‘ଆଞ୍ଚଳିକ ଦଳ ଗୁଡ଼ିକୁ ମାଟିରେ ମିଶାଇବାକୁ ବିଜେପି ଷଡଯନ୍ତ୍ର କରୁଛି

ମୁମ୍ବାଇ : ଆସନ୍ତା ଲୋକସଭା ନିର୍ବାଚନରେ କ୍ଷମତା ହାତେଇବାକୁ ବିଜେପି ରଚୁଛି ଚକ୍ରାନ୍ତ । ବିରୋଧୀ ଦଳକୁ ଭାଗ ଭାଗ କରିଦେଲେ କ୍ଷମତା ଅକ୍ତିଆର କରିବାରେ ଅସୁବିଧା ହେବନି ବୋଲି ବୁଝି ନେଇଥିବା ବିଜେପି ସେହି ଅନୁଯାୟୀ ଚଳାଇଛି ଯୋଜନା। ଏନସିପିରେ ଫାଟ ସୃଷ୍ଟି ହେବା ପରେ ଏପରି ମନ୍ତବ୍ୟ

ସାଂସଦଙ୍କ ଟାର୍ଗେଟରେ ୫ଟି ସଚିବ

ଭୁବନେଶ୍ୱର: ପୁଣି 5T ସଚିବଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ । ସଚିବଙ୍କ ନାଁ ନ ନେଇ ପୁଣି ଟାର୍ଗେଟ କଲେ ସାସଂଦ । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ଉତ୍ତର ଦେଇ କହିଛନ୍ତି, ଯଦି ହୁଳହୁଳି, ଚନ୍ଦନ ଏବଂ ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି ମୈଦାନକୁ ଆସିବା ପାଇଁ 5T

‘ଏନ୍‌ଡିଏ’ରେ ମିଶିବ କି ‘ଏଲ୍‌ଜେପି’: କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ‌ରାୟଙ୍କୁ ଭେଟିଲେ ଚିରାଗ ପାସ୍‌ୱାନ୍‌

ନୂଆଦିଲ୍ଲୀ: ‘ଲୋକ ଜନଶକ୍ତି ପାର୍ଟି’ର (ରାମ ବିଳାସ) ଅଧ୍ୟକ୍ଷ ଚିରାଗ ପାସ୍‌ୱାନ୍‌ ‘ଏନ୍‌ଡିଏ’ ସହିତ ଯୋଗ ଦେବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଚିରାଗ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଭେଟିଛନ୍ତି।ଚିରାଗଙ୍କୁ ଭେଟିବା ପରେ ନିତ୍ୟାନନ୍ଦ ରାୟ କହିଛନ୍ତି, ଏ ଆମର

ଅପରେଶନ White Spider: ୧୧୦୦ ଗ୍ରାମର ବ୍ରାଉନସୁଗାର ଜବତ କଲା ଏସଟିଏଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଜିଲ୍ଲା ସିମର-ବାଙ୍କି ରୋଡ଼ ଓସ୍ତପୁର ଗାଁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଏହାସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଖବର

ହଷ୍ଟେଲରେ ଝୁଲି ପଡ଼ିଲେ ଆଇଆଇଟି ଛାତ୍ର, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ : ପୁଣି ଥରେ ଆଇଆଇଟି ବିଶ୍ୱବିଦ୍ୟାଳୟରୁ ଆସିଛି ଦୁଃଖଦ ଖବର । ଦିଲ୍ଲୀ ଆଇଆଇଟି ହଷ୍ଟେଲରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରଙ୍କ ନାଁ ଆୟୁଷ ବୋଲି ଜଣାପଡ଼ିଛି। ତାଙ୍କ ବୟସ ୨୩ ବର୍ଷ ହୋଇଥିଲା।ଉତ୍ତରପ୍ରଦେଶର ଆୟୁଷ ଦିଲ୍ଲୀ ଆଇଆଇଟିରେ ପାଠ ପଢ଼ୁଥିବା

ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟାରେ ଭାସିଯାଇ ପୁଞ୍ଚ୍‌ରେ ୨ ଯବାନ ସହିଦ

ପୁଞ୍ଚ୍‌: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟା ଜଳରେ ଭାସିଯାଇ ୨ଜଣ ଯବାନଙ୍କର ସହିଦ ହୋଇଥିବା କଥା ଆଜି ଭାରତୀୟ ସେନା କହିଛି।ଭାରତୀୟ ସେନା କହିଛି, ଶନିବାର ଦିନ ସୁରନକୋଟ୍‌ ଅଞ୍ଚଳର ଡୋଗ୍ରା ନାଳ ପାରି ହେଉଥିବା ବେଳେ ପ୍ରଖର ସୁଅରେ ଯବାନ ଦୁଇଜଣ

ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ

କାନାଡ଼ାରେ ଖାଲିସ୍ତାନ ସମର୍ଥକଙ୍କୁ କଡ଼ା ଜବାବ ଦେଲେ ଭାରତୀୟ, ଭାରତ ମାତା କି ଜୟ ନାରାରେ ସହର କମ୍ପିଲା

ଟୋରୋଣ୍ଟ : କାନାଡ଼ା ଟୋରୋଣ୍ଟର ସ୍ଥିତ ଭାରତୀୟ କନସୁଲେଟ(ବାଣିଜ୍ୟ ଦୂତାବାସ)ଙ୍କ କାର୍ଯ୍ୟାଳୟ ବାହାରେ ଖାଲିସ୍ତାନ ସମର୍ଥକମାନେ ରାଲି କରିବା ବେଳେ ଆଜି ଅଭିନବ ତରିକାରେ ଏହାକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସମର୍ଥକମାନେ। ବହୁ ସଂଖ୍ୟକ ଭାରତୀୟମାନେ କାନାଡ଼ାର ରାଜରାସ୍ତାକୁ ଭାରତୀୟ ପତକା

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ NIA ଓ ATS ଟିମ

ଭୁବନେଶ୍ୱର : ଖାଲିବ ଓଟିପି ସେୟାରିଂ ସ୍କାମର ଗୁମର । ତଥ୍ୟ ଉଗାରିବ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍‌ ସଞ୍ଜୟ ଜମ୍ବୁରୀ । ତାକୁ ଆଜି ଜେରା କରିବ ମୁମ୍ବାଇ ATS ଓ ଏନଆଇଏ ଟିମ୍‌ । ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କ୍ଵାଡ ଏବଂ ଏନଆଇଏ । ଆଜି STF

ବିଟ୍‌ କଏନ୍‌ ଲୋଭରେ ଫସିଲେ ୨ ଯୁବକ; ହରାଇଲେ ୪୩ ଲକ୍ଷ ଟଙ୍କା

କଟକ : ବିଟ୍‌ କଏନ୍‌ କିଣିବା ଲୋଭରେ ଫସିଲେ କଟକର ଦୁଇ ଆଇଟି ପ୍ରଫେସନାଲ୍‌ ଯୁବକ । ଆକାଉଣ୍ଟରୁ ଗାଏବ ହୋଇଗଲା ୪୩ ଲକ୍ଷ ଟଙ୍କା । ଏନେଇ କଟକ କମିସନରେଟ୍‌ ପୋଲିସର ସାଇବର୍‌ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଠକେଇ ଶିକାର ଯୁବକ