Sign in
Sign in
Recover your password.
A password will be e-mailed to you.
ସିସୋଦିଆଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ୫୨.୨୪ କୋଟି ସମ୍ପତ୍ତି ଆଟାଚ୍
ନୂଆଦିଲ୍ଲ : ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛି । ଏହି ମାମଲାରେ ଅଭିଯୁକ୍ତ ମନୀଷ ସିସୋଦିଆ, ଅମନଦୀପ ସିଂହ ଢଲ, ରାଜେଶ ଜୋଶୀ, ଗୌତମ ମାଲହୋତ୍ରା ଏବଂ ଅନ୍ୟମାନଙ୍କ ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି!-->…
ମାନହାନି ମାମଲା: ବିସିସିକୁ ନୂଆ ସମନ ଜାରି
ନୂଆଦିଲ୍ଲୀ, ୨୦୦୨ ଦଙ୍ଗା ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ସମ୍ପର୍କିତ ମାନହାନି ମାମଲାରେ ଦିଲ୍ଲୀର ରୋହିଣୀ କୋର୍ଟ ବିବିସିକୁ ନୂଆ ସମନ ଜାରି କରିଛନ୍ତି । କୋର୍ଟ ଆଇନ ମନ୍ତ୍ରଣାଳୟ ଜରିଆରେ ବିସିସିକୁ ଏହି ସମନ ପଠାଇଛନ୍ତି । ଏହା ପୂର୍ବରୁ ମେ’ ୩ ତାରିଖରେ ରୋହିଣୀ କୋର୍ଟ ବିସିସିକୁ ସମନ!-->…
ହରିୟାଣାରେ କୃଷକମାନଙ୍କ ସଙ୍ଗରେ ମିଶି ଧାନ ତଳା ରୋଇଲେ ରାହୁଲ୍ ଗାନ୍ଧୀ
ସୋନେପତ୍: ଆଜି ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ସୋନେପତ୍ ଅନ୍ତର୍ଗତ ମଦିନା ଗାଁରେ କୃଷକମାନଙ୍କ ସହିତ ମିଶି ଧାନ ତଳା ରୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, କାର୍ ଯୋଗେ ହିମାଚଳ ପ୍ରଦେଶ ଯିବା ବାଟରେ ରାହୁଲ୍ ଗାନ୍ଧୀ ଗୋଟାଏ!-->!-->!-->…
ଚେକିଂ ଓ ବ୍ଲକିଂ ବେଳେ ପୋଲିସ ମାଡ଼ରେ ଦୁଇ ଯୁବକ ଆହାତ
ପାରାଦ୍ଵୀପ: ଅଭୟଚାନ୍ଦପୁର ପୋଲିସ ମାଡ଼ରେ ଦୁଇ ଯୁବକ ଆହାତ। ଆହତ ଯୁବକଙ୍କୁ ଅଠରବାଙ୍କି ମେଡିକାଲ ଭର୍ତ୍ତି କରାଯାଇଥିଲା। ଆହତ ଯୁବକ ହେଲେ ରାକେଶ ବେହେରା, ସତ୍ୟରଞ୍ଜନ ସ୍ଵାଇଁ। ଅଭୟଚାନ୍ଦପୁର ଥାନା ନିକଟରେ ପୋଲିସର ବ୍ଲକିଂ ଚାଲୁଥିବା ସମୟରେ ଘଟିଛି ଘଟଣା।
ସୂଚନା ଅନୁସାରେ,!-->!-->!-->…
ଭାରସାମ୍ୟ ହରାଇ ଟ୍ରେନ୍ ଲାଇନକୁ ମାଡ଼ିଗଲା ବସ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ସମ୍ବଲପୁର: ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ମାଡ଼ିଗଲା ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଆଜି ଭୋର ସମୟରେ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲୱେ ଟ୍ରାକ ନିକଟକୁ ବସ ମାଡ଼ି ଯାଇଥିବା ସୂଚନା ମିଳିଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ବଡ ଦୁର୍ଘଟଣାରୁ!-->…
୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ
ଭୁବନେଶ୍ୱର : ରାଜ୍ୟର ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ରାଜ୍ୟରେ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି । ଓଡ଼ିଶା ଓ ପଶ୍ଚିମବଂଗ ଉପକୂଳକୁ ଲାଗି କେନ୍ଦ୍ରୀଭୂତ ହୋଇଛି ଏକ ଘୂର୍ଣ୍ଣିବଳୟ । ଏହାର!-->…
ବାଲେଶ୍ବର ଏସପି ଓ ଜିଲ୍ଲାପାଳଙ୍କୁ ସମନ କଲା ଏନଏଚଆରସି
ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଆରଡିଓର ନିଷିଦ୍ଧାଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନ୍ (ଏନଏଚଆରସି) ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କୁ ସମନ୍ ଜାରି କରିଛନ୍ତି। ଘଟଣା ସମ୍ପର୍କରେ ଆବଶ୍ୟକ ରିପୋର୍ଟ ଦେବାରେ ବିଫଳ ହୋଇଥିବାରୁ ଏହି ଦୁଇ ଅଧିକାରୀଙ୍କୁ!-->…
ଶିକ୍ଷାରେ ତଳକୁ ଖସିଲା ଓଡ଼ିଶା
ଭୁବନେଶ୍ୱର: ରାଜ୍ୟରେ ସ୍କୁଲ୍ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର!-->…
ଷ୍ଟେସନ ନିକଟ ଟ୍ରାକରେ କଟି ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ସୋର: ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନର ଅନତି ଦୂରରେ ଦୁଇଜଣ ଯୁବକ ପୃଥକ ଭାବେ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବାଲେଶ୍ୱର ଜିଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସହିର ହରେକୃଷ୍ଣ ପାଣ୍ଡବ (୨୨)। ସେ ସୋରର ଏକ ଘରୋଇ ହୋଟେଲରେ କାମ କରୁଥିବା!-->…
ରାଜଧାନୀରୁ ଆଉ ୧୨ଡେଙ୍ଗୁ ରୋଗୀ ଚିହ୍ନଟ; ୧୨୧ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ଶତକ ପାର କରିଛି । ଚଳିତ ବର୍ଷ ଜାନୁଆରୀ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସହରରୁ ମୋଟ୍ ୧୨୧ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ଶୁକ୍ରବାର!-->…