ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ପନିକି ଚୋଟରେ ସ୍ତ୍ରୀ ମୃତ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନସ୍ଥ ବଣିଆହୁଡ଼ି ଗ୍ରାମରେ ଘଟିଯାଇଛି ଏକ ଅଘଟଣ। ଏଠାରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଏକ ପନିକିରେ ହାଣି ହତ୍ୟା କରିଛି।ସୂଚନା ଅନୁଯାୟୀ, ଗ୍ରାମର ବାପୁନୁ ବିନ୍ଧାଣୀ ଓ ତାଙ୍କ ସ୍ତ୍ରୀ

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ଏନସିପି ନେତା ଅଜିତ ପାୱାରଙ୍କୁ ମିଳିଲା ଅର୍ଥ, ଆଉ ୮ ଜଣଙ୍କୁ ମିଳିଲା ଅନ୍ୟ…

ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା-ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେଇ ଗତ ମାସରେ ନିଜ ଦାଦା ତଥା ଦଳର ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କୁ ରାଜ୍ୟ ରାଜକୋଷର ଚାବି ପ୍ରଦାନ

ଶେଷ ହୋଇଗଲାଣି ୟୁକ୍ରେନର ଅସ୍ତ୍ରଶସ୍ତ୍ର, ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣିବାକୁ ଯୋଜନା

ଇସ୍ଲାମାବାଦ : ଏକ ଜରୁରୀକାଳୀନ ପାକିସ୍ତାନ ଗସ୍ତରେ ଆସୁଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା । ଏହି ସମୟରେ ଅସ୍ତ୍ରଶସ୍ତ୍ର କ୍ରୟକୁ ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇପାରେ । ରୁଷ୍ ସହ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନ୍ ସେନା ଆଜିକାଲି ଅସ୍ତ୍ରଶସ୍ତ୍ରର ଘୋର ଅଭାବ ସହ ସଂଘର୍ଷ

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ବାଘ, ଘଡିଆଳ ଦେଇ ଆଣିବେ ଗିବନ ଓ ଚିତାବିରାଡ଼ି

ଭୁବନେଶ୍ୱର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଆସିବେ ଗିବନ ଓ ଚିତାବିରାଡି । ବାଘ ଓ ଘଡିଆଳ ବଦଳରେ ଆସିବେ ଏହି ଗିବନ ଓ ଚିତାବିରାଡି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାମ ୨ଟି ହୁଲକ ଗିବନ ଓ ଦୁଇଟି ଚିତାବିରାଡି ଆଣିବ । ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗର

ସାଧାରଣ ନିର୍ବାଚନ ପାଇଁ ବିଜେପି-ବିଜେଡି ପ୍ରସ୍ତୁତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟ ପାଇଁ ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରିବା ପାଇଁ ଗୌହାଟୀରେ ବିଜେପିର ବୈଠକ ପରେ ତାଙ୍କ

ଟମାଟୋ ଅଭାବ ଯୋଗୁଁ ବଢିଲା ଟମାଟୋ ପ୍ୟୁରି ଓ ସସ୍ ଚାହିଦା, କେତେକ ସହରରେ ଷ୍ଟକ୍ ନାହିଁ

ନୂଆଦିଲ୍ଲୀ: ବର୍ଷା ଯୋଗୁଁ ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଥିବାରୁ ଟମାଟୋଦର ବୃଦ୍ଧି ଯୋଗୁଁ ଏଥିରୁ ଉତ୍ପାଦିତ ଦ୍ରବ୍ୟ (ଟମୋଟୋ ପ୍ୟୁରି, ସସ୍, ପେଷ୍ଟ ଇତ୍ୟାଦି) ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଏହା ଫଳରେ ଦେଶର କେତେକ ସହରରେ ତଥା ଅନଲାଇନ ଷ୍ଟୋରଗୁଡ଼ିକରେ ଟମାଟୋ ପ୍ୟୁରିର ଅଭାବ

ବନ୍ଦ ରହିବ ମାର୍କେଟ୍ ବିଲ୍ଡିଂ, କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ସ୍ଥାୟୀ ଦୋକାନୀ

ଭୁବନେଶ୍ବର: ଉଗ୍ରରୂପ ନେଇଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ। ଜବରଦଖଲ କରି ବସିଥିବା ଉଠାଦୋକାନୀଙ୍କୁ ହଟାଇବାରେ ବିଏମ୍ସି ବିଫଳ ହୋଇଥିବାରୁ ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ମାର୍କେଟ୍ ବିଲ୍ଡିଂ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ତିନିଦିନ ଭିତରେ

ଡବେରୀ ସେବାଶ୍ରମରେ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କ ହୃଦଘାତରେ ବିୟୋଗ…

ଦାରିଙ୍ଗବାଡ଼ି,୧୪/୭, ଦାରିଙ୍ଗବାଡ଼ି ସ୍ଥିତ ଡବେରୀ ସେବାଶ୍ରମରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଞ୍ଜିତା ପ୍ରଧାନ(୫୪)ଙ୍କ ହୃଦଘାତରେ ବିୟୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଯେ ମୃତ ରଞ୍ଜିତା ନିମୋନିଆ ରୋଗରେ ପୀଡିତ ଥିଲେ । ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହୋଇ ଥିବାରୁ ତାଙ୍କୁ ବୁଧବାର

୫ଦଫା ଦାବି ନେଇ ଜିଲ୍ଲା କଂଗ୍ରେସର ୧୨ଘଟିଆ ବନ୍ଦ ଡାକରା…

ମାଲକାନଗିରି : ଆଜି ୧୨ ଘଂଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ l ୫ଦଫା ଦାବିନେଇ ଜିଲ୍ଲା କଂଗ୍ରେସର ଏକ ଟିମ ଗତ ୨୩/୦୬ ରେ ଜିଲ୍ଲାପାଳଙ୍କୁ ଏକ ଦାବି ପ୍ରଦାନ କରିଥିଲେ l ଜିଲ୍ଲାପାଳଙ୍କୁ ଦେଇଥିବା ସମୟ ସିମା ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ l