Sign in
Sign in
Recover your password.
A password will be e-mailed to you.
ବିସିସିଆଇ ପରେ ଏବେ ବାଇଜୁସ୍ ସହିତ ସମସ୍ତ ସମ୍ପର୍କ କାଟିବେ ଶାହରୁଖ !
ନୂଆଦିଲ୍ଲୀ: ବାଇଜୁସ୍ ରବିଚନ୍ଦ୍ରନଙ୍କ ଏଡ୍ଟେକ୍ କମ୍ପାନି ବାଇଜୁସ୍ ସଙ୍କଟ ମଧ୍ୟ ଦେଇ ଗତି କରୁଛି। କରୋନା ମହାମାରୀ ସମୟରେ ବିପୁଳ ଲୋକପ୍ରିୟତା ଓ ପାଣ୍ଠି ହାସଲ କରିଥିବା ଏହି ସଂସ୍ଥା ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ସଂଘର୍ଷ କରୁଛି। କମ୍ପାନି ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ!-->…
୪ ରାଜ୍ୟରେ ନୂଆ ବିଜେପି ସଭାପତି, ପୁରନ୍ଦେଶ୍ୱରୀଙ୍କୁ ମିଳିଲା ଆନ୍ଧ୍ର ଦାୟିତ୍ୱ
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାରୋଟି ରାଜ୍ୟରେ ଦଳର ନୂଆ ସଭାପତି ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ପଞ୍ଜାବ,ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ଦଳ ନୂଆ ସଭାପତି ନିଯୁକ୍ତ କରିଛି।ପଞ୍ଜାବ ବିଜେପି ସଭାପତି ଭାବେ ସୁନୀଲ ଜାଖରଙ୍କୁ ନିଯୁକ୍ତି!-->…
ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି
ଭୁବନେଶ୍ୱର : ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ ଚାମ୍ବରରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ, ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ!-->…
ହାଟେଲରେ ବସି ଖାଉଥିବା ବେଳେ ମାଡ଼ିଗଲା ଟ୍ରକ;୧୦ମୃତ,୨୦ଗୁରୁତର
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ଅଞ୍ଚଳରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ଏକ ଟ୍ରକ ଚାରିଟି ଗାଡ଼ିକୁ ଧକ୍କା ଦେବାପରେ ଜାତୀୟରାଜପଥରେ ଥିବା ଏକ ହୋଟେଲ ଭିତରେ ପଶି ଯାଇଥିଲା।ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ୧୦ଜଣଙ୍କ!-->…
ବୁର୍ଲା ଭୀମସାର୍ରେ ଛାତ୍ର ଗୋଷ୍ଠୀ ମୁହାଁମୁହିଁ
ସମ୍ବଲପୁର :ଦୁଇ ମେଡ଼ିକାଲ୍ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବୁର୍ଲା ଭୀମସାର୍ରେ ଗଣ୍ଡଗୋଳ ଘଟିଛି। ଭୀମସାର ଓ ବ୍ରହ୍ମପୁର ଏମ୍କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ରୁ ୬ ଜଣ ମେଡ଼ିକାଲ୍ ଛାତ୍ର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା!-->!-->!-->…
ରାଜ୍ୟ ଯୁବମୋର୍ଚ୍ଚା ଗଣମାଧ୍ୟମ କର୍ମଶାଳା
ଭୁବନେଶ୍ୱର : ଦେଶ ସ୍ୱାଧୀନତା ପରବର୍ତୀ ସମୟରେ ଯାହା ସମ୍ଭବ ହୋଇନଥିଲା, ତାହା ଗତ ୯ ବର୍ଷର ମୋଦି ସରକାରରେ ସମ୍ଭବ ହୋଇଛି । କେନ୍ଦ୍ରରେ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଅନେକ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରାଯାଇଛି । ଏସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ!-->…
ମର୍ଣ୍ଣିଂ ୱାକ୍ରେ ଯାଉଥିଲେ ୩ ଜଣ, ମାଡ଼ିଗଲା ଦ୍ରୁତଗାମୀ କାର୍
ହାଇଦ୍ରାବାଦ : ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ମର୍ଣ୍ଣିଂ ୱାକ୍ରେ ଯାଉଥିବା ୨ ଜଣ ମହିଳା ଓ ଜଣେ ଛୋଟ ପିଲା ଉପରେ ପଛ ପଟୁ କେମିତି ଗୋଟିଏ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ମାଡ଼ି ଯାଉଛି, ତା’ର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି।ତେଲେଙ୍ଗାନର ହାଇଦ୍ରାବାଦରେ!-->…
ଜେଜେ ମା’ଙ୍କ ଅଭିଯୋଗ, ଦେଢ଼ବର୍ଷର ଶିଶୁକନ୍ୟାକୁ ତଣ୍ଟିଚିପି ଦେଲା ମା..
କେନ୍ଦ୍ରାପଡ଼ା : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଲାଉଗୁଡ଼ା ଗ୍ରାମରେ ରବିବାର-ସୋମବାର ରାତିରେ ୩ ଛୁଆଙ୍କ ସହିତ ମା’ କୂଅକୁ ଡେଇଁବା ଘଟଣାକୁ ରାଜ୍ୟବାସୀ ଭୁଲି ନାହାନ୍ତି। ଏହି ଘଟଣାର ୨୪ ଘଣ୍ଟା ନପୂରୁଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଳି ଥାନା ଅନ୍ତର୍ଗତ ପଦନିପାଳ!-->…
ମହିଳାମାନେ ଯାଇପାରିବେନି ବ୍ୟୁଟି ପାର୍ଲର : ତାଲିବାନର କଡ଼ା ନିର୍ଦ୍ଦେଶ
କାବୁଲ : ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ମହିଳାମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି । ବର୍ତ୍ତମାନ ସୁଦ୍ଧା ତାଲିବାନ ପକ୍ଷରୁ ମହିଳାମାନଙ୍କୁ କାମ କରିବା, ପଢ଼ିବା ଏବଂ ପୋଷାକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଏବେ ମହିଳାଙ୍କୁ ବ୍ୟୁଟି ପାର୍ଲର!-->…
ଯାତ୍ରୀବାହୀ ବସ୍ ସହ ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର…
ହିଞ୍ଜିଳିକାଟୁ, ତା ୪/୭ : ବୁଧବାର ଭୋରରେ ହିଞ୍ଜିଳିକାଟୁ ବ୍ଲକ୍ ତଥା ପୁରୁଷୋତ୍ତମପୁର ଥାନା ଧୋବାଡି ଗ୍ରାମ ଛକ ନିକଟରେ ଓଏସଆରଟିସି ବସ୍ ସହ ଯାତ୍ରୀବାହୀ ଅଟୋର ମୁହାଁମୁହିଁ ଧକ୍କା ଘଟିଛି । ଦୂର୍ଘଟଣାରେ ଅଟୋ ଚାଳକ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଅଟୋ ଚାଳକ!-->…