Sign in
Sign in
Recover your password.
A password will be e-mailed to you.
ସରକାରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ସୁନ୍ଦରଗଡ ବିଜେପିର ପ୍ରତିବାଦ
ସୁନ୍ଦରଗଡ : ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବିଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଗତ ବର୍ଷ ୨୦୨୨ ମସିହା ଖରିଫ ଋତୁରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ଅହେତୁକ ଅବହେଳା ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଏପର୍ଯ୍ୟନ୍ତ!-->…
ଘରେ ଶୋଇଥିଲେ ଶାଶୂ-ବୋହୂ: ଚଢିଗଲା ହାଇଓ୍ବା
କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷ୍ଣନଗର ପଞ୍ଚାୟତର ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତାକଡ଼ ଘର ଉପରକୁ ଏକ ଚିପ୍ସ ବୋଝେଇ ହାଇୱା ମାଡ଼ିଯିବା ଫଳରେ ଘର ଭିତରେ ଥିବା ଶାଶୂ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା!-->…
ବନାନୀ କଳା ସଂଗମ, ଫୁଲବାଣୀର ସାମାଜିକ ନାଟକ” ସୂର୍ଯ୍ୟୋଦୟ ପୂର୍ବେ ” ର ଅପୂର୍ବ ସଫଳତା
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଂଗମ, ଫୁଲବାଣୀ ତରଫରୁ ଭୁବନେଶ୍ବରର ଭଞ୍ଜ କଳା ମଣ୍ଡପ ଠାରେ ସାମାଜିକ ନାଟକ" ସୂର୍ଯ୍ୟୋଦୟ ପୂର୍ବେ " ମଞ୍ଚସ୍ଥ ହୋଇଯାଇଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ ମଞ୍ଚ ନାଟକ ପରିବେଷଣ ପାଇଁ ବନାନୀ କଳା ସଂଗମର!-->…
ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କ ବାପା-ମାଆଙ୍କୁ ଆକ୍ରମଣ
ଭୁବନେଶ୍ବର: ଆଇପିଏସ୍ଙ୍କ ବାପା-ମାଆଙ୍କୁ ଆକ୍ରମଣ। ପୂର୍ବତନ ଭୁବନେଶ୍ୱର ଟ୍ରାଫିକ ଡିସିପି ତଥା ବର୍ତ୍ତମାନର ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କ ପରିବାର ଉପରେ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନସାରେ ଗତକାଲି ରାତିରେ ସାଗରିକାଙ୍କ ବାପା-ମାଆ ଏକ କାର୍ରେ ଆମ୍ରି ହସ୍ପିଟାଲ ନିକଟରୁ!-->…
ଗଡମା ଗ୍ରାମରେ ଗଳା କାଟି ନୃଶଂସ ଭାବେ ହତ୍ୟା…
ଦାରିଙ୍ଗବାଡ଼ି,୩/୭ ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଡ଼ମାହା ଗ୍ରାମର ମହେଶ୍ୱର ମାଝୀ ( ୫୦ବର୍ଷ ) ଙ୍କୁ ଗତ କାଲି ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟା ସମୟରେ ଏକ ଧାରୁଆ ଛୁରୀ ଦ୍ୱାରା ଦୁର୍ବୃତ୍ତ ଗଳା କାଟି ନୃଶଂସ ଭାବେ ହତ୍ୟା କରିଛନ୍ତି । ବର୍ତ୍ତମାନ ଯାଏ ହତ୍ୟାର କାରଣ!-->…
କନ୍ଧମାଳର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ନେଇ ଆଲୋଚନା ଚକ୍ର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ନେଇ ଏକ ଆଲୋଚନା ଚକ୍ର ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଫୁଲବାଣୀ ସ୍ଥିତ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ବହୁ ଗୁଣି!-->…
ବିଏସଏନଏଲ ଥ୍ରୀଜି ବ୍ରଡ଼ବ୍ୟାଣ୍ଡ ସେବାର ଲୁଚକାଳି ଖେଳରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ହନ୍ତସନ୍ତ
ଦାରିଙ୍ଗବାଡ଼ି (୦୨/୦୭) : ଦାରିଙ୍ଗ ବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳ ବାସଙ୍କ ପାଇଁ ରହିଛି ଏକ ମାତ୍ର ବିଏସଏନଏଲ ନେଟୱାର୍କ ସେବା। ହେଲେ ଏକ ମାସରେ (୩୦ ଦିନ) ୧୫ ଦିନରୁ ଉର୍ଦ୍ଧ ଦିନ ପ୍ରାୟ ଅଞ୍ଚଳ ବାସୀ ଏହି ସେବା ପାଇବାରୁ ବଞ୍ଚିତ ହୋଇ ରହୁଥିବା ନଜିର ରହିଛି। ଆଜିକାଲି ପ୍ରତ୍ୟକ!-->…
ନକ୍ସଲମାନଙ୍କୁ ଆମ ଗାଆଁକୁ ପୂରେଇ ଦେବୁନି, ଏମଭି ୭୦ରେ ଆମ ପୋଲିସ ବୈଠକ
କାଲିମେଳା (୦୨/୦୭) : ଏକଦା ଘନ ଘନ ଚଢାଉ ସହ ମାଓବାଦୀଙ୍କ କ୍ରୁରତା ଜନଜୀବନକୁ ପ୍ରଭାବିତ କରୁଥିଲା। ନିଜସ୍ଵ ମତ ଜାହିର କରିବା ପୂର୍ବରୁ ଜୀବନ ପ୍ରତି ଥିବା ବିପଦ ଯୋଗୁଁ ନିଜର ପ୍ରତିବାଦକୁ ଛାତି ତଳେ ଚାପି ହୋଇ ରଖିବାକୁ ପଡୁଥିଲା। ତେବେ ସମୟ ବଦଳିବା ସହ କାଲିମେଳା ବ୍ଲକ ବଡିଗେଟା!-->…
ବ୍ରାହ୍ମଣୀଗାଁ ବନାଞ୍ଚଳରେ ୭୪ ତମ ବନ ଉତ୍ସଵ ପାଳନ
ଦାରିଙ୍ଗବାଡ଼ି, (୦୨/୦୭) ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ୭୪ ତମ ବନ ଉତ୍ସବ ପାଳିତ ହୋଇଛି। ବ୍ରାହ୍ମଣୀଗାଁ ପଞ୍ଚାୟତ ମହକୁମାର ଅଲାଞ୍ଜୁରି ରାସ୍ତାର ମିନି ଷ୍ଟାଡିୟମ ନିକଟରେ ୧୦ ହେକ୍ଟର ଜମିରେ ପ୍ରାୟ ସଉଳ!-->…
ଜନବସତି ଅଞ୍ଚଳରେ ନୂଆ ମଦବାର ଖୋଲିବା ନେଇ ଜନ ପ୍ରତିବାଦ
ଭୁବନେଶ୍ୱର (୦୨/୦୭) : ଘନ ଜନବସତି ଅଞ୍ଚଳ ଆଇଆରସି ଭିଲେଜରେ ପ୍ରସ୍ତାବିତ ନୂଆ ମଦ ବାର ଖୋଲିବା ନେଇ ଆଜି ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଓଡ଼ିଶା ରାଜ୍ୟ କମିଟି ନେତୃତ୍ବରେ ଶହ ଶହ ସଂଖ୍ୟାରେ ବସ୍ତି ବାସିନ୍ଦା, ପାର୍ଟି କର୍ମୀ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ନେତୃବୃନ୍ଦ,!-->…