Sign in
Sign in
Recover your password.
A password will be e-mailed to you.
ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ଲାଗୁ କରିବା ପାଇଁ ଦାବିପତ୍ର
ରାୟଗଡ଼ା (୧୧/୦୭) : ଆମ ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାବଲମ୍ବୀମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ, ଭାରତୀୟ ସମ୍ବିଧାନର ଧାରା ୪୪ କୁ!-->…
ସ୍ଵର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ
ହିଞ୍ଜିଳିକାଟୁ (୧୧।୭) : ପ୍ରେସକ୍ଲବ ହିଞ୍ଜିଳିକାଟୁର ପୂର୍ବତନ ସଭାପତି ସ୍ଵର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ତୃତୀୟ ବାର୍ଷିକୀ ତିରୋଧାନ ଦିବସରେ ମଙ୍ଗଳବାର ଦିନ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରେସକ୍ଳବ ହିଞ୍ଜିଳିକାଟୁ ସଭାପତି ଦୀତିକୃଷ୍ଣ ପଣ୍ଡା ଙ୍କ!-->…
୪ ଦିନ ଧରି ବ୍ରାହ୍ମଣୀଗାଁସ୍ଥିତ ଦୁଇଟି ଏଟିଏମରେ ଟଙ୍କା ନଥାଇ ଅଚଳ ରହିଛି
ଦାରିଙ୍ଗବାଡି, ୧୧/୦୭ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାରସ୍ଥିତ ୨ଟି ଷ୍ଟେଟ ବ୍ୟାଙ୍କ ଏଟିଏମରେ ଟଙ୍କା ନଥାଇ ଅଚଳ ଅବସ୍ଥାରେ ୪ ଦିନ ଧରି ପଡି ରହିଥିବା ଖବର ହସ୍ତଗତ ହୋଇଛି । ୪ ଦିନ ଧରି ଏଟିଏମରେ ଟଙ୍କା ନଥିବାରୁ ସାଧାରଣ ଜନତା ଜରୁରୀ ଆବଶ୍ୟକତାରେ ପଇସା ଉଠେଇ ନ ପାରି!-->…
ଫୁଲବାଣୀ ପୌର ପରିଷଦର ବିଭିନ୍ନ ୱାର୍ଡରେ ଜାଗା ମିଶନ ଉପଦେଷ୍ଟା
ଫୁଲବାଣୀ : ରାଜ୍ୟ ସରକାରଙ୍କ ଜାଗାମିଶନର ଉପଦେଷ୍ଟା ହରି ଶଙ୍କର ରାଉତ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦ ର ବିଭିନ୍ନ ୱାର୍ଡ଼ ଯଥା ୪,୮,୯,୧୦ ଓ ୧୧ ନମ୍ବର ର ସମସ୍ତ ଜାଗା ମିଶନର କାର୍ଯ୍ୟ ସମୀକ୍ଷା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ଯୁବ!-->…
ଆବାସ ଯୋଜନା ଘର ଅପେକ୍ଷାରେ ଗରିବ ପରିବାର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେନାପଡ଼ି ଗ୍ରାମର କାର୍ଜି ଦିଗାଲ ଭଲ ଘରଟିଏ ନଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ସହିତ ରହି ଆସୁଛନ୍ତି । ମାଟି ଘର ସହିତ ଭଙ୍ଗା ଟିଣ ଛପର କରି ରହୁଛନ୍ତି । ପରିବାର କହିଲେ ପାଞ୍ଚ ପ୍ରାଣୀ!-->…
ପୋଲିସ ର ବର୍ବରତା : ଯାଂଚବେଳେ ପୋଲିସର ଲାଠି ପାହାରରେ ଯୁବକ ଗୁରୁତର…
୫ଟି ଅଧୀନରେ ଥାଇ ଏପରି କାର୍ଯ୍ୟକୁ ନେଇ ୫ଟିର ସ୍ଵଛତା ଓ ଅନୁଶାସନ କୁ ନେଇ ଉଠୁଛି ପ୍ରଶ୍ନ..?
ମାଲକାନଗିରି : କାଲିମେଳା ପୋଲିସ ର କାର୍ଯ୍ୟ ଶୈଳୀ ରେ ପରିବର୍ତ୍ତନ ଆଣିବା ସହ ଲୋକେ ଯେପରି ପୋଲିସକୁ ଭୟ ନ କରି ପୋଲିସ ଉପରେ ବିଶ୍ୱାସ କରିବେ ସେଥିପାଇଁ ରାଜ୍ୟ ସରକାର ପୋଲିସ ବିଭାଗକୁ!-->!-->!-->!-->!-->…
ଗଦାପୁର – ପୁଟୁଡୁମା ପ୍ରଧାନମନ୍ତ୍ରୀ ରାସ୍ତା ମରଣଯନ୍ତା, ଗମନା ଗମନରେ ସମସ୍ୟା
ଦାରିଙ୍ଗବାଡ଼ି (୧୦/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ (ଆର ଡି) ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଗ୍ରାମାଞ୍ଚଳର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରାସ୍ତା ଗୁଡିକର ଦୁରାବସ୍ଥା ନକହିବା ଭଲ। ଗ୍ରାମାଞ୍ଚଳର ଜନ ସାଧରଣଙ୍କ ଗମନା ଗମନର ସୁବିଧା କରିବାକୁ ଯାଇ କେନ୍ଦ୍ର ଓ ରାଜ୍ୟ!-->…
ନୂତନ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଦାବୀ
ଦାରିଙ୍ଗବାଡ଼ି, ୧୦/୦୭ : ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ସର୍ଵ ସାଧାରଣଙ୍କ ପାଇଁ ରହିଛି। ଏହିପରି କି ମା ଓ ଗର୍ଭସ୍ତ ଶିଶୁ ଠାରୁ ଆରମ୍ଭ କରି ମୃତ ବ୍ୟକ୍ତିଙ୍କ ପରିବାର ପର୍ଯ୍ୟନ୍ତ ଯୋଜନା ରହିଛି। ତନ୍ମମଧ୍ୟରୁ ଅଙ୍ଗନୱାଡ଼ି ସେବା କାର୍ଯ୍ୟକ୍ରମ ଅନ୍ୟତମ। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ!-->…
୨ଚୋରା ବାଲି ଟ୍ରାକ୍ଟର ଜବତ : ଭାଇରାଲ ଭିଡ଼ିଓକୁ ନେଇ ଚର୍ଚ୍ଚା
ହିଂଜିଳିକାଟୁ, ୨ା୭: ଗଂଜାମ ଜିଲ୍ଲା ହିଂଜିଳିକାଟୁ ତହସିଲର ବିଭିନ୍ନ ନଦୀ ଘାଟରୁ ସରକାରୀ ଲିଜ ହୋଇ ନଥିବା ଘାଟରୁ ପ୍ରତିଦିନ ଶହଶହ ଗାଡ଼ି ବାଲି ଚୋରା ଚାଲାଣ ହେଉଥିବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିଛି । ବର୍ଷା ଋତୁରେ ନଦୀରେ ପାଣି ଆସିବା ଫଳରେ ବାଲି ଉଠାଣ ହୋଇ ପାରିବ ନାହିଁ ।!-->…
ବିଏସଏଫ ଦ୍ୱାରା ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି, (୧୦।୭) : ସର୍ଚ୍ଚ ଅପରେସନ ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କଲେ ବିଏସଏଫ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ବଡିଗେଟାରେ ଥିବା ୧୪୨ ବିଏନ୍ ବିଏସଏଫ ଜବାନ ମାନେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ କରୁଥିବା ବେଳେ ଗମ୍ଫାକୋଣ୍ଡା!-->…