Sign in
Sign in
Recover your password.
A password will be e-mailed to you.
ବର୍ଷ ବିତ୍ପାତ ପାଇଁ ସରକାରୀ ଅଧିକାରୀଙ୍କ ରବିବାର ଛୁଟି ବାତିଲ କଲେ କେଜ୍ରିଓ୍ବାଲ, ହିମାଚଳରେ ଭୁଶୁଡିଲା ୪୦ବର୍ଷ…
ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। ଏହା ସହ ହିମାଚଳର ମଣ୍ଡିରେ ୪୦ବର୍ଷ ପୁରୁଣା ବ୍ରିଜ୍ ଧୋଇଯିବାର ଭିଡିଓ ଏବେ ସାମ୍ନାକୁ ଅସିଛି।!-->…
କଂଗ୍ରେସ ବରିଷ୍ଠ ନେତା ଦିଗ୍ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ କଲା ଇନ୍ଦୋର ପୁଲିସ
ଇନ୍ଦୋର : କଂଗ୍ରେସ ବରିଷ୍ଠ ନେତା ଦିଗ୍ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ କଲା ଇନ୍ଦୋର ପୁଲିସ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍ଏସ୍) ପୂର୍ବତନ ମୁଖ୍ୟ ଏମ୍ଏସ୍ ଗୋଲୱାଲକରଙ୍କୁ ଚରିତ୍ରକୁ ନେଇ ଏକ ବିବାଦୀୟ ପୋଷ୍ଟ ସୋଶାଲ ମିଡିଆରେ କରିବା ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ!-->…
ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ବିଜେଡି
ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡିଶା ୨୪ତମ ସ୍ଥାନକୁ ହ୍ରାସ ପାଇବା ପରେ ଶାସକ ଦଳ ପ୍ରତିକ୍ରିୟା ରଖିଛି। ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା!-->…
ସରିଲା ରେଡ଼୍, ଆୟକର ଫାଙ୍କିବା ଅଭିଯୋଗ ମିଛ ବୋଲି କହିଲେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ
ଭୁବନେଶ୍ୱର: ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ । ତିନି ଦିନର ରେଡ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏନ ଗ୍ରୁପ ମାଲିକ ଜଗଦୀଶ ନାୟକ ଓ ତାଙ୍କ ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା!-->…
ଦିଲ୍ଲୀରେ ୪୧ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। କୁହାଯାଉଛି ଯେ, ଦିଲ୍ଲୀର ବର୍ଷା ୪୧ବର୍ଷର ରେକର୍ଡ ଭାଙ୍ଗିଛି। ଉତ୍ତର-ପଶ୍ଚିମ ଭାରତର ଅନେକ!-->…
ଡିଏଲଏସ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜଙ୍କ ଅଦାଲତରେ ନାଲସା ଏବଂ ଏନ୍.ଆଇ. ଆକ୍ଟ କେସ୍ ଦ୍ୱାରା ନିର୍ଦ୍ଦିଷ୍ଟ ମାମଲାର ଫଏସଲା ପାଇଁ ଆଜି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ଅଦାଲତରେ ବିଚାରାଧୀନ!-->…
ବେଲଗୁଣ୍ଠାରେ ପଂଚାୟତ ସମିତି ବୈଠକ ; ଡ଼ାକ୍ତର, ପାନୀୟ ଜଳ ମୁଖ୍ୟ ସମସ୍ୟା
ବେଲଗୁଣ୍ଠା, (୦୮/୦୭) : ବେଲଗୁଣ୍ଠା ପଂଚାୟତ ସମିତିର ଏକ ବୈଠକ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ପୌରୋହିତ୍ୟରେ ଦିବା ବାର ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ!-->!-->!-->…
ବ୍ରାହ୍ମଣୀଗାଁ ଅଞ୍ଚଳର ପଞ୍ଜିକୃତ ଚାଷୀଙ୍କୁ ଯୋଗାଇ ଦିଆ ଯାଉଥିବା ବିହନ ସଠିକ ସମୟରେ ଯୋଗାଇ ଦେବାକୁ ଦାବୀ।
ଦାରିଙ୍ଗବାଡ଼ି, ୮/୭ : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତର ୧୬ଟି ଗ୍ରାମରେ ଜୈବିକ ପଦ୍ଧତିରେ ଚାଷ କରିବାକୁ ସେଚତନ କରି ଆସୁଛି ଉଦ୍ୟାନ ବିଭାଗ ସହାୟତା ପାଇ ଭୁବନେଶ୍ୱର ସ୍ଥିତ ଏସିୟାନ ଇଷ୍ଟିଟ୍ୟୁଟ ଅଫ ହ୍ୟୁମାନ ଡେଭଲପ ମେଣ୍ଟ ସଂସ୍ଥା। ଏହି ଅନୁଷ୍ଠାନ!-->…
ଅବକାରୀ ଥାନା ହାଜତରେ ମହିଳାଙ୍କ ମୃତ୍ୟୁ ମାମଲାରେ ମାଥିଲି ପୋଲିସ ପକ୍ଷରୁ ତଦନ୍ତ ଜାରି
ମାଲକାନଗିରି : ମାଲକାନଗିରି ମାଥିଲିଥାନା ଅନ୍ତର୍ଗତ କମଳାପଦର ନିକଟରେ ଗଂଜେଇ ଚାଲାଣ କରୁଥିବା ବେଳେ ମାଥିଲି ଅବକାରୀ ପୋଲିସ ସଂନ୍ଦେହ ରେ ଜଣେ ମହିଳା ଙ୍କୁ ଯାଂଚ କରିଥିଲେ । ମହିଳାଙ୍କ ନିକଟରେ ଏକ ବ୍ୟାଗରେ ଗଂଜେଇ ଥିବା ଜାଣିବାକୁ ପାଇଥିଲେ ଅବକାରୀ ଟିମ୍। ଗଂଜେଇ ସହ ସଂପୃକ୍ତ!-->…
ମଦପିଇ ଛାତ୍ରାବାସରେ ଗାଳିଗୁଲଜ କରିବା ସହ ପିଲାଙ୍କ ପାଇଁ ଆସୁଥିବା ଛାତ୍ର ବୃତ୍ତି ହଡ଼ପ ଅଭିଯୋଗ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଏମଭି 79 କନିଷ୍ଠ ବିଜ୍ଞାନ ବିଦ୍ୟାଳୟର ଜୀବ ବିଜ୍ଞାନ ଶିକ୍ଷକ ରଶ୍ମି ରଞ୍ଜନ ରଥ ଓ ଗଣିତ ଶିକ୍ଷକ ନାରାୟଣ ସାହୁ ମଦ ନିଶାରେ ରହି ଶ୍ରେଣି ଗୃହକୁ ଆସିବା ପିଲାଙ୍କୁ ନାନା କୁଭାଷାରେ ଗାଳିଗୁଲଜ କରିବାକୁ ନେଇ ଜିଲ୍ଲାପାଳଙ୍କୁ ମୋବାଇଲ!-->…