Sign in
Sign in
Recover your password.
A password will be e-mailed to you.
ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଗିରଫ
ନୂଆଦିଲ୍ଲୀ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଓ.ପି ସୋନିଙ୍କୁ ଗିରଫ କରିଛି ରାଜ୍ୟ ଭିଜିଲାନ୍ସ। ୨୦୧୬ରୁ ୨୦୨୨ ମଧ୍ୟରେ ସେ ଏହି ସଂପତ୍ତି ଠୁଳ କରିଥିଲେ।୨୦୧୬ ଏପ୍ରିଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଓ.ପି ସୋନି ଓ ତାଙ୍କ!-->…
ପାଣ୍ଡିଆନଙ୍କ ହାତରେ ବିଜେଡି ଟିକେଟ’: ପ୍ରଦୀପ ପୁରୋହିତ
ଭୁବନେଶ୍ୱର: 5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବଡ଼ ମନ୍ତବ୍ୟ। କହିଲେ, ‘ବିଜେଡି ଆଉ ବିଜେଡି ହାତରେ ନାହିଁ, ବିଜେଡି 5T ସଚିବଙ୍କ ହାତକୁ ଚାଲିଗଲାଣି ବୋଲି ମୋର ସନ୍ଦେହ, ବିଜେଡିର ବଡ଼ ବଡ଼ ନେତା 5T ସଚିବଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି |
ଅସନ୍ତୁଷ୍ଟ ଥିଲେ ବି!-->!-->!-->…
ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ରାଜ୍ୟପାଳ ଆରଏନ୍ ରବିଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍। ତାମିଲନାଡ଼ୁର ରାଜ୍ୟପାଳ ଆରଏନ୍ ରବିଙ୍କ ବିରୋଧରେ ସେ ଅଭିଯୋଗ ଦେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବୟାନ ଜାରି କରାଯାଇଛି। ରାଜ୍ୟପାଳଙ୍କ ବିରୋଧରେ ସେ ସରକାରୀ!-->…
ଲ୍ୟାଣ୍ଡିଂ ପୂର୍ବରୁ କ୍ରାଶ୍ ହୋଇଗଲା ପ୍ରାଇଭେଟ ଜେଟ୍, ୬ ମୃତ
କାଲିଫର୍ଣ୍ଣିଆ : ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ସହରରେ ଆଜି ଭୋରରୁ ଏକ ପ୍ରାଇଭେଟ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ଜଳିଯିବା ସହ ସେଥିରେ ଥିବା ୬!-->…
ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ
ଅନୁଗୋଳ: ଆହୁରି ସମୃଦ୍ଧ ହେବ ଅନୁଗୋଳ । ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି। ମନ୍ଦିରର ବିକାଶ ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ନେଇ ପୂଜକ ଓ ହିଙ୍ଗୁଳା ମନ୍ଦିର!-->…
ଦୂଷିତ ପାଣିରେ ଗାଧେଇବା ପଡ଼ିଲା ମହଙ୍ଗା, ନାବାଳକର ନାକରେ ପଶି ମସ୍ତିଷ୍କ ଖାଇଗଲା ଏମିବା
ତିରୁବନନ୍ତପୁରମ: ଦୂଷିତ ପାଣିରେ ଗାଧେଇବା ପଡ଼ିଲା ମହଙ୍ଗା। ନାବାଳକର ନାକରେ ପଶି ମସ୍ତିଷ୍କ ଖାଇଗଲା ଏମିବା। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି କେରଳର ଆଲପୁଜ୍ଜା ଜିଲ୍ଲାରେ। ଏଠାରେ ଜଣେ ୧୫ବର୍ଷୀୟ ବାଳକର ମୁଣ୍ଡକୁ ଏମିବା ଖାଇଯିବାରୁ ତା’ର ମୃତ୍ୟୁ ହୋଇଛି।ରାଜ୍ୟ!-->…
ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କଲା ବଡପୁଅ
ଗଜପତି : ମୋ ପୁଅ କବଳରୁ ମତେ ମୁକ୍ତି ଦିଅନ୍ତୁ । ଏମିତିଆ ପୁଅ ଭଗବାନ୍ କାହାକୁ ନ ଦିଅନ୍ତୁ । ନିଜ ବଡପୁଅ ପାଇଁ ଜଣେ ମାଆ ଏଭଳି କହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି। ଏପରି ଘଟଣା ବର୍ତ୍ତମାନ!-->…
ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଦାବି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବନ୍ଦ
ବେଗୁନିଆ:ବେଗୁନିଆରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହିତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନତ ମାନର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପ୍ରତିବାଦରେ ଆଜି ବେଗୁନିଆ ବନ୍ଦ । ବେଗୁନିଆ ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଖପାଖ ଅଞ୍ଚଳର ଶତାଧିକ ମହିଳା ପୁରୁଷ!-->…
ରାଜ୍ୟସଭା ନିର୍ବାଚନ ନିମନ୍ତେ ଡେରେକ୍ ଓ’ବ୍ରାଏନ୍, ସାକେତ ଗୋଖଲେଙ୍କ ସମେତ ୬ଜଣଙ୍କ ନାମ ଘୋଷଣା କଲା ‘ଟିଏମ୍ସି’
ନୂଆଦିଲ୍ଲୀ: ବରିଷ୍ଠ ନେତା ଡେରେକ୍ ଓ’ବ୍ରାଏନ୍ ଏବଂ ସାକେତ ଗୋଖଲେଙ୍କ ସମେତ ଆଜି ‘ତୃଣମୂଳ କଂଗ୍ରେସ’ ଆଗାମୀ ରାଜ୍ୟସଭା ନିର୍ବାଚନ ନିମନ୍ତେ ୬ଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।ଜୁଲାଇ ୨୪ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବା ଅନ୍ୟ!-->…
ଝାଡେଶ୍ୱର ମନ୍ଦିରରେ ବୋଲବମ କାଉଡିଆଙ୍କ ମୃତ୍ୟୁ
ଦେବଗଡ଼: ମନ୍ଦିରରେ ଶୋଇଥିବା ଅବସ୍ଥାରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଦେବଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡେଶ୍ୱର ମନ୍ଦିରରେ । ମୃତକ ଜଣକ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୁତି ବେହେରା (୪୨)। ସୂଚନା ଅନୁ୍ଯାୟୀ ବିଭୁତି!-->…