ଚନ୍ଦ୍ରଯାନ-୩ ପାଇଁ ଖର୍ଚ୍ଚ ହୋଇଛି ୬୧୫ କୋଟି ଟଙ୍କା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ନେଇ ମହାକାଶକୁ ଯିବାକୁ ଥିବା ଲଞ୍ଚ୍ ଭେହିକ୍‌ଲ ଏମ୍୩/ଏମ୍‌୪ (ଏଲ୍‌ଭି ଏମ୍‌୩/ଏମ୍‌୪)କୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସ୍‌ଡିଏସ୍‌ସି)ର ଲଞ୍ଚପ୍ୟାଡ୍‌କୁ ପଠାଯାଇ ସାରିଲାଣି। ଭାରତୀୟ ମହାକାଶ ଗବେଷଣା ସଂଗଠନ

ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧକ ଟଙ୍କାର ଔଷଧ

ଭୁବନେଶ୍ୱର: ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଔଷଧ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଚାହୁଁ ଚାହୁଁ ଜଳିଗଲା ଗୋଦାମ ଘର । ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଠାତ୍‌ ମେଡିସିନ୍‌ ଗୋଦାମରେ

ନ୍ୟୁଜ୍‌ ୧୮ର ୟୁସିସି ସର୍ଭେ: ଅଧିକାଂଶ ମୁସ୍‌ଲିମ୍‌ ଦେଲେ ସମର୍ଥନ

ନୂଆଦିଲ୍ଲୀ : ବିବାହ, ବିଚ୍ଛେଦ, ଉତ୍ତରାଧିକାରୀ ଗ୍ରହଣ ବିଷୟରେ ଦେଶରେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଆଇନ ରହୁ ବୋଲି ୬୭.୨ ପ୍ରତିଶତ ମୁସଲିମ୍ ମହିଳା ଚାହୁଁଛନ୍ତି। ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି)କୁ ନେଇ ନ୍ୟୁଜ୍‌ ୧୮ ପକ୍ଷରୁ କରାଯାଇଥିବା ଏକ ମେଗା ସର୍ଭେରେ ଏହା ଜଣାପଡ଼ିଛି। ୨୫ଟି

ଥାନା ଭିତରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ

ଭଦ୍ରକ: ଥାନା ପରିସରରେ କନେଷ୍ଟବଳଙ୍କ ଉନ୍ମତ୍ତକାଣ୍ଡ । ଡ୍ୟୁଟି ସମୟରେ ଥାନା ଭିତରେ ମଦ ନିଶାରେ ଗାଳିଗୁଲଜ କରିବା ସହ ଅନ୍ୟ ପୋଲିସଙ୍କ ଉପରକୁ ହାତ ଉଠାଇଲେ ମଦ୍ୟପ କନେଷ୍ଟବଳ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ ଅତ୍ୟଧିକ ମଦ ନିଶାରେ ଥିଲେ ।

ଫ୍ରାନ୍ସ ଠାରୁ ୨୬ ରାଫେଲ ଓ ୩ ବୁଡ଼ା ଯାହାଜ କିଣିବ ଭାରତ, ୯୦ ହଜାର କୋଟିର ହେବ ଡିଲ୍‌

ପ୍ୟାରିସ : ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଓ ୩ ସ୍କୋରପେନି ବର୍ଗର ବୁଡ଼ା ଯାହାଜ କିଣିବ ଭାରତ। ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ବେଳେ ଏହି ପ୍ରସ୍ତାବ ସୁରକ୍ଷା ବିଭାଗ ପକ୍ଷରୁ ଦିଆଯିବ।ଏହି ଡିଲ୍‌ ସଫଳ ହେଲେ ସିଙ୍ଗଲ ସିଟ୍‌ ଥିବା ୨୨ଟି ରାଫେଲ ମେରାଇନ୍‌

ଅଶ୍ଳୀଳ ଫଟୋ ପାଇଁ ନାବାଳିକାକୁ ଦେଇଥିଲେ ୩୭ ଲକ୍ଷ, ବିବିସି ଆଙ୍କର ସସ୍‌ପେଣ୍ଡ

ନୂଆଦିଲ୍ଲୀ : ବିବିସି ଆଙ୍କରଙ୍କ ଉପରେ ଲାଗିଛି ସାଂଘାତିକ ଅଭିଯୋଗ । ଟଙ୍କାର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କଠାରୁ ଅଶ୍ଳୀଳ ଫଟୋ ସଂଗ୍ରହ ଅଭିଯୋଗରେ ତାଙ୍କୁ ଚାକିରିରୁ ବାହାର କରିଛି ସଂସ୍ଥା। ଗତ ୩ ବର୍ଷ ଧରି ଏପରି କାଣ୍ଡ ଚାଲିଥିବା ବେଳେ ଏନେଇ ଆଙ୍କରଜଣକ ସମ୍ପୃକ୍ତା ନାବାଳିକାଙ୍କୁ

ଆଗକୁ ବଡ଼ ବିପଦର ସାମ୍ନା କରିପାରେ ଦିଲ୍ଲୀ, ସତର୍କ ରହିବାକୁ ସୂଚନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ‌ରେ ପ୍ରବଳ ବର୍ଷା ଗତ ୫ଦଶନ୍ଧିର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଏଭଳି ବର୍ଷାକୁ ଦେଖି ମୁଖ୍ୟମନ୍ତ୍ରୀ କ୍ରେଜିୱାଲ କହିଛନ୍ତି କି, ‘ଗତ କିଛି ବର୍ଷ ହେଲା ଏମିତି ଲଗାଣ ବର୍ଷା ହୋଇ ନଥିଲା। ପ୍ରତିବର୍ଷ ହେଉଥିବା ବର୍ଷାର

୨୭ବର୍ଷ ବୟସରେ ପଦାର୍ପଣ କଲେ ବାଗେଶ୍ବର ବାବା

ନୂଆଦିଲ୍ଲୀ: ବାଗେଶ୍ବର ଧ‌ାମର ପୀଠାଧୀଶ୍ବର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୨୭ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜୁଲାଇ ୪ ତାରିଖରେ ତାଙ୍କର ଜନ୍ମଦିନ ଥିଲା। ଛତ୍ରପୁରଠାରୁ ୩୫କିମି ଦୂର ବାଗେଶ୍ବରରେ ତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରାଯାଇଥିଲା। ଜନ୍ମଦିନ ପାଳନ ପରେ ଏବେ ବାବା

ମମତାଙ୍କ ପୁତୁରାଙ୍କୁ ସୁପ୍ରିମ୍‌କୋର୍ଟ ଝଟକା; ଇଡି ଓ ସିବିଆଇ କରିବେ ତଦନ୍ତ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ଝଟକା। ଚାଲିବ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଇଡି ଓ ସିବିଆଇ ତଦନ୍ତ। କୋଲକାତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ କୌଣସି ସଂଶୋଧନ ମଧ୍ୟ କରାଯିବନି।

ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ଆପ୍‌ ଆବେଦନ ଶୁଣି କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ଟ୍ରାନ୍ସଫର ପୋଷ୍ଟିକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିରୋଧରେ ଆପ୍‌(ଆମ ଆଦ୍‌ମୀ ପାର୍ଟି) ସୁପ୍ରିମ୍‌ କୋର୍ଟରେ କରିଥିବା ନିବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି। ଆଜି ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍‌ ଜାରି କରି ପକ୍ଷ ରଖିବାକୁ କୋର୍ଟ