Sign in
Sign in
Recover your password.
A password will be e-mailed to you.
କହମପଡ଼ି ଠାରେ ସିଏନଆଇ ଚର୍ଚ୍ଚର ଭିତ୍ତିପ୍ରସ୍ତର ସ୍ଥାପନ
ଦାରିଙ୍ଗବାଡି (୮/୭) : ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମହା ପଞ୍ଚାୟତ ଅନ୍ତର୍ଗତ କହମପଡ଼ି ଠାରେ ସିଏନଆଇ ଚର୍ଚ୍ଚର ନିର୍ମାଣ ନିମନ୍ତେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି।!-->…
ଵୃନ୍ଦାବନ ସରକାରୀ ବିଦ୍ୟାଳୟରେ ବନମହୋତ୍ସବ ଓ ପୋଷାକ ବିତରଣ ଉତ୍ସବ ପାଳିତ
ହିଞ୍ଜିଳିକାଟୁ ୮।୭ ହିଞ୍ଜିଳିକାଟୁ ପୌରପରିଷଦ ଵୃନ୍ଦାବନ ସରକାରୀ ବିଦ୍ୟାଳୟରେ ଶନିବାର ବନ ମହୋତ୍ସବ ସହ ପୋଷକ ଵିତରଣ ଉତ୍ସବ ପାଳିତ ହୋଇଯାଇଛି। ସରକାରୀ ଵୃନ୍ଦାବନ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->…
ବିଜେପିର “ଯୁବ ବିସ୍ତାରକ ଯୋଜନା ବୈଠକ”
ବ୍ରହ୍ମପୁର (୮/୭) : ଭାରତୀୟ ଜନତା ପାର୍ଟି,ଓଡ଼ିଶା ପ୍ରଦେଶ ପକ୍ଷରୁ ଦକ୍ଷିଣ ଓଡ଼ିଶାର ନଅଟି ସାଂଗଠନିକ ଜିଲ୍ଲାର ଯୁବ କାର୍ଯ୍ୟକର୍ତ୍ତାଙ୍କୁ ନେଇ "ଯୁବ ବିସ୍ତାରକ ଯୋଜନା ବୈଠକ" ବ୍ରହ୍ମପୁର ଗିରିଜା ଛକ ସ୍ଥିତ ହୋଟେଲ୍ ମୟୁରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁବ!-->…
ହିଞ୍ଜିଳିକାଟୁରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସବିବ ଓ ଉପସଚିବ…
ହିଞ୍ଜିଳିକାଟୁ (୮/୭) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଆର ଭିନିଲ୍ କ୍ରୀଷ୍ଣା ଓ ମୁଖ୍ୟମନ୍ତ୍ରୀ ଙ୍କ ଉପ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ଶନିବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଞିଳିକାଟୁ ବ୍ଳକ ଓ ପୌରାଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ପ୍ରଥମେ!-->…
ମ୍ୟାଜିକ ପେନର କମାଲ : ଆର ଫର୍ମ ବିନା ଚାଲିଛି ପଥର ଓ ବାଲି ବ୍ୟବସାୟ
ବ୍ରହ୍ମପୁର (୮/୭) : ଆସ୍କା ରାଜସ୍ୱ ବିଭଗ ଅଧିନରେ ଥିବା ଅଧିକାଂଶ ପାହାଡ ଓ ନଦୀ ଘାଟ ଗୁଡିକ ରୁ ଦିନ ଦ୍ୱିପ୍ରହରେ ଖୁଲାମ ଖୁଲା ବିନା ଆର ଫର୍ମ ରେ ପଥର ଓ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି । ରାଜସ୍ୱ ବିଭଗ ଅଧିକାରୀ ମହାଶୟ ହାତଗଣତି କେତେକ ପାହାଡ ଓ ବାଲିଗୁତା ଲିଜ ଦେଇ ଚୁପ ହୋଇ!-->…
ଲୋକକଳା କଳାକାରମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଭିନ୍ନ ଲୋକକଳା ଯଥା!-->…
ବସ୍ତା ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା, ୮ ଗୁରୁତର
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା, ୮ ଜଣ ଗୁରୁତର । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା । ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ ନେଇ କଟକରୁ କାର୍ରେ ଫେରୁଥିଲେ।!-->…
ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ
ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବୌଦ୍ଧ!-->!-->!-->…
ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍
ଭୁବନେଶ୍ୱର : ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଜୋରଦାର ତଦନ୍ତ କରୁଛି ସିବିଆଇ । ଆଜି ସିବିଆଇ ଟିମ୍ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ ସିବିଆଇ ପକ୍ଷରୁ ୫ ଜଣିଆ ଟିମ୍ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ!-->…
ସଶକ୍ତ ଓଡ଼ିଶା ଗଠନ ଦିଗରେ ଲୋକସେବା ଆୟୋଗ ସହାୟକ ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗର ୭୫ ବର୍ଷ ପୂର୍ତ୍ତି ସମାରୋହ ଭୁବନେଶ୍ବରଠାରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଲୋକସେବା ଆୟୋଗ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ। ଏହି ଅବସରରେ ସେ ଓଡ଼ିଶା ଲୋକସେବା!-->…