Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ଘୋଷଣା ହୋଇଥିବା କ୍ଷତିପୂରଣ ରାଶି ଦିଆଯାଉ । ଏଥିସହ ବିସ୍ଥାପିତଙ୍କୁ ସ୍ଥାୟୀ!-->…
ଏନସିପିରୁ ବିଦା ହେଲେ ୩ ନେତା ଓ ୨ ସାଂସଦ, କାଉଣ୍ଟର କଲେ ପ୍ରଫୁଲ ପଟେଲ
ମୁମ୍ବାଇ : ବରିଷ୍ଠ ଏନସିପି ନେତା ଅଜିତ ପାୱାର ଓ ୮ ବିଧାୟକ ମହାରାଷ୍ଟ୍ରର ବିଜେପି ସରକାରଙ୍କୁ ସମର୍ଥନ କରିବା ପରେ ହଟଚମଟ ସୃଷ୍ଟି ହୋଇଛି। ଶରଦ ପାୱାରଙ୍କ ଏନସିପି ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହୋଇ ଯାଇଥିବା ବେଳେ ଏବେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ!-->…
ଶ୍ବଶୁର ଘର ଗାଁପାଖ ଜଙ୍ଗଲରୁ ମିଳିଲା ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ସାଲେଭଟା ଗ୍ରାମର ନବ ଭୋଇ(୫୦) ନାମକ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ନିଜ ଶ୍ଵଶୁର ଘର ଏହି ଥାନା ଯମୁନାବାହାଲ ଗ୍ରାମର ତିଖାଲି ସଂରକ୍ଷିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଆଜି ପୁଲିସ ଉଦ୍ଧାର କରିଛି। ସେ ନିଜର ଏକ!-->…
ପ୍ରତିଯୋଗିତା ଚାଲିଥିବା ବେଳେ ବୁଡ଼ି ଗଲା ଡଙ୍ଗା, ଥିଲେ ୨୫ ମହିଳା
ତ୍ରିଭେନ୍ଦ୍ରମ୍ : କେରଳର ଅଲପୁଝାରେ ସୋମବାର ନୌ-ଚାଳନା ପ୍ରତିଯୋଗିତା ଚାଲିଥିବା ବେଳେ ଏକ ଡଙ୍ଗା ବୁଡ଼ି ଯାଇଛି। ଡଙ୍ଗାଟିରେ ୨୫ ଜଣ ମହିଳା ଥିଲେ। ଖବର ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।
ଏହି ଦୁର୍ଘଟଣା ଘଟିବା ପରେ ନୌ-ଚାଳନା ପ୍ରତିଯୋଗିତାକୁ ବନ୍ଦ କରି!-->!-->!-->…
ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର: ପୁଣି ନିଶା ନିବାରଣ କେନ୍ଦ୍ରରୁ ଝୁଲନ୍ତା ମୃତଦେହ ଉଦ୍ଧାର। ରାଜଧାନୀରେ ନିଶା ନିବାରଣ କେନ୍ଦ୍ରରୁ ଉଦ୍ଧାର ହୋଇଛି ମୃତଦେହ । ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଥିବା ନିଶା ନିବାରଣ କେନ୍ଦ୍ରରୁ ଜଣେ ଅନ୍ତେବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତଦେହ ଜବତ କରି ତଦନ୍ତ ଆରମ୍ଭ!-->!-->!-->…
ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ଲାଲୁଙ୍କ ବିରୋଧରେ ସିବିଆଇର ଚାର୍ଜସିଟ୍
ପାଟନା : ଜମି ବଦଳରେ ରେଲୱେରେ ଚାକିରି ମାମଲାରେ ସିବିଆଇର ଚାର୍ଜସିଟ୍ ଦାଖଲ। ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ତେଜସ୍ୱୀ ଯାଦବ ଏବେ ବିହାରର!-->…
ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ଅଧିକ ଓ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁର ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିଥାଏ ବୋଲି ଆମେ ଜାଣିଛେ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ!-->…
ପାଟ୍ରୋଲିଂ ନ କଲେ କାର୍ଯ୍ୟାନୁଷ୍ଠାନ ହେଵ : ପିସିସିଏଫ୍
ଭୁବନେଶ୍ୱର: ବନ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରିବାକୁ ପିସିସିଏଫଙ୍କ ଅପିଲ । ବନ କର୍ମଚାରୀଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଛି । ୮ ତାରିଖ ଯାଏଁ ସମୟ ଦିଆଯାଇଛି ତେଣୁ ଆନ୍ଦୋଳନରୁ ଓହରନ୍ତୁ । କିଛି କିଛି ସ୍ଥାନରେ ପଶୁଙ୍କ ଆକ୍ରମଣରେ ମୃତାହତ ଖବର ଆସୁଛି । ଏଭଳି ସ୍ଥଳରେ!-->…
ଇଡକୋ ପକ୍ଷରୁ କ୍ଷୁଦ୍ରଶିଳ୍ପ (ଏମଏସଏମଇ) ପାଇଁ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ
ମାଲକାନଗିରି (୩।୭) : ଆଜି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୀମାଗୁଡି ନିକଟରେ କ୍ଷୁଦ୍ରଶିଳ୍ପ ପାଇଁ ଜମି ଅଧିଗ୍ରହଣ କରିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଏହାକୁ ବିରୋଧ କରାଯାଇଛି । ତେବେ ଘଟଣା ସ୍ଥଳରେ ତହସିଲଦାର ଓ ପୋଲିସ ଉପସ୍ଥିତି ରହି ଲୋକଙ୍କୁ ବୁଝାଶୁଝା କରିଛନ୍ତି ।!-->…
ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ…
ଭୁବନେଶ୍ୱର, : ରାଜ୍ୟରେ କିଛି ମାସ ହେବ ଗଣତନ୍ତ୍ର ଭୁଷୁଡି ପଡିଥିବା ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଯେଉଁଭଳି ଭାବରେ ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତି, ତାହା ଭାରତବର୍ଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେହିପରି କୋଟି କୋଟି!-->…