Sign in
Sign in
Recover your password.
A password will be e-mailed to you.
ବାପାଙ୍କ ହତ୍ୟାର ୧୩ ବର୍ଷ ପରେ ପ୍ରତିଶୋଧ ନେଇ ୨ ଯୁବକ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଗଡ଼ମା ଗାଁର ମହେଶ୍ୱର ମାଝୀଙ୍କ ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଗଡ଼ମା ଗାଁର କାଡ଼ମ୍ବାସା ପାଟମାଝୀ ଓ ସୁରେନ୍ଦ୍ର ପାଟମାଝୀ।
ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଠାରୁ ମିଳିଥିବା!-->!-->!-->…
ଶାରଳା ମନ୍ଦିର ନବୀକରଣ କାମକୁ ନେଇ ବଢ଼ୁଛି ବିବାଦ
ଜଗତସିଂହପୁର : ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ମା’ ଶାରଳା ମନ୍ଦିରର ନିର୍ମାଣ କାମକୁ ନେଇ ବିବାଦ ଦେଖାଦେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ମନ୍ଦିର ନବୀକରଣ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ଫଳରେ ଲକ୍ଷାଧିକ ଟଙ୍କା କେବଳ ପାଣିରେ ପଡ଼ୁଛି!-->…
ଜନସାଧାରଣଙ୍କୁ କ୍ଷମା ମାଗିଲେ ‘ଆଦିପୁରୁଷ’ର ସଂଳାପ ଲେଖକ ମନୋଜ
ନୂଆଦିଲ୍ଲୀ: ‘ଆଦିପୁରୁଷ’ର ସଂଳାପ ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ଏହାର ଲେଖକ ମନୋଜ ମୁନ୍ତଶିର୍ ଆଜି ଯୋଡ଼ହସ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି।
ଆଜି ଟୁଇଟ୍ କରି ସେ ଲେଖିଛନ୍ତି: ଆଦିପୁରୁଷ ଯୋଗୁଁ ଜନତାଙ୍କ ଭାବାବେଗ ଆହତ ହୋଇଥିବା କଥା ମୁଁ ସ୍ବୀକାର କରୁଛି। ମୋର!-->!-->!-->…
ଆମେରିକା ତା’ର ଶେଷ ରାସାୟନିକ ଅସ୍ତ୍ରାଗାର ନଷ୍ଟ କରିଛି: ରାଷ୍ଟ୍ରପତି ବାଇଡେନ୍
ରିଚ୍ମଣ୍ଡ୍: କେଣ୍ଟୁକିର ପୂର୍ବାଞ୍ଚଳ ଅନ୍ତର୍ଗତ ବିଶାଳ ସାମରିକ ୟୁନିଟ୍ରେ ଥିବା ନିଜର ଶେଷ ରାସାୟନିକ ଅସ୍ତ୍ରଶସ୍ତ୍ର ସବୁ ଆମେରିକା ଧ୍ବଂସ କରି ଦେଇଥିବା କଥା ଶୁକ୍ରବାର ଦିନ ହ୍ବାଇଟ୍ ହାଉସ୍ ଘୋଷଣା କରିଛି।
ଏହି ଅସ୍ତ୍ରଶସ୍ତ୍ର ସବୁ ପ୍ରଥମ ବିଶ୍ବଯୁଦ୍ଧ ଅମଳରୁ ଗଚ୍ଛିତ ଥିଲା।!-->!-->!-->…
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା, ୫ ମୃତ
କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ପଶ୍ଚିମବଙ୍ଗରେ ହିଂସା ଲଗାତାର ଜାରି ରହିଛି । ଶନିବାର ସକାଳ ୭ଟାରୁ ରାଜ୍ୟର ୭୪ ହଜାର ସିଟ୍ ପାଇଁ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ପଥରବାଜି, ଲୁଟପାଟ ଏବଂ!-->…
ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ, ୬୧୦୦ କୋଟି ମୂଲ୍ୟର ପ୍ରକଳ୍ପ କରିବେ ଶିଳାନ୍ୟାସ
ନିଃସର୍ତ୍ତ ଅଫିସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ରାଜ୍ୟ ଗସ୍ତ କରିବେ। ପ୍ରଥମେ ସେ ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରି ରାଜସ୍ଥାନକୁ ଯିବେ। ତେଲେଙ୍ଗାନାର ୱାରଙ୍ଗଲକୁ ପହଞ୍ଚି ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ।!-->…
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ
କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ। କଡ଼ା ସୁରକ୍ଷା ଭିତରେ ଚାଲିଛି ମତଦାନ । ସନ୍ଧ୍ୟା ୫ଟା ଯାଏ ଚାଲିବ ଭୋଟ୍ ଗ୍ରହଣ । ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଲାଗିଛି ଭୋଟରଙ୍କ ଲାଇନ । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ପ୍ରାୟ ୭୪ ହଜାର!-->…
ଗୀତା ପ୍ରେସ୍ ଟ୍ରଷ୍ଟ୍ ନୁହେଁ, ଆସ୍ଥା: ମୋଦୀ
ଗୋରଖପୁର: ଚାରି ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୋରଖପୁରରେ ପହଞ୍ଚିଛନ୍ତି । ଗୀତା ପ୍ରେସ୍ର ଶତାବ୍ଦୀ ବର୍ଷ ସମାରୋହର ସମାପନ ଉତ୍ସବରେ ସାମିଲ ହେବାପରେ ଗୋରଖପୁର ଜଙ୍କସନ୍ରେ ପ୍ରଧାନମନ୍ତ୍ରୀ ମୋଦୀ ପତାକା ଦେଖାଇ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ!-->…
ଅଗଷ୍ଟ ୧୩ରେ ଭଙ୍ଗହେବ ପାକିସ୍ତାନ ନାସ୍ନାଲ୍ ଆସେମ୍ବ୍ଲି
ଇସ୍ଲାମାବାଦ: ପାକିସ୍ତାନ ନାସ୍ନାଲ୍ ଆସେମ୍ବ୍ଲି ଅଗଷ୍ଟ ୧୩ ତାରିଖରେ ଭଙ୍ଗହେବ । ପାକିସ୍ତାନ ଆଇନ ମନ୍ତ୍ରୀ ଆଜମ୍ ନଜିର ତରାର୍ ଏହି ସୂଚନା ଦେଇଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ସେ କହିଛନ୍ତି । ତରାର୍ କହିଛନ୍ତି ନୂଆ!-->…
ଖରାପ ପାଗ ଯୋଗୁଁ ଅଟକିଲା ଅମରନାଥ ଯାତ୍ରା
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଭୀଷଣ ବର୍ଷା ଏବଂ ପାଗ ଖରାପ ଯୋଗୁଁ ଶୁକ୍ରବାର ଅମରନାଥ ଯାତ୍ରାକୁ ରୋକିଦିଆଯାଇଛି । ପହଲଗାମ ଏବଂ ବାଲଟାଲ ଦୁଇ ରୁଟ୍ରେ ଯାତ୍ରାକୁ ବନ୍ଦ ରଖାଯାଇଥିବା ବେଳେ ପାଗ ଠିକ୍ହେଲେ ଏହା ପୁଣିଥରେ ଆରମ୍ଭ ହେବ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ!-->…