ଦୁଇଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଛାଡ଼ିଲା ଲୋୟର ସୁକତେଲ

ବଲାଙ୍ଗିର : ବଲାଙ୍ଗିର ଲୋୟର ସୁକତେଲର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଉଛି । ଗତବର୍ଷ ଡ୍ୟାମରେ ପାଣି ଅଟକାଯାଇଥିଲା । ଆଜି ପ୍ରଥମ ଥର ପାଇଁ ଜଳ ନିଷ୍କାସନ କରାଯାଇଛି । କେନାଲ ଦ୍ୱାର ଦେଇ ମୁଖ୍ୟ ଦ୍ୱାରର ତଳ ପଟେ ଥିବା ଦୁଇଟି ଗେଟ୍ ଦେଇ ଏହି ବନ୍ୟା ଜଳ

ଯୁବସଂସ୍କାର କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏ.ଏମ.ସି.ଏସ ମହାବିଦ୍ୟାଳୟ ରେ ଯୁବସଂସ୍କାର କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଅନ୍ତର୍ଜାତୀୟ ମାଇଣ୍ଡ ଏଜୁକେସନ ସଂଗଠନର ପରିଚାଳକ, ସଂଯୋଜିକା ସୁପ୍ରଭା ପ୍ରଧାନ ଓ ବୌଦ୍ଧିକ ଶିକ୍ଷକ ଶ୍ୱେତଲାଲ ଶିକାଙ୍କ

୮୦ରୁ ଅଧିକ ସିଟ୍‌ ପାଇ ଜିତିବୁ, ସରକାର କରିବୁ: ବୁଧାନ

ଭୁବନେଶ୍ୱର: ରାଜ୍ୟରେ ୮୦ରୁ ଅଧିକ ସିଟ ପାଇବୁ ଓ ସରକାର କରିବୁ କହିଲେ ବୁଧାନ । ଆଗାମୀ ନିର୍ବାଚନ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁଙ୍କ ମନ୍ତବ୍ୟ । ୧୨୦କୁ ବେସ୍ କରି କାମ ହେବ, ସରକାର ଗଠନରୁ ଅଧିକ ସିଟ୍ ଟାର୍ଗେଟ । ଆମ ଟାର୍ଗେଟ ୮୦ ବିଧାୟକ ବୋଲସି କହିଲେ ବୁଧାନ ମୁର୍ମୁ । ସରକାର

୧୧ ବାଘ ଶିକାରୀ ଗିରଫ : ବାଘଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା : ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ବାଘ ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ, ନଖ ଓ କିଛି ମାଂସ ଜବତ

ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍, ନଗଦ ୩୦ କୋଟି ଜବତ

ଭୁବନେଶ୍ୱର: ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରରେ ଆୟକର ବିଭାଗର ବଡ଼ ଚଢ଼ାଉ । ଡିଏନ୍‌ ହୋମ୍‌ସରେ ଆଇଟି ରେଡ୍‌ । ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ରେଡ୍ କରାଯାଉଛି। ଆଇଟି ବିଭାଗର ୭ ଜଣିଆ ସଦସ୍ୟ ଏଥିରେ ଉପସ୍ଥିତ ଅଛନ୍ତି। ଆଜି ସକାଳେ

ବ୍ରାହ୍ମଣୀଗାଁ ଫାଇଭ-ଟି ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ଶହେ ଛାତ୍ରୀ ରହୁଥିବା ଛାତ୍ରୀନିବାସରେ ଉତ୍କଟ ପାନୀୟ ଜଳ…

ଦାରିଙ୍ଗବାଡ଼ି, ୦୫/୦୭ : ରାଜ୍ୟ ସରକାର ଫାଇଭ- ଟି ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତ କରଣ କରି ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା କରିବା ସହିତ ଆବଶକୀୟ ଶିକ୍ଷକ ନିଯୁକ୍ତି ଦେଇଛନ୍ତି। ହେଲେ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ

ପୂଜାର୍ଚ୍ଚନା ପରେ ଖୋଲିଲାଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ

ଆଠଗଡ଼: ଧବଳେଶ୍ୱରକୁ କଂକ୍ରିଟ ସେତୁ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ପୂଜା ପାଠ ପରେ ସେତୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି।

ପାଣି ପାଇଁ ହଟହଟା ରାସ୍ତା ଉପରେ ବସିଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ନୂଆପଦର ପଞ୍ଚାୟତର ଝରିସାହି ଓ ହରିଜନ ସାହିରେ ୧୫୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ପିଇବା ପାଣିପାଇଁ କୌଣସି ସୁବିଧା ନାହିଁ ଦୀର୍ଘଦିନ ହେଲାଗାଁକୁ ପାଇପ ବିଛା ଯାଇଛି, ଅଥଚ ପାଣିର ଦେଖା ନାହିଁ। ଏପଟେ ବର୍ଷା ଅଭାବରୁ କୂଅ ବି

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଥାନାରେ ମାମଲା ରୁଜୁ

ସମ୍ବଲପୁର : ବୁର୍ଲା ଭୀମସାର ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ…

ମାଲକାନଗିରି : ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲ ର ରାଜସ୍ୱ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ନିର୍ମାଣଧିନ ଏୟାରପୋର୍ଟ ରେ ଜମି ହରା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ