Sign in
Sign in
Recover your password.
A password will be e-mailed to you.
ଚିକିଟୀ ଷ୍ଟେଟବ୍ୟାଙ୍କରେ ୬୮ ତମ ପ୍ରତିଷ୍ଠା ଦିବସ ପାଳିତ
ଚିକିଟୀ : ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଦ୍ୱାରା ୬୮ ତମ ପ୍ରତିଷ୍ଠା ଦିବସ ଆନନ୍ଦ ରେ ପାଳିତ ହୋଇଯାଇଛି l ଏହି ଅବସରରେ ବ୍ୟାଙ୍କରେ ଉପସ୍ଥିତ ଥିବା ଗ୍ରାହକ ମାନଙ୍କୁ ମିଠା ବଣ୍ଟନ କରାଯାଇ ସ୍ୱାଗତ ପରେ ବ୍ୟାଙ୍କ ସେବା ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଥିଲା l ସୂଚନା!-->…
ସର୍ବଭାରତୀୟ ନାଟକ ପ୍ରତିଯୋଗିତା ପାଇଁ ବହିପୂଜା ଅନୁଷ୍ଠିତ
ଚିକିଟି : ଝାରଖଣ୍ଡର ଧାନବାଦ ଠାରେ ଚଳିତ ମାସ 21 ରୁ 23 ତାରିଖ ଯାଏଁ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଂଜାମ ଚିକିଟୀ ଗଡ଼ ଶ୍ରୀଜଗନ୍ନାଥ କଳା ପରିଷଦର କଳାକାର ମାନେ ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା!-->…
ଡ଼ିଏଲଏସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ,ଫୁଲବାଣୀର ଅଧ୍ୟକ୍ଷ ସତ୍ୟପିର ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ବନ ବିଭାଗଙ୍କ ସହଯୋଗରେ ବନ ମହୋତ୍ସବ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 2.7.2023 ରେ ଅନୁଷ୍ଠିତ ହୋଇଯାଇ ଅଛି l ବୃକ୍ଷ ହିଁ ଜୀବନ!-->…
ଠିକାଦାର ଭାଙ୍ଗିଦେଲେ କେଦାରଗୌରୀ ମନ୍ଦିର ପାଚେରୀ : ଏଏସଆଇ
ଭୁବନେଶ୍ବର: ଆଜି କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗି ଦିଆଯାଇଛି। ବିନା ଅନୁମତିରେ କେଦାରଗୌୀ ମନ୍ଦିର ପାଚେରୀ ଭଙ୍ଗାଯାଇଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସଆଇର) ଅଭିଯୋଗ କରାଯାଇଛି। ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ କେଦାରଗୌରୀ ମନ୍ଦିରର!-->…
ବାହାନଗା ଟ୍ରେନ୍ ଦୁର୍ଘଟଣା: ସତ୍ୟନଗର ଶ୍ମଶାନରେ ବିହାର ଓ ଝାଡ଼ଖଣ୍ଡର ୨ ମୃତଦେହର ଶେଷକୃତ୍ୟ ସମ୍ପନ୍ନ
ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ ଦିନେଶ ଯାଦବ ଓ ବିହାରର ମୃତକ ହେଲେ ସୁରେଶ ରାୟ ।
ସୂଚନା ଅନୁସାରେ!-->!-->!-->…
ଲେବାନନ୍ ସୁଟ୍ଆଉଟ୍; ଫାଇନାଲ୍ରେ ଭାରତ
ବେଙ୍ଗାଲୁରୁ: ଲେବାନନ୍କୁ ସୁଟ୍ ଆଉଟ୍ କରି ଭାରତ ସାଫ୍ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ପ୍ରବେଶ କରିଛି। ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମ୍ରେ ଶନିବାର ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍ରେ ଭାରତ ୪-୨ ପେନାଲ୍ଟି ସୁଟ୍ଆଉଟ୍ରେ ଲେବାନନ୍କୁ ହରାଇଥିଲା। ଫାଇନାଲ୍ରେ ଭାରତର!-->…
ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ‘ସନ୍ଦେହୀ’ ସ୍ୱାମୀ ଅନାଥ ହୋଇଗଲେ ଶିଶୁ
ଅହମ୍ମଦାବାଦ: ସହରର ଗୋତ୍ରୀ ଅଞ୍ଚଳର ଏକ ଆବାସିକ କଲୋନୀରେ ଆପାର୍ଟମେଣ୍ଟର ଷଷ୍ଠ ମହଲାରୁ ଏକ ଦମ୍ପତିଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଭଦୋଦରା ପୁଲିସ।ପୁଲିସ ସୂଚନା ଅନୁଯାୟୀ, ଆଶିଷ ମାନେ ତାଙ୍କ ପତ୍ନୀ ଆରତୀଙ୍କୁ ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା!-->…
ଦିଲ୍ଲୀରୁ ମଦ ବୋତଲ ଧରି ୟୁପି ଗଲେ ହେବ ଜେଲ୍
ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଠିପି ବନ୍ଦ ମଦ ବୋତଲ ଧରି ଯଦି କେହି ଉତ୍ତର ପ୍ରଦେଶର ନୋଏଡାରେ ପହଞ୍ଚିବେ, ତା’ହେଲେ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ। ଏଥିସହ ମୋଟା ଅଙ୍କର ଜୋରିମାନା ମଧ୍ୟ ଲାଗୁ କରାଯାଇ ପାରେ ବୋଲି ଉତ୍ତର ପ୍ରଦେଶର ଅବକାରୀ ଅଧିକାରୀ କହିଛନ୍ତି।ଦିଲ୍ଲୀ ମେଟ୍ରୋ!-->…
ସମାନ ନାଗରିକ ସଂହିତା ବିରୋଧରେ ମାୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ନାହିଁ
ଲକ୍ଷ୍ନୌ : ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ବିରୋଧରେ ମୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ନାହିଁ। ଆଜି ନିଜେ ମାୟାବତୀ କିନ୍ତୁ ରଖି ୟୁସିସି ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି।ସେ କହିଛନ୍ତି, “ଭାରତୀୟ ସମ୍ବିଧାନରେ ପୂର୍ବରୁ ହିଁ ୟୁନିଫର୍ମ!-->…
ଚାଷୀ କିଣିବେ ହେଲିକପ୍ଟର, ଚାଷ କରିବାକୁ ବ୍ୟାଙ୍କ ପିଓ ଚାକିରି ଛାଡ଼ି ଦେଇଥିଲେ
ଲକ୍ଷ୍ନୌ : ଫସଲ ଦେଖାରଖା କରିବା ପାଇଁ ଚାଷୀ କିଣିବେ ହେଲିକପ୍ଟର। ଛତିଶଗଡ଼ର ବସ୍ତରରେ ସଫେଦ ମୁସଲି ଓ ଗୋଲମରିଚ ଚାଷ କରୁଥିବା କରୁଥିବା ଜଣେ ଚାଷୀ ହେଲିକପ୍ଟର କିଣିବାକୁ ଯାଉଥିବାରୁ ଏହାକୁ ନେଇ ସବୁଠି ବେଶ ଚର୍ଚ୍ଚା। ଏହି ଚାଷୀଙ୍କ ନାମ ଡା. ରାଜାରାମ ତ୍ରିପାଠୀ। ସେ ୪ ଥର ସର୍ବଶ୍ରେଷ୍ଠ!-->…