋରା ସୁନାର ପେଣ୍ଠସ୍ଥଳି ଆସିକା : ମାଳମାଳ ସୁନା ଦୋକାନ
ବ୍ରହ୍ମପୁର : ଜିଲ୍ଲାରେ ସବୁଠାରୁ ଅଧିକ ସୁନା ଦୋକାନ ଆସ୍କା ସହରରେ । ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳର ଲୋକେ ଆସ୍କା ଆସି ସୁନା ହୋଲସେଲ ଓ ଖୁଚରା ଦରରେ କ୍ରୟ କରନ୍ତି । କିଛି ବର୍ଷ ତଳେ ଆସ୍କା ମହାତ୍ମାଗାନ୍ଧୀ ରୋଡ଼ ରେ ବହୁ ସୁନା ଦୋକାନ ରହିଥିଲା । ବର୍ତ୍ତମାନ ଅଧିକାଂଶ ସୁନା!-->…
୧୦ ନଂ ୱାର୍ଡର ସାହି କୁ ସାହି ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିଲେ ବିଧାୟକ
ଛତ୍ରପୁର : ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ରବିବାର ଅଚାନକ ସ୍ଥାନୀୟ ଏନଏସି ଅନ୍ତର୍ଗତ 10ନଂ ୱାର୍ଡ ର ବିଭିନ୍ନ ସାହି ର ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ୱାର୍ଡ ରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ | ଏହା ସହିତ ୱାର୍ଡ ବାସୀଙ୍କ ଆବଶ୍ୟକ!-->…
ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ…
ଛତ୍ରପୁର : ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରବିବାର ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ 10ନଂ ୱାର୍ଡ ର ବ୍ୟାରେକ ସ୍କୁଲ ନିକଟରେ ପରିବେଶ ସୁରକ୍ଷା ନିମନ୍ତେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟ୍ରଷ୍ଟ ର ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର ଙ୍କ!-->…
ବିଜୁ କଲ୍ୟାଣମଣ୍ଡପଠାରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ସ୍ୱାସ୍ଥ୍ୟ ଶିବିରକୁ ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଓ!-->…
ଫୁଲବାଣୀ ମେଡିକାଲ କଲେଜ ପରିସରରେ ୫ଫୁଟର ଅଜଗର ସାପ ଉଦ୍ଧାର
ଫୁଲବାଣୀ : ଆଜି ମଧ୍ୟାହ୍ନ ସମୟରେ ଫୁଲବାଣୀ ମେଡିକାଲ କଲେଜ ପରିସରରେ ଏକ ୫ଫୁଟର ଅଜଗର ସାପ ପଶିଯାଇଥିବା ନେଇ କଲେଜ କାର୍ଯ୍ୟ ନିର୍ମାଣ କରୁଥିବା ସଂସ୍ଥାରୁ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକଙ୍କୁ ଯୋଗାଯୋଗ କରାଯାଇଥିଲାl ତୁରନ୍ତ ଟିମର ସ୍ନେକ ହେଲ୍ପଲାଇନ ସଦସ୍ୟ ଭି. ଜଗନ୍ନାଥ ରାଜୁ,!-->…
ପାରାଲିଗାଲ ସ୍ୱେଛାସେବୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ, ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସଭାଗୃହରେ ଆଜି ତା ୧୬.୭.୨୦୨୩ରେ ପାରା ଲିଗାଲ ସ୍ୱେଛାସେବୀଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି lଏହି କାର୍ଯ୍ୟକ୍ରମରେ ସତ୍ୟପୀର ମିଶ୍ର,!-->…
ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘମ୍ ର କଳାକାର ମହାସମାବେଶ ନିମନ୍ତେ ପ୍ରସ୍ତୁତି…
ବ୍ରହ୍ମପୁର //କାଞ୍ଚିଲି (ଆନ୍ଧ୍ରପ୍ରଦେଶ), ତା. ୧୭/୦୭ : ଆନ୍ଧ୍ରପ୍ରଦେଶର ଅର୍ଦ୍ଧାଂଶରୁ ଉର୍ଦ୍ଧ୍ବ ଅଞ୍ଚଳରେ ଓଡିଆ ବସତି ରହିଛି । ସେମାନେ ୧୯୩୬ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମୟରେ ବିଭାଜିତ ହୋଇଛନ୍ତି । ସେଇ ବିଛିନ୍ନାଞ୍ଚଳବାସୀ ଓଡିଆମାନେ ଆଜି ମଧ୍ଯ ସେଠାରେ ନିଜ ଭାଷା, ସାହିତ୍ୟ ଓ!-->…