ସୁଇସାଇଡ୍‌ ନୋଟ୍‌ ଲେଖି ଛାତରୁ ଡେଇଁପଡ଼ିଲେ ଛାତ୍ରୀ

ଭୁବନେଶ୍ୱର: ଜଣେ ନବମ ଶ୍ରେଣୀ ଛାତ୍ରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ଆତ୍ମହତ୍ୟା କାରଣକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଛାତ୍ରୀ ଜଣକ ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ନିଜର ପଠପଢ଼ାକୁ ନେଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀଙ୍କ ପାଠପଢ଼ାରେ ମନ ନଲାଗିବାରୁ ସେ

ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଦିଆଯାଇଥିବା ଦାୟିତ୍ୱର କଲେ ସମୀକ୍ଷା

ଭୁବନେଶ୍ୱର : ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର। ପର୍ଯ୍ୟବେକ୍ଷକଙ୍କୁ ନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତି ନେଇ ହୋଇଛି ଆଲୋଚନା । ଦଳୀୟ କର୍ମୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱର ସମୀକ୍ଷା କରିଛନ୍ତି ସୁପ୍ରିମୋ । ନବୀନ

ଗେଷ୍ଟ ହାଉସରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପୁରୁଷ ବନ୍ଧୁ ଫେରାର

ଖୋର୍ଦ୍ଧା: ଆତ୍ମହତ୍ୟା ନା ହତ୍ୟା? ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ। ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗେଷ୍ଟହାଉସ୍‌କୁ

ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବ ଅବସରରେ ଦୁଇ ଦିବସୀୟ ଲୋକକଳା ମହୋତ୍ସବ

ବ୍ରହ୍ମପୁର (୪/୦୭) : କଳା ଓ କଳାକାର ହିତୈଷୀ ମହାମଂଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବ ଅବସରରେ ଦୁଇ ଦିବସୀୟ ଲୋକକଳା ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି । ପୂର୍ବାହ୍ନ ଅଧିବେଶନରେ କଣଭାଗ ଲକ୍ଷ୍ମୀ ପୁରାଣ, ପୁଟବଗଡ ରାଧାପ୍ରେମ ଲୀଳା, ନନ୍ଦିକ ଭାରତ ଲୀଳା,

ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ପେପରଲେସ୍‌

ବ୍ରହ୍ମପୁର: ଗଞ୍ଜାମର ସବୁ କୋର୍ଟ ହେଲା ପେପରଲେସ୍‌ । ରାଜ୍ୟରେ ପ୍ରଥମ ଜିଲ୍ଲା ଭାବରେ ଗଞ୍ଜାମର ସବୁ କୋର୍ଟ ପେପରଲେସ୍‌ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮୪ଟି କୋର୍ଟ ପେପରଲେସ୍‌ ହେଲାଣି । ଗତକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୂରଲୀଧର ଭିଡିଓ କନଫରେନ୍ସିଂରେ

୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମା’

ମୟୂରଭଞ୍ଜ : ହଜିଗଲା ମମତା । ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମାଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏହି ମାମଲ‌ାରେ ପୋଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୩ ଜଣଙ୍କୁ ଗିରଫ କରିଛି। ସ୍ୱାମୀର ଅଜାଣତରେ ନିଜ

ସଶକୁଟି ପାହାଡ଼ରେ ବନ ମହୋତ୍ସବ ପାଳନ

ଦାରିଙ୍ଗବାଡ଼ି (୪/୭) : ଦାରିଙ୍ଗବାଡି ବନାଞ୍ଚଳ ଅଧିନ ସଶକୁଟି ପାହାଡ଼ରେ ୭୪ ତମ ବନ ଉତ୍ସବ ପାଳିତ ହୋଇଛି। ଉକ୍ତ ପାହାଡ଼ରେ ୮ ହଜାର ଚାରା ରୋପଣ କରାଯିବ । କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ, ଦାରିଙ୍ଗବାଡି ରାଜସ୍ବ ନୀରିକ୍ଷକ ସୁବ୍ରତ ମଲ୍ଲିକ ଯୋଗ ଦେଇଥିଲେ

କିରାମା କଲର୍ଭଟ କାମ ନିମ୍ନମାନର ଅଭିଯୋଗ

ଦାରିଙ୍ଗବାଡ଼ି (୪/୭) : ଦାରିଙ୍ଗବାଡି ବ୍ଲକ ଅଧିନ ଝିଞ୍ଜିରିଗୁଡା ପଞ୍ଚାୟତ କିରମା ନାଳରେ କଲର୍ଭଟ କାମ ଆରମ୍ଭ ହୋଇଛି। ହେଲେ ଏହି କଲର୍ଭଟ ନିର୍ମାଣ କରୁଥିବା ଠିକାଦାର ପଟୁବାଲି ସହିତ ନିମ୍ନମାନର ମେଟାଲ ବ୍ୟବହାର ଜରୁଥିବା ଅଞ୍ଚଳ ବାସୀ ଦାବୀ କରୁଛନ୍ତି। ଏହି କଲଭେଟ ଉପରେ ବ୍ରାହ୍ମଣୀଗାଁ

ବାଲିମାଫିଆଙ୍କ ଦୌରାତ୍ମ୍ୟ : ଖବରଦାତାଙ୍କୁ ଆକ୍ରମଣ

ହିଂଜିଳିକାଟୁ, ୨ା୭ : ଗଂଜାମ ଜିଲ୍ଲା ହିଂଜିଳି ଥାନା ଖରିଡ଼ା ଗ୍ରାମ ଋଷିକୂଲ୍ୟା ନଦୀରୁ ଚୋରା ବାଲି ଉଠାଣ ବେଳେ ମୋବାଇଲରେ ଫଟୋ ଭିଡ଼ିଓ କରି ତହସିଲଦାରଙ୍କୁ ଜଣାଇଥିବା ଜଣେ ବ୍ୟକ୍ତିଙ୍କୁ ବାଲି ମାଫିଆ ମାନେ ମିଶି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣର ଶିକାର ହେଲେ ଖରିଡ଼ା ଗ୍ରାମର ନିରଂଜନ

ବରିଷ୍ଠ କଳାକାର ସଂଘର ଚତୁର୍ଥ ବାର୍ଷିକୋତ୍ସବ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଂଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ଏକ ବର୍ଣାଢ୍ୟ ଶୋଭାଯାତ୍ରା ଗାନ୍ଧୀ ନଗର ଛକ ଠାରୁ