Sign in
Sign in
Recover your password.
A password will be e-mailed to you.
ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ବାସ୍ଥ୍ୟ କେନ୍ଦ୍ର…
ଦାରିଙ୍ଗବାଡି,୫/୭, ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର । ଛାତର ସିମେଣ୍ଟ ଅତଡ଼ା ଖସି ଗଲାଣି । ଲୁହା ରୋଡ଼ ବାହାରି ପଡ଼ିବା ସହ କାନ୍ଥରେ ବଡ ବଡ ଫାଟ ଦେଖା ଗଲାଣି । ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଉପସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦେଖିବାକୁ ମିଳିଛି କିଛି ଏଭଳୀ ଦୃଶ୍ୟ ।!-->!-->!-->…
ସ୍ୱାସ୍ଥ୍ୟ କେନ୍ଦ୍ର ରଙ୍ଗ ଦିଆ କାମରେ ଶିଶୁ ଶ୍ରମିକ: ପ୍ରଶାସନ ନିରବ ଦ୍ରଷ୍ଟା…
ଦାରିଙ୍ଗବାଡି,୫/୭(ନିପ୍ର): ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିକରଣ କରିବା ପାଇଁ ୫ଟି ପକ୍ଷରୁ ୨ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ହେଲେ ଉକ୍ତ କାମ କୁ କରିଛନ୍ତି ଶିଶୁ ଶ୍ରମିକ । ମେଡ଼ିକାଲରେ ପୁଟି ମରା କାର୍ଯ୍ୟ ଚାଲିଥିବା ବେଳେ ଶିଶୁ ଶ୍ରମିକ!-->!-->!-->…
ମୋ ଘର ଓ ଆବାସ ନିର୍ମାଣ କାର୍ଯ୍ୟ ନିମନ୍ତେ ସଚେତନତା ଶିବିର
ନନ୍ଦାହାଣ୍ଡି : ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ 'ମୋ ଘର' ଓ 'ଆବାସ ନିର୍ମାଣ କାର୍ଯ୍ୟ’ ନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି। ଏବଂ ସରୁଗୁଡା ଗ୍ରାମ ରେ ଆବାସ ଯୋଜନା ଘର ଭୂମିପୂଜନ କାର୍ଯ୍ୟକ୍ରମରେ!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ଶ୍ରେଷ୍ଠ ଲେଖକ ପୁରସ୍କାର
ଫୁଲବାଣୀ :କନ୍ଧମାଳର ଜଣାଶୁଣା ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଚଳିତ ବର୍ଷ ପାଇଁ ନିଖିଳ ଓଡିଶା ପ୍ରଗତିଶୀଳ ଲେଖକ ମହା ସଙ୍ଘ ତରଫରୁ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି l ଭୁବନେଶ୍ୱର ର ଜୟଦେବ ଭବନ ପରିସରରେ ସଂଘର ତେଇଶି ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ!-->…
ଜଙ୍ଗଲରୁ ବେଆଇନ୍ ଗଞ୍ଜେଇ ଜବତ : ତିନି ଜଣ ଗଞ୍ଜେଇ ମାଫିଆ ଚମ୍ପଟ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଗୁଇନ୍ଦା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରି!-->…
କାଉଡ଼ିଆ ଶିବଭକ୍ତଙ୍କ ମାସିକ ବ୍ରତ ଭକ୍ତିର ଶୁଭାରମ୍ଭ…
କାଶିପୁର : ଆଜି ପବିତ୍ର ଆଷାଢ଼ ମାସ ପୂର୍ଣ୍ଣିମା ତିଥିର ପ୍ରତ୍ୟୁଷରୁ ଆଜି ରାୟଗଡ଼ା ଜିଲା କାଶିପୁର ବ୍ଲକ ଟିକିରିର ହରିହର ବୋଲ୍ ବମ୍ ସଂଘ ସମସ୍ତ ଭକ୍ତଙ୍କ ଦ୍ବାରା ପୋଡାପାଡି ପଞ୍ଚାୟତ ଶୈବପୀଠ ମହାଦେବଙ୍କ ପରିସରରେ କାଉଡ଼ିଆମାନଙ୍କ ମାସିକ ବ୍ରତ କାର୍ଯ୍ୟକ୍ରମର ପ୍ରସ୍ତୁତିପର୍ବ!-->…
ଚୋରି ଘଟଣାରେ ଯୁବକ କୋର୍ଟ ଚାଲାଣ…
ବେଲଗୁଣ୍ଠା(୪/୭) : ଗତ ଶନିବାର ରାତିରେ ଘଟିଥିବା ଏକ ଚୋରି ଘଟଣାରେ ଆଜି ବେଲଗୁଣ୍ଠା ପୋଲିସ୍ ଜଣେ ଯୁବକକୁ ଭୁବନେଶ୍ୱରରରୁ ନାଟକୀୟ ଢ଼ଙ୍ଗରେ ଗିରଫ କରି ଭଞ୍ଜନଗର କୋର୍ଟଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା!-->…
ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଉରକେଲା ଗସ୍ତ
ସୁନ୍ଦରଗଡ଼ ଜିଲ୍ଲାର ରାଜସ୍ୱ ଓ ଜମିଜମା ବିଷୟରେ ବିସ୍ତୃତ ସମୀକ୍ଷା ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ , ଆହାର କେନ୍ଦ୍ର ଓ ସମ୍ପଦ କେନ୍ଦ୍ର କଲେ ପରିଦର୍ଶନ
ସୁନ୍ଦରଗଡ /ରାଉରକେଲା(୪ /୭) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି!-->!-->!-->…
ଜାତୀୟ ବାଳିକା ହକି: କ୍ବାର୍ଟରଫାଇନାଲରେ ଓଡ଼ିଶା
ରାଉରକେଲା: ଏଠାରେ ଚାଲିଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ପଞ୍ଜାବ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲେ। ସୋମବାର ନିଜର ଶେଷ ଲିଗ୍ ମ୍ୟାଚ୍ ଜିତି ଓଡ଼ିଶା, ହରିୟାଣା, ଝାଡ଼ଖଣ୍ଡ ଓ!-->…
ଦୁର୍ବୃତ୍ତଙ୍କ ଉନ୍ମତ କାଣ୍ଡ; ସାନ ଫ୍ରାନସିକୋସ୍ଥିତି ଭାରତୀୟ ଦୂତାବାସ ଜାଳିଦେଲେ
ନୂଆଦିଲ୍ଲୀ:ଯୁକ୍ତରାଷ୍ଟ୍ର ଆମେରିକାର ସାନ ଫ୍ରାନସିକୋସ୍ଥିତି ଭାରତୀୟ ଦୂତାବାସରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ଗତ ୫ ମାସ ମଧ୍ୟରେ ଏପରି ଆକ୍ରମଣ ଦ୍ୱିତୀୟ ଥର ପାଇଁ ହୋଇଥିବା ବେଳେ ଖଲିସ୍ତାନୀ ସମର୍ଥକ ଏପରି କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡରେ ଦୂତାବାସ ଜଳି ଯାଇଥିବା ବେଳ କେହି!-->…