Sign in
Sign in
Recover your password.
A password will be e-mailed to you.
ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ବାସ୍ଥ୍ୟ କେନ୍ଦ୍ର
ଦାରିଙ୍ଗବାଡି (୪/୭) : ବିପଦ ସଙ୍କୁଳ ଅବସ୍ଥାରେ ଉପସ୍ୱାସ୍ଥ୍ୟ କେନ୍ଦ୍ର । ଛାତର ସିମେଣ୍ଟ ଅତଡ଼ା ଖସି ଗଲାଣି । ଲୁହା ରଡ଼ ବାହାରି ପଡ଼ିବା ସହ କାନ୍ଥରେ ବଡ ବଡ ଫାଟ ଦେଖା ଗଲାଣି । ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଉପସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଦେଖିବାକୁ ମିଳିଛି କିଛି ଏଭଳୀ ଦୃଶ୍ୟ ।!-->…
୫-ଟି କାମରେ କର୍ଯ୍ୟକରୁଛନ୍ତି ଶିଶୁ ଶ୍ରମିକ
ଦାରିଙ୍ଗବାଡି,୪/୭ ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ରୂପାନ୍ତରିକରଣ କରିବା ପାଇଁ ୫-ଟି ପକ୍ଷରୁ ୨ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ହେଲେ ଉକ୍ତ କାମ କୁ କରିଛନ୍ତି ଶିଶୁ ଶ୍ରମିକ । ମେଡ଼ିକାଲରେ ପୁଟି ମରା କାର୍ଯ୍ୟ ଚାଲିଥିବା ବେଳେ ଶିଶୁ ଶ୍ରମିକ କାର୍ଯ୍ୟ!-->…
ସୁନ୍ଦରଗଡ଼ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼ (୪/୭) : ସ୍ଥାନୀୟ ସଦଭାବନା ଭବନଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ!-->!-->!-->…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ସିଟି ସ୍କାନ ମେସିନ, ମିଳିବ ମାଗଣାଟେଷ୍ଟିଂ ସୁବିଧା
ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗିଙ୍କର ଚିକିତ୍ସା ନିମନ୍ତେ ସିଟି ସ୍କାନ ମେସିନ । ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ। ବିନା ଦେୟରେ ରୋଗୀ କରିବେ ସିଟି ସ୍କାନ, ଏମଆରଆଇ ସିଟି ସ୍କାନ। ଆଜିଠୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏହିଭଳି ମାଗଣା!-->…
ଦୁର୍ନୀତି ବୁଡ଼ିଛି ଫୁଲବାଣୀ ପୌର ପରିଷଦ : କାଉନସିଲରଙ୍କ ପ୍ରଶ୍ନ ବାଣରେ ମିଟିଙ୍ଗ ଅଧାରୁ ଉଠିଗଲେ ପୌରାଧ୍ୟକ୍ଷା
ଫୁଲବାଣୀ : ଫୁଲବାଣୀ ପୌର ପରିଷଦ ଦୁର୍ନୀତି ଉବୁଟୁବୁ ହୋଇଛି । ତାର ସଦ୍ୟତମ ପ୍ରମାଣ ହେଉଛି ସୋମବାର ୧୧ ତମ କାଉନସିଲର ସାଧାରଣ ବୈଠକରେ କାଉନସିଲରଙ୍କ ପ୍ରଶ୍ନ ବାଣରେ ଅଧାରୁ ବୈଠକ ଛାଡ଼ି ପଳାଇଥିଲେ ଅଧ୍ୟକ୍ଷା । ପିଅନପଡ଼ା ନୀଳ ବନ୍ଧ ଓ ମଝି ବନ୍ଧ କାର୍ଯ୍ୟର ତଥ୍ୟ କାଉଁସିଲରମାନେ ଜାଣିବାକୁ!-->…
ବ୍ଲକ ଅଧିକାରୀଙ୍କ ମନମାନି ଯୋଗୁଁ କାମ ଥାଇ ବି କାମ ପାଉ ନାହାନ୍ତି ଲୋକେ, ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାୟନ…
ଆସ୍କା : ଗଞ୍ଜାମ ଜିଲ୍ଲାର ଏକ ଚର୍ଚ୍ଚିତ ବ୍ଲକ ହେଉଛି ଆସ୍କା ବ୍ଲକ | ଏହିବ୍ଲକ ୨୭ ଟି ପଞ୍ଚାୟତ କୁ ନେଇ ଗଠିତ। ଅଧିକାଂଶ ପଂଚାୟତ ରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ଓ ନିମ୍ନ କାମ ହେଉଥିବା ଅଭିଯୋଗ ହେଲେ ମଧ୍ୟ ବ୍ଲକ ମୁଖିଆ ଚୁପରହିବା!-->…
ଦିଗପହଣ୍ଡି ବସ୍ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି
ଦିଗପହଣ୍ଡି; ଆଜି ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଲଳିତା ପ୍ରଧାନଙ୍କର ମୃତ୍ୟୁ ଘଟିଛି। ଗତ ୨୫ ତାରିଖ ବିଳମ୍ୱିତ ରାତିରେ ଘଟିଥିଲା ଏହି ଛାତିଥରା!-->…
ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ
ଭୁବନେଶ୍ୱର: ଜଳସେଚନ ଅଫିସରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ । ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ କର୍ମୀ ଜଳସେଚନ ଅଫିସରେ ହୋହଲ୍ଲା କରିଛନ୍ତି । ୪୦୦ ମିଟର ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ଲାଗିଥିବା କଂଗ୍ରେସ କହୁଛି । ତଥାବି କାମ ସମ୍ପୂର୍ଣ୍ଣ!-->…
ଭାରସାମ୍ୟ ହରାଇ ରାସ୍ତା ପ୍ବାର୍ଶକୁ ଓଲଟିଲା ପିକ୍ଅପ୍ ଭ୍ୟାନ, ଜଣେ ଗୁରୁତର…
ହିଞ୍ଜିଳିକାଟୁ, ତା ୪/୭(): ବୁଧବାର ସକାଳେ ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଏକ ରାସନ୍ ସାମଗ୍ରୀ ବୋଝେଇ ପିକ୍ଅପ୍ ଭ୍ୟାନ (ଓଡି୦୭ଏକେ ୯୮୬୦) ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ବିଲ ମଧ୍ୟକୁ ଓଲଟି ପଡିଛି । ଦୂର୍ଘଟଣାରେ ଗାଡି ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର!-->…
ପ୍ରଶାସନ ଉପରେ ଅଙ୍କୁଶ ନ ରହିବା ଯୋଗୁଁ ସବୁ ସାମଗ୍ରୀର ଦରବୃଦ୍ଧି ଘଟୁଛି…
ଖାଉଟି ମୁଣ୍ଡରେ ଚଡକ....
ବ୍ରହ୍ମପୁର(୪/୭) : ଦିନକୁ ଦିନ ଅତ୍ୟାବଶକ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା ଦର ଆକାଶ ଛୁଆଁ ହୋଇଛି। ବର୍ତମାନ ଅଦା, କଞ୍ଚାଲଙ୍କା ,ଟମାଟୋ ,ବାଇଗଣ, ବିନସ ଓ ବିଭିନ୍ନ ପନିପରିବା ରେ ଗତ କିଛିଦିନ ହେଲା ଯେଉଁଭଳି ଦରଦାମ ବୃଦ୍ଧି ପାଇଛି ସାଧରଣ ଜନତା!-->!-->!-->…