Sign in
Sign in
Recover your password.
A password will be e-mailed to you.
ଦୁଇ ବାଇକ ଧକ୍କାରେ ଜଣେ ମୃତ ୩ ଗୁରୁତର
ମାଲକାନଗିରି : ମାଲକାନଗିରି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ୩ ଗୁରୁତର। ମାଲକାନଗିରି ଜିଲ୍ଲାର ଟିଟିବେରୀ ଗ୍ରାମରେ ଦୁଇଟି ବାଇକ ଦ୍ରୁତ ଗତିରେ ଆସୁଥିବା ସମୟରେ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣ ବାଇକ ଅରହି ଦୁର୍ଘଟଣା ର ଶିକାର ହୋଇଥିଲେ। ସେଠାରେ ଲୋକେ ଆମ୍ବୁଲାନ୍ସ!-->!-->!-->…
ରାଷ୍ଟ୍ରୀୟ ପୁରୁଷ ଆୟୋଗ ଗଠନ ଦାବି ଯାଚିକାକୁ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପୁରୁଷମାନଙ୍କ ପାଇଁ ଜାତୀୟ ଆୟୋଗ ଗଠନ ସମ୍ପର୍କରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସୋମବାର ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନରେ ଘରୋଇ ହିଂସାରେ ପୀଡିତ ପୁରୁଷଙ୍କ ଆତ୍ମହତ୍ୟା ସହ ଜଡିତ ମାମଲାଗୁଡ଼ିକର ସମାଧାନ ପାଇଁ ନିର୍ଦ୍ଦେଶାବଳୀ!-->…
୬ଜି ପାଇଁ ପ୍ରସ୍ତୁତି ଆରମ୍ଭ କଲା ଭାରତ, ଗଠନ ହେଲା ୬ଜି ଆଲାଏନ୍ସ
ନୂଆଦିଲ୍ଲୀ : ଭାରତରେ ମାତ୍ର କିଛି ମାସ ତଳେ ୫ଜି ସେବା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଦେଶର ସବୁ ସ୍ଥାନରେ ଏହି ସେବା ପହଞ୍ଚିପାରିନାହିଁ । କିନ୍ତୁ ଏବେଠାରୁ ୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ । ଏଥପାଇଁ ଗଠନ ହୋଇଛି ୬ଜି ମେଣ୍ଟ ବା ଆଲାଏନ୍ସ । ଏହା ହେଉଛି ସରକାରୀ କ୍ଷେତ୍ର,!-->…
ସମାନ ନାଗରିକ ସଂହିତା ପାଇଁ ଆସିଲା ୧୯ ଲକ୍ଷ ମତାମତ, ସଂସଦୀୟ ସମିତି ବୈଠକରେ କଂଗ୍ରେସର ଆପତ୍ତି
ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ସଂସଦୀୟ କମିଟି (ୟୁସିସି)ର ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୯ ଲକ୍ଷ ଲୋକ ଏ ସଂକ୍ରାନ୍ତରେ କମିଟି ନିକଟରେ ନିଜର ମତାମତ ଓ ପରାମର୍ଶ ପଠାଇଛନ୍ତି। ବୈଠକରେ କିଛି ସଦସ୍ୟ ସରକାର ତରବରିଆ ଭାବେ ସରକାର ଏହାକୁ!-->…
ଅଜିତଙ୍କୁ ଝଟକା: ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିବା ଦୁଇ ବିଧାୟକଙ୍କ ୟୁ ଟର୍ଣ୍ଣ
ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ବନ୍ଦ ହେବାର ନାମ ନେଉନାହିଁ | ତାଜା ସୂଚନା ମୁତାବକ ଗତକାଲି ପୁତୁରା ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଝଟକା ଦେଇଥିବାବେଳେ ଆଜି ଅଜିତଙ୍କୁ ଝଟକା ଲାଗିଛି | ବାସ୍ତବରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ପରେ ୟୁ-ଟର୍ଣ୍ଣର!-->…
ଭଙ୍ଗା ଚକ ସହ ୧୦କିଲୋମିଟର ଦୌଡ଼ିଲା ଟ୍ରେନ୍, ଶବ୍ଦରେ ପରିବର୍ତ୍ତନ ଜାଣିପାରି ଟ୍ରେନ ଅଟକାଇଲେ ଯାତ୍ରୀ
ପାଟନା: ଭଙ୍ଗା ଚକ ସହ ୧୦କିଲୋମିଟର ଦୌଡ଼ିଲା ଟ୍ରେନ୍। ଶବ୍ଦରେ ପରିବର୍ତ୍ତନ ଜାଣିପାରି ଟ୍ରେନ ଅଟକାଇଲେ ଯାତ୍ରୀ। ବାଲେଶ୍ବରର ବାହାନଗାଠାରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଅନେକ ଲୋକଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ ରେଳ ଧାରଣାର ଯାଞ୍ଚ ଓ ସିଗନାଲ ଉପରେ ବିଶେଷ ଧ୍ୟାନ!-->…
ଏସ୍ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ
କଟକ: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି କଟକରେ ଏସ୍ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏଠାରେ ମେଡିକାଲ ନିର୍ମାଣ କାର୍ଯ୍ୟ କିଭଳି ଅଗ୍ରଗତି କରୁଛି ସେ ନେଇ ସ୍ଥିତି ପରଖିଛନ୍ତି।
ଏହି ଅବସରରେ ୱାର୍କ ସେକ୍ରେଟାରୀ,!-->!-->!-->…
ଅଜିତ ପାୱାରଙ୍କ ବିଦ୍ରୋହ ପରେ ବିରୋଧୀ ଦଳ ପଦକୁ ନେଇ ବଡ଼ କଥା କହିଲା କଂଗ୍ରେସ
ମୁମ୍ବାଇ : ଏନସିପି ନେତା ଅଜିତ ପାୱାରଙ୍କ ବଡ଼ଧରଣର ବିଦ୍ରୋହ ପରେ ଏବେ ଶରଦ ପାୱାରଙ୍କ ପାଖରେ କେତେ ଜଣ ବିଧାୟକ ରହିଛନ୍ତି, ତା’କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ବିଜେପି ଓ ସିନ୍ଦେ ସରକାରଙ୍କୁ ସମର୍ଥନ କରି ଉପ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଅଜିତ ପାୱାର ବିରୋଧୀ ଦଳ ନେତା ଭାବେ କାମ!-->…
ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଘରୁ ପୁଣି ମିଳିଲା ଆଉ ୩ ପ୍ଲଟ, କୋଟଏରୁ ଅଧିକ ଟଙ୍କା
ଭୁବନେଶ୍ୱର: ସରୁନି ସମ୍ପତ୍ତି ତାଲିକା । ଯେତେ ଖୋଳିଲେ ସେତେ ବାହାରୁଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ସୁନା ଆଉ ଜମି । ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଘରୁ ପୁଣି ଠାବ ହୋଇଛି ଆଉ ୩ ପ୍ଲଟ । ଭୁବନେଶ୍ୱରରେ ଗୋଟିଏ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ ଠାବ କରିଛି ଭିଜିଲାନ୍ସ ।!-->…
ଦିଲ୍ଲୀ ହାଇକୋର୍ଟରେ ନିରାଶ ହେଲେ ମନୀଷ ସିସୋଦିଆ
ନୂଆଦିଲ୍ଲୀ : ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ ପୁଣି ଝଟକା। ସେ ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହା ଅଗ୍ରାହ୍ୟ ହୋଇଯାଇଛି। ବର୍ତ୍ତମାନ ସ୍ଥିତିରେ ସିସୋଦିଆଙ୍କୁ!-->…