Sign in
Sign in
Recover your password.
A password will be e-mailed to you.
ମମତାଙ୍କୁ ଜିଲ୍ଲା ପ୍ରଶାସନର ସହାୟତା
ମାଲକାନଗିରି (୧୦/୦୭) : ମାଲକାନଗିରି ଜିଲ୍ଲାର ମେଧାବୀ ଛାତ୍ରୀ ମମତା ପ୍ରଧାନୀଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲା ପ୍ରଶାସନ । ଆଜି ଜିଲ୍ଲାପାଳ, ଶ୍ରୀ ବିଶାଲ ସିଂ ମାଥିଲି ବ୍ଲକର ଉଦୁଲିବେଡା ଗ୍ରାମପଞ୍ଚାୟତର ବାଲିଗୁଡା ନିବାସୀ ମମତା ପ୍ରଧାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ!-->…
ପୁଣି କଳାବ୍ୟାଚ ପରିଧାନ କଲେ ଆଉଟସୋର୍ସିଙ୍ଗ କର୍ମଚାରୀ
ଫୁଲବାଣୀ :କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଦପ୍ତରମାନଙ୍କରେ ଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନେ କଳା ବ୍ୟାଚ ପରିଧାନ ପୂର୍ବକ ନିଜ ନିଜ ବିଭାଗରେ କାର୍ଯ୍ୟ କରୁଛନ୍ତି l ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ, ପ୍ରତିଶ୍ରୁତି ରକ୍ଷା କରି ନ ଥିବାରୁ ଓଡିଶା ସରକାରୀ ଆଉଟସୋର୍ସଙ୍ଗ!-->…
ଚିକିଟିରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ବିକାଶ ଅଭିଯାନ
ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ସୋମବାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ବିକାଶ ଅଭିଯାନ ବା "ମୁକ୍ତା ଯୋଜନା’ ବିଷୟ ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିସନ ଶକ୍ତି, ସ୍ଵୟମ ସହାୟକ ଗୋଷ୍ଠୀ ଓ ଅଧିକାରୀମାନଙ୍କ ଦକ୍ଷତା ବିକାଶ!-->…
କଂଗ୍ରେସର ଭ୍ରଷ୍ଟାଚାର ବିରୋଧୀ ରାଲି
ନନ୍ଦାହାଣ୍ଡି (୧୦/୦୭) : ଆଜି ନବରଙ୍ଗପୁର ଜ଼ିଲ୍ଲା ସଦରଠାରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ଏକ ବିଶାଳକାୟ ରାଲି କରି ଶାସ୍ତ୍ରୀ ଭବନ ଠୁ ବାହାରି କଂଗ୍ରେସ ଭବନ ଯାଏ ବିଭିନ୍ନ ସ୍ଲୋଗାନ ଦେଇ ଭ୍ରଷ୍ଟାଚାର ବିରୋଧୀ ନାରା ଲଗାଇ କଂଗ୍ରେସ ଭଵନ ଠାରେ ପହଂଚି ନବରଙ୍ଗପୁର ବଞ୍ଚାଓ ଓ!-->…
ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକ, ଚଳିତ ବର୍ଷ ଫୁଲବାଣୀରେ ହେବ ଅଲ୍ ଓଡିଶା ଲୟରର୍ସ ଆସୋସିଏସନ ସମ୍ମିଳନୀ
ଫୁଲବାଣୀ ୧୦।୭, :ଫୁଲବାଣୀ ବାର ଆସୋସିଏସନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଓକିଲ ସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଆଇନଜୀବୀ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ।!-->!-->!-->…
ଘରର ଗ୍ରିଲ ଭାଙ୍ଗି ସୁନା, ରୂପା ଲୁଟ
ଦାରିଙ୍ଗବାଡି(୧୦/୭): ଘରେ ନଥିବ ସମୟର ଘରର ଲୁହା ଗ୍ରିଲ୍ ଭାଙ୍ଗି ସୁନା, ରୂପା ସହ ଟଙ୍କା ଲୁଟ କଲେ ଦୂର୍ବୁତ । ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ସ୍ଥିତ ଲାଇନପଡ଼ା ଗ୍ରାମରେ ଘଟିଛି ଏଭଳି ଘଟଣା। ଏହି ଗ୍ରାମର ସନ୍ତୋଷିନି ନାୟକ ନିଜ ସାନ ଭଉଣୀ ପାଖକୁ ଫୁଲବାଣୀ ଯାଇଥିବା ବେଳେ!-->…
ଆସିଲା ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’, ପ୍ରତି ପଂଚାୟତକୁ ମିଳିବ ୫୦ଲକ୍ଷ ଟଙ୍କା
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି | ବିଶେଷ କରି ଆଜି ରାଜ୍ୟ କ୍ୟାବିନେଟ ‘ଆମ ଗାଁ, ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୪ରେ ଆମ!-->…
ରାଜ୍ୟ ବାର କାଉନସିଲ ନିର୍ବାଚନରେ ପୀତବାସ ପଣ୍ଡା ହେଲେ ପ୍ରଥମ
ବ୍ରହ୍ମପୁର : ଚଳିତ ରାଜ୍ୟ ବାର କାଉନସିଲ ନିର୍ବାଚନରେ ବ୍ରହ୍ମପୁର ର ଜଣାଶୁଣା ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ସର୍ବାଧିକ ଭୋଟ ପାଇଁ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ପ୍ରତି ପାଞ୍ଚ ବର୍ଷକୁ ଥରେ ହେଉଥିବା ଏହି ନିର୍ବାଚନ ଏଥର ଦଶ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇ!-->!-->!-->…
ପୋଲିସ ଚାକିରୀ ନାମରେ ଠକେଇ
ହିଞ୍ଜିଳିକାଟୁ : ପୋଲିସ ଚାକିରୀ କରାଇଦେବା ମୋହ ଦେଖାଇ ୧୩ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ହିଂଜିଳି ଥାନା ସିଙ୍ଗିପୁର ଗ୍ରାମର ବଳରାମ ସାହୁ ଏଥି ନେଇ ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗରୁ ପ୍ରକାଶ ଯେ, ବଳରାମଙ୍କ ପୁତୁରାଙ୍କୁ ପୋଲିସ ଚାକିରୀ କରାଇ!-->…
ବଜ୍ରପାତ ନେଲା ୪ ଜୀବନ
ଭୁବନେଶ୍ୱର: ରାଜ୍ୟର ୨ଟି ପୃଥକ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବାବେଳେ ଜଣେ ୯ମ ଶ୍ରେଣୀ ଛାତ୍ର ଅଛନ୍ତି । ଏହାବ୍ୟତୀତ ୨ ଜଣ ଗୁରୁତର ହୋଇପଡିଛନ୍ତି। ଅନୁଗୋଳ ଜିଲ୍ଲାରେ ବଜ୍ରପାତ ଘଟି ୨ ଜଣ ମହିଳାଙ୍କର ମୃତ୍ୟୁ!-->…