ସୁନ୍ଦରଗଡ ବନଖଣ୍ଡର ଆଉ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ :ବନ ସୁରକ୍ଷା ସମିତିର ଜିଆଖତର ଉପଯୁକ୍ତ ବଜାର ବ୍ୟବସ୍ଥା କଲା

• ୫୫ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୦୦ ରୁ ଉର୍ଦ୍ଧ ମହିଳା କରୁଛନ୍ତି ଜିଆଖତ ଚାଷ• ଦେବଗଡ ବନଖଣ୍ଡକୁ ଜିଆଖତ ବିକ୍ରି କରି ଆନ୍ତଃ ଜିଲ୍ଲା ବଜାର ବ୍ୟବସ୍ଥାର ଶୁଭାରମ୍ଭ• ପ୍ରଥମ ପର୍ଯ୍ୟାୟରେ ୨୨୦ କ୍ଵିଣ୍ଟାଲ ଜିଆଖତ ବିକ୍ରି କଲା ଫୁଲ୍ଧୁଡି ବନ ସୁରକ୍ଷା ସମିତି• ଚଳିତ ବର୍ଷ ଅମଳ ହେବ ୨୦୦୦

କାର ସହ ୫୮ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସଦର ଅବକାରୀ ବିଭାଗ ରାଣୀପଥର ଚେକ ଗେଟ ଠାରେ ଚଢ଼ାଉ କରି ଏକ କାରରୁ ୫୮ କିଲୋ ଗଞ୍ଜେଇ ଜବତ କରିଛି।ଏ ସଂକ୍ରାନ୍ତରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।କୌଣସି ସୂତ୍ରରୁ ଖବର ପାଇ ସଦର ଅବକାରୀ

କନ୍ଧମାଳ ମିଡିଆ ଫୋରମ ର ଦ୍ୱି – ବାର୍ଷିକ ନିର୍ବାଚନ ଆଗାମୀ ୧୩ ତାରିଖରେ ଅନୁଷ୍ଠିତ ହେବ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପଞ୍ଜୀକୃତ କନ୍ଧମାଳ ମିଡିଆ ଫୋରମର ଦ୍ୱି ବାର୍ଷିକ ନିର୍ବାଚନ ଆଗାମୀ ୧୬ ତାରିଖରେ ହେବା ପରିବର୍ତ୍ତେ ୧୩/୦୭/୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଅବସରରେ ଏକ ଜରୁରୀ ବୈଠକ ଫୁଲବାଣୀ ସ୍ଥିତ ଅତିରିକ୍ତ ପ୍ରେସ କ୍ଲବ ଗୃହରେ ସଂଘର ସଭାପତି ସୁନୀଲ କୁମାର

ଧରାପଡ଼ିଲେ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର : କମିଶନରେଟ ପୁଲିସ ଏକ ୫ ଜଣିଆ ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଧରିଛି। ସେମାନଙ୍କ ଠାରୁ ୪୫ ଗ୍ରାମ ସୁନା, ୧୦ଟି ସୁନା ଚେନ୍, ୪୦ ହଜାର ଟଙ୍କା, ଦୁଇଟି ବାଇକ୍, ୮ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଗିରଫ ‍ଡକାୟତମାନେ ହେଉଛନ୍ତି- ବିଶ୍ୱଜିତ ଦାସ

ମିଡିଆକିଆର ନୂଆସାହି ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୁଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ତମ ବନମହୋତ୍ସବ ପ୍ରଧାନଶିକ୍ଷକ ଜଗଦିଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି

ପ୍ରୋତ୍ସାହନ ଅଭାବରୁ କମୁଛି ଶିଆଳି ପତ୍ର ଖଲିର ଚାହିଦା

ମାଲକାନଗିରି : ବନ ଜଙ୍ଗଲରେ ଘେରା ମାଲକାନଗିରି ରେ ପ୍ରକୃତି ଦତ୍ତ ସମସ୍ତ ପ୍ରକାର ଖାଦ୍ୟ ପ୍ରଦାର୍ଥ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ସାମଗ୍ରୀ ମହଜୁଦ ରହିଥିବା ବେଳେ ତାହା ମନୁଷ୍ୟ ଜୀବନର ସର୍ବ ନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ। ଯାହା ଜନ୍ମଠାରୁ ମୃତ୍ୟ ପଯ୍ୟନ୍ତ ମନୁଷ୍ୟର

ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ

ନିଃସର୍ତ୍ତ ଅଫିସ : ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ । ଭୁବନେଶ୍ୱର CBI ଅଫିସରେ ହାଜର ପାଇଁ ସମନ କରାଯାଇଥିବା ସୂଚନା ମିଳିଛି । କରମଣ୍ଡଳ ଟ୍ରେନ ଦୁର୍ଘଟଣା ପୂର୍ବରୁ ସିଗ୍‌ନାଲ ଅବ୍ୟବସ୍ଥା ନେଇ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଅବଗତ ଥିଲେ । କିନ୍ତୁ ସେ ଏ ବାବଦରେ

ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ ଦେଖାଇଲା ମାନବିକତା

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଆଜି ସକାଳେ ଜଣେ ଦିବ୍ୟାଙ୍ଗ ମାନସିକ ରୋଗୀ ବଜାରରେ ବୁଲୁଥିବା ସମୟରେ ଟାଉନ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା ଯୋଗେନ୍ଦ୍ର କୁମାର ବାଘ, ବିରୁପାକ୍ଷ ବେହେରା, ବାଲିଆ ପ୍ରସାଦ କହଁର, ଅରୁଣ କୁମାର ମଲ୍ଲିକଙ୍କ ନିଷ୍ଠାପର ସହଯୋଗରେ ଅସହାୟ

ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷ ରୋପଣ

ଫୁଲବାଣୀ : ଆଜି ବିଶ୍ୱ ତାପନ ଏତେ ମାତ୍ରାରେ ଆମ ପରିବେଶକୁ ପ୍ରଭାବିତ କରିଛି ଯେ ଆଉ କିଛି ବର୍ଷ ପରେ ଅସ୍ୱାବାଭିକ ଜଳବାୟୁ ସହ ଜୀବନ ବଂଚିବା ପାଇଁ ଅସମ୍ଭବ ହୋଇ ପଡିବ | ବ୍ୟାପକ ପରିମାଣର ବୃକ୍ଷ ଛେଦନ ତାର ପ୍ରଥମ କାରଣ ହୋଇଥିବାରୁ ଏବେ ସମୟ ଆସିଛି ସମସ୍ତେ ବହୁ ପରିମାଣରେ ସବୁଜ ବଳୟ

ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ତାରିଖ ଯାଏ ୟେଲାେ ଆଲର୍ଟ ଜାରି

ଭୁବନେଶ୍ୱର:ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  ନେଇ ଚେତାବନୀ ଦେଲା ଭାରତୀୟ ପାଣିପାଗ ବିଭାଗ । ରବିବାର ଆଇଏମଡି ପକ୍ଷରୁ କୁହାଯାଇଛି, ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ପ୍ରବଳ ବର୍ଷା