Sign in
Sign in
Recover your password.
A password will be e-mailed to you.
ସୌରିନ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍
କଟକ: ଯୁବତୀଙ୍କୁ ଶୋଷଣ ଅଭିଯୋଗରେ ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ତାଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍ । ପୋଲିସର ଏକ ୫ ଜଣିଆ ଟିମ୍ କୋଲକାତା ଯାଇଛି । ଜଣେ ମହିଳା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅଧିକ ଖୋଳତାଡ କରିବ ପୋଲିସ ।!-->…
ଅଯୋଧ୍ୟା ରାମ ମନ୍ଦିର: ମକର ସଂକ୍ରାନ୍ତିରେ ହେବ ପ୍ରାଣ ପ୍ରତିଷ୍ଠା
ଅଯୋଧ୍ୟା : ମକର ସଂକ୍ରାନ୍ତି ଅବସରରେ ଅର୍ଥାତ ଆସନ୍ତା ବର୍ଷ ଜାନୁୟାରୀ ୧୪ ତାରିଖରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା। ଏହି ଉତ୍ସବ ୧୦ ଦିନ ପର୍ଯ୍ୟନ୍ତ ଖୁବ୍ ଜାକଜମକରେ ପାଳନ ହେବ ।ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ ଯୋଗ!-->…
ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର: ଓଡିଶା ଛୁଇଁବ ମୌସୁମୀ। ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ!-->…
ମାର୍ଚ୍ଚ ୨୦୨୪ ସୁଦ୍ଧା ବନ୍ଦେ ଭାରତ ସ୍ଲିପର୍, ଘୋଷଣା କଲେ ରେଳମନ୍ତ୍ରୀ
ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସ ଭାରତରେ ରେଳ ଯାତ୍ରା କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ କରିଥିବାବେଳେ ଏହାର ସ୍ଲିପର ଭର୍ସନ ଚଳାଇବାକୁ ସରକାର ଯୋଜନା କରୁଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ୨୦୨୪ ମାର୍ଚ୍ଚ ସୁଦ୍ଧା ଦେଶରେ ବନ୍ଦେ ଭାରତ ସ୍ଲିପର!-->…
ଅପହୃତ ନାବାଳିକା ଉଦ୍ଧାର, ନିର୍ଧୂମ ଛେଚା ଖାଇଲେ ଅପହରଣକାରୀ
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଟପଳସା ଗାଁରୁ ଗତକାଲି ଅପହୃତ ହୋଇଥିବା ନାବାଳିକାକୁ ଆଜି ରାଇରଙ୍ଗପୁରରୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ବଣସାହିର ଅଫଜଲ୍ ଅନସାରୀ ଓ ଟପଳସା ଗାଁର ମମତା ମହାକୁଡ଼ଙ୍କୁ ପୁଲିସ ଅଟକ ରଖିଛି।
ଅଭିଯୋଗ!-->!-->!-->…
କରୋନା ସ୍କାମ: ଆଇଏଏସ ଅଫିସରଙ୍କ ଠିକଣାରେ ଇଡିର ରେଡ୍
ମୁମ୍ବାଇ : ମହାମାରୀ କରୋନା ବେଳେ ସେବା ଯୋଗା ଦେବା ନାଁରେ କରାଯାଇଥିବା ଠକେଇର ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡି ଆଇଏଏସ୍ ଅଫିସର ସଞ୍ଜୀବ ଜୈସୱାଲଙ୍କ ବିଭିନ୍ନ ଠିକଣାରେ ରେଡ୍ କରିଛି। ଏହା ବ୍ୟତୀତ ଶିବସେନା (ୟୁବିଟି)ର ନେତା ଆଦିତ୍ୟ ଠାକେରଙ୍କ!-->…
ରାଜନଗରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର
ରାଜନଗର: ଆତଙ୍କ ସାଜିଛନ୍ତି କୁମ୍ଭୀର। ଘର ବାଡ଼ିପଟସ୍ଥିତ ପୋଖରୀ କୂଳରେ ବସି ବାସନ ସଫା କରୁଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଂଚାୟତ ହାତିଆଗଡ଼ି ଗାଁରେ ଆଜି ଅପରାହ୍ଣରେ ଏହି ଅଭବାନୀୟ!-->…
ସକାଳୁ ଖାଡ଼ା ଉପାସ ରହିଛନ୍ତି ମହାପ୍ରଭୁ
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରଥା ରୁଢ଼ ଠାକୁରଙ୍କ ନୀତି କରିବାରେ ଚାଲିଛି ମନମାନି। ସକାଳୁ ଏଯାଏଁ ଖାଡ଼ା ଉପାସ ଚତୁର୍ଦ୍ଧାମୂର୍ତ୍ତି। ପୁଲିସ ବିଭାଗ ଓ ଏହାର ଅଧିକାରୀଙ୍କ ମନମାନି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୯ଟାରୁ ୧୧ଟା ଭିତରେ ସକାଳ ଭୋଗ ବା ବଲ୍ଲଭ ଭୋଗ!-->…
ନିମ୍ନମାନର ଆନ୍ତର୍ଜାତିକ ରାଜନୈତିକ ସ୍ବାର୍ଥ: ଚୀନ୍କୁ ସମାଲୋଚନା କରି କହିଲା ଭାରତ
ନୂଆଦିଲ୍ଲୀ: ୨୬/୧୧ର ‘ମାଷ୍ଟର୍ମାଇଣ୍ଡ୍’ ତଥା ପାକିସ୍ତାନସ୍ଥିତ ‘ଲଶ୍କର୍-ଏ-ତୈବା’ର ଆତଙ୍କବାଦୀ ସାଜିଦ୍ ମିର୍ଙ୍କୁ କଳାତାଲିକାଭୁକ୍ତ କରିବା ପାଇଁ ଜାତିସଂଘରେ ଭାରତ ଓ ଆମେରିକା ମିଳିତଭାବେ ଉପସ୍ଥାପନ କରିଥିବା ପ୍ରସ୍ତାବକୁ ‘ବ୍ଲକ୍’ କରିଥିବା ଚୀନ୍କୁ ସମାଲୋଚନା କରି ଭାରତ!-->…
ମହିଳା ଜେଲ୍ରେ ସାଂଘାତିକ ଦଙ୍ଗା: ୪୧ କଏଦୀଙ୍କୁ ନିର୍ମମ ହତ୍ୟା
ହଣ୍ଡୁରାସ : ଜେଲ୍ ଚାରି କାନ୍ଥ ଭିତରେ ଘଟିଲା ସାଂଘାତିକ ଦଙ୍ଗା। ଏହି ଦଙ୍ଗାରେ ୪୧ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଆମେରିକାର ମଧ୍ୟଭାଗରେ ଥିବା ହଣ୍ଡୁରସ୍ ନାମକ ଏକ ଦେଶରେ ଘଟିଛି। ହଣ୍ଡୁରସ୍ର ଏକ ମହିଳା କାରାଗାର ଗତକାଲି ରକ୍ତରଞ୍ଜିତ!-->…