ଫୁଲବାଣୀରେ ଜମି ମାଫିଆଙ୍କ ପ୍ରାଦୁର୍ଭାବ, ପ୍ରଶାସନ ଜାଣି ନିରବ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଥିବା ୧୨ ଗୋଟି ବ୍ଲକରେ ଜମି ମାଫିଆ ମାନେ ଜିଲ୍ଲା ପ୍ରଶାସନର ଆଇନ କାନୁନ, ବନ ବିଭାଗର କାର୍ଯ୍ୟ ଢିଲା ଫଳରେ ଦିନକୁ ଦିନ ଜଙ୍ଗଲ ଶୂନ୍ୟ,ସରକାରୀ ଜମି ବିକ୍ରି ଓ ଜମି ମାଫିଆଙ୍କ ସକ୍ରିୟ ଦିନକୁ ଦିନ ବୃଦ୍ଧି ପାଉଛି ।ଏହି ସବୁ ବିଷୟ ଜିଲ୍ଲା ପ୍ରଶାସନ ,ବନ

ନିଜର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଲେ ମହିଳା, ସାନ ଝିଅ ଓ ସାନ ପୁଅ ମୃତ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି। ୩ ପୁଅ ଓ ଝିଅକୁ ଫିଙ୍ଗି ନିଜେ କୂଅକୁ ଡେଇଁପଡିଲା ମାଆ। ଗଞ୍ଜାମ ଶେରଗଡ଼ ବ୍ଲକ ଲାଉଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଜଣକ ନିଜର ଦୁଇ ଝିଅ ଓ ପୁଅକୁ କୂଅରେ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାର ଏଟିଏମ ପାଞ୍ଚଟି ମେସିନ ରୁ କେବଳ ଗୋଟିଏ କାମ କରୁଛି !

ଛତ୍ରପୁର : ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ଛତ୍ରପୁର ପକ୍ଷରୁ ବହୁବାର ଏଟିଏମ ସେବା ବ୍ୟାହତ ହେଉଥିବା ନେଇ ଗ୍ରାହକଙ୍କ ଠାରୁ ଅଭିଯୋଗ ଆସୁଛି । ଗତକାଲି ମେଇନ ବ୍ରାଞ୍ଚ କୁ ଟଙ୍କା ଉଠାଇବା ପାଇଁ ଯାଇ ଗ୍ରାହକ ସେବା ପାଇବାରେ ବଞ୍ଚିତ ହୋଇ ନିରାଶ ହୋଇ ଘରକୁ ଫେରିଥିବା କୁହାଯାଇଛି । ଉକ୍ତ

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ (OREAT)ର ନୂଆ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି।

ବାହାନଗା ଟ୍ରେନ୍ ଦୁର୍ଘଟଣା: ୨ ଜଣଙ୍କ ମୃତଦେହ ନେବାକୁ ମନା କଲେ ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେ ବିତିଥିବା ବେଳେ ଏବେ ବି ଅନେକ ମୃତଦେହ ଚିହ୍ନଟ ହୋଇ ନାହିଁ । ଗୋଟିଏ ମୃତଦେହକୁ ଏକାଧିକ ଦାବିଦାର ରହିଥିବା ବେଳେ ଡିଏନଏ ପରୀକ୍ଷା କରାଯାଇ ମେଳ ଖାଇଲା ପରେ ମୃତଦେହ ହସ୍ତାନ୍ତର କରାଯାଉଛି । ଭୁବନେଶ୍ୱର ଏମ୍ସରେ ୮୧ଟି

ମହାନଗର ନିଗମ ଦ୍ୱାରା ବ୍ୟାଡ଼ମିଣ୍ଟନ ଇନଡୋର ହଲର ଭବ୍ୟ ଉଦ୍‌ଘାଟନ

ବ୍ରହ୍ମପୁର : ସ୍ଥାନୀୟ ଇଞ୍ଜିନିଅର ସ୍କୁଲ ଖେଳ ପଡିଆ ନିକଟରେ ବ୍ୟାଡ଼ମିଣ୍ଟନ ଇଣ୍ଡୋର ହଲ ଉଦଘାଟନ ହୋଇଛି | ମୁଖ୍ୟ ଅତିଥି ଭାବେ ବିଧାୟକ ବିକ୍ରମ ପଣ୍ଡା, ସମ୍ମାନିତ ଅତିଥି ମେୟର ସଂଘମିତ୍ରା ଦଳେଇ, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିମସି କମିଶନର ଜେ ସୋନାଲ, ଡେପୁଟି ମେୟର ଇ.

ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ମାଂସ ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା । ଘରକୁ ଫେରୁଥିବା ବେଳେ କିଛି ମହିଳା ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତକ ହେଲେ ଝାରସୁଗୁଡ଼ା ଥାନା ଲେକଚର କଲୋନୀର କୈଳାସ ଚନ୍ଦ୍ର ମେହେର

ସରିଲା ରିମାଣ୍ଡ ଅବଧି: ଭିଜିଲାନ୍ସ କୋର୍ଟରେ ପ୍ରଶାନ୍ତ ରାଉତ ହାଜର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ। ଭିଜିଲାନ୍ସ ୫ ଦିନିଆ ରିମାଣ୍ଡରେ ପ୍ରଶାନ୍ତଙ୍କୁ ନେଇଥିଲା। ଦୀର୍ଘ

ସିଦ୍ଧାନ୍ତ ମହାପାତ୍ରଙ୍କୁ ଏସ୍‌ଟିଏ ର ପ୍ରଶଂସା

ଭୁବନେଶ୍ୱର:ଓଲିଉଡର ଖ୍ୟାତନାମା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ପକ୍ଷରୁ ପ୍ରଶଂସା କରାଯାଇଛି। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କୁ ପ୍ରଶଂସା କରାଯିବା ସହିତ ସିଦ୍ଧାନ୍ତ ଅନ୍ୟମାନଙ୍କ ପାଇଁ ରୋଲ୍‌

ଛୁଆକୁ ମାରି ନିଜ ଜିଭ କାଟି ଆତ୍ମହତ୍ୟା ଉଦ୍ୟମ

ଶେରଗଡ଼ : ସ୍ୱାମୀ ସହ ମୋବାଇଲରେ କଥାରୁ ପ୍ରବଳ କଳି ଏବଂ ଉତ୍ତେଜିତ ହୋଇ ପଡି ବିବାହିତ ମହିଳା ନିଜର ବିବେକ ଶୂନ୍ୟ ହୋଇ ପଡି ନିଜ ଜନ୍ମିତ ଶିଶୁକୁ କୂଅରେ ପକାଇ ନିଜେ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଅଂଚଳ ରେ ଆଲୋଡନ ସୃଷ୍ଟି କରିଛି । ମୃତ୍ୟୁ ମୁହଁରୁ ଉଦ୍ଧାର ପାଇଥିବା ବଡ଼ ଝିଅକୁ ନେଇ